ବିବାହିତା ମହିଳା ଘର କାମ କଲେ ଘରୋଇ ହିଂସା କହିହେବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କୁ ଯଦି ଘରୋଇ କାମ କରିବା ପାଇଁ କୁହାଯାଏ ସେ ଏହାକୁ ଚାକରାଣୀ କାମ କହି ପାରିବେ ନାହିଁ। ଯଦି ସେ ଏହାକୁ  ଘରୋଇ ହିଂସା କହି ନିର୍ଯାତନାର ଅଭିଯୋଗ ଆଣନ୍ତି ତେବେ ଏହାକୁ ସେଇ ଅପରାଧିକ ଶ୍ରେଣୀରେ ପରିଗଣିତ କରାଯିବ ନାହିଁ। ବମ୍ବେ ହାକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହା କହିଛନ୍ତି। ଜଣେ ମହିଳା ନିଜ ସ୍ୱାମୀ ଏବଂ ଶ୍ୱଶୁରଙ୍କ ବିରୋଧରେ ଆଣିଥିବା  ଘରୋଇ ହିଂସା ନିର୍ଯାତନା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। […]

Court

Court

Tapas Behera
  • Published: Thursday, 27 October 2022
  • Updated: 27 October 2022, 09:05 PM IST

Sports

Latest News

ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କୁ ଯଦି ଘରୋଇ କାମ କରିବା ପାଇଁ କୁହାଯାଏ ସେ ଏହାକୁ ଚାକରାଣୀ କାମ କହି ପାରିବେ ନାହିଁ। ଯଦି ସେ ଏହାକୁ  ଘରୋଇ ହିଂସା କହି ନିର୍ଯାତନାର ଅଭିଯୋଗ ଆଣନ୍ତି ତେବେ ଏହାକୁ ସେଇ ଅପରାଧିକ ଶ୍ରେଣୀରେ ପରିଗଣିତ କରାଯିବ ନାହିଁ। ବମ୍ବେ ହାକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହା କହିଛନ୍ତି। ଜଣେ ମହିଳା ନିଜ ସ୍ୱାମୀ ଏବଂ ଶ୍ୱଶୁରଙ୍କ ବିରୋଧରେ ଆଣିଥିବା  ଘରୋଇ ହିଂସା ନିର୍ଯାତନା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ଭିବା କଙ୍କନୱାଡ଼ି ଏବଂ ରାଜେଶ ପାଟିଲଙ୍କ ଦୈତ୍ୟ ବେଞ୍ଚରେ ଏହି ମାମଲା ଶୁଣାଣି ହୋଇଥିଲା।

ପୁଲିସ ପାଖରେ ହୋଇଥିବା ଏତଲାକୁ କୋର୍ଟ ଖାରଜ କରିଦେଛନ୍ତି। ମହିଳା ଜଣକ ଅଭିଯୋଗ ଆଣିଥିଲେ ଯେ, ବିବାହର ପ୍ରଥମ ମାସ ପର୍ଯ୍ୟନ୍ତ ତାଙ୍କ ସହ ଠିକଠାକ୍ ବ୍ୟବହାର କରାଯାଇଥିଲା। ଏହା ପରେ ଶ୍ୱଶୁରଘର ଲୋକ ତାଙ୍କୁ ଚାକରାଣୀ ପରି ବ୍ୟବହାର କରୁଥିଲେ। ସେହିପରି ବିବାହର ମାସକ ପରେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର କାର ପାଇଁ ୪ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ଏଥିପାଇଁ ତାଙ୍କୁ ଉଭୟ ଶାରିରୀକ ଓ  ମାନସିକ ନିର୍ଯତନା ଦିଆଯାଇଥିଲା। ତେବେ ଅଭିଯୋଗକୁ ଅନୁଧ୍ୟାନ କରି କୋର୍ଟ କହିଛନ୍ତି ଯେ, ମହିଳା ଜଣକ ନିର୍ଯାତନା  ଅଭିଯୋଗ ଆଣିଛନ୍ତି। କିନ୍ତୁ ତାଙ୍କୁ କେଉଁ ପ୍ରକାର ନିର୍ଯାତନା ଦିଆଯାଉଥିଲା ସେ ବିଷୟରେ ସବିଶେଷ ତଥ୍ୟ ସେ ଦେଇ ନାହାନ୍ତି।  ହାଇକୋର୍ଟ ଆହୁରି କହିଛନ୍ତି ଯେ, ଯଦି ପାରିବାରିକ ଉଦ୍ଦେଶ୍ୟରେ ଜଣେ ବିବାହିତ ମହିଳାଙ୍କୁ  ଘର କାମ ପାଇଁ କୁହାଯାଏ ତେବେ ଏହାକୁ ଚାକରାଣୀ କାମ ବା ଘରୋଇ ହିଂସା ବୋଲି କହିହେବ ନାହିଁ।

କୋର୍ଟ କହିଛନ୍ତି ଯେ, ବିବାହ ପ୍ରସ୍ତାବ ବେଳେ ଯଦି ଝିଅ, ଘର କାମ ପାଇଁ  ଅସମ୍ମତି ପ୍ରକାଶ କରନ୍ତି ତେବେ ସେତେବେଳେ ବର ତାଙ୍କୁ ବିବାହ କରିବେକି ନାହିଁ ନିଷ୍ପତ୍ତି ନେଇପାରିବେ।।  ନଚେତ ଯଦି ବିବାହ ପରେ ବି ସେମିତି କିଛ ଆପତ୍ତି ଆସେ ଏହାର ତୁରନ୍ତ ସମାଧାନ ହୋଇଯିବା ଉଚତି।  ଯଦି ବିବହାର ବହୁ ଦିନ ପରେ ଏଭଳି କିଛି ଅଭିଯୋଗ ଆସେ ତେବେ ଏହା ଭାରତୀୟ ପିଙ୍ଗଳ କୋଡ ଧାରା ୪୯୮ ଶ୍ରେଣୀରେ ଅନ୍ତର୍ଭୁକ୍ତ ପାଇଁ ଯୁକ୍ତିଯୁକ୍ତ ମନେ ହେବ ନାହିଁ।  ଯଦି ନିର୍ଯାତନାର ସମ୍ପୂର୍ଣ୍ଣ ବିବରଣୀ ନାହିଁ  ତେବେ ଏହାକୁ ଘରୋଇ ହିଂସାରେ ସାମିଲ କରିହେବ ନାହିଁ ବୋଲି କୋର୍ଟ କହିଛନ୍ତି । ଏ କ୍ଷେତ୍ରରେ ସ୍ୱାମୀଙ୍କ ବିରୋଧରେ ସ୍ତ୍ରୀଙ୍କ ଅଭିଯୋଗ ଅଗ୍ରହଣୀୟ ବୋଲି ବିବେଚନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story