ଭାରତ ଆସିବେ ମେହୁଲ ଚୋକ୍ସି! କାଲିକୁ ଶୁଣାଣି ଘୁଞ୍ଚାଇଲେ ଡୋମିନିକା କୋର୍ଟ

ଡୋମିନିକା: ଶେଷରେ ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ ମେହୁଲ ଚୋକ୍ସିଙ୍କ ଭାରତ ଫେରିବାର ବାଟ ଧୀରେଧୀରେ ପରିଷ୍କାର ହେବାରେ ଲାଗିଛି। ଚୋକ୍ସିଙ୍କୁ ଡୋମିନିକାରୁ ଗିରଫ କରାଯିବା ପରେ ଆଜି ଭାରତକୁ ପ୍ରତ୍ୟର୍ପଣ ପାଇଁ ସ୍ଥାନୀୟ କୋର୍ଟରେ ଶୁଣାଣି ଚାଲିଥିଲା। ଶୁଣାଣି ବେଳେ ଚୋକ୍ସିଙ୍କ ଆବେଦନକୁ ଡୋମିନିକା ସରକାର ବିରୋଧ କରିଥିଲେ। ଚୋକ୍ସିଙ୍କୁ ଭାରତକୁ ହସ୍ତାନ୍ତର କରାଯିବ। ତେଣୁ ଏହି ଆବେଦନକୁ ଶୁଣାଣି କରିବାର ଆବଶ୍ୟକ ନାହିଁ ବୋଲି ସରକାରୀ ଓକିଲ କହିଥିଲେ। […]

Mehul-Choksi

Mehul-Choksi

Hemant Lenka
  • Published: Wednesday, 02 June 2021
  • Updated: 03 June 2021, 10:00 AM IST

Sports

Latest News

ଡୋମିନିକା: ଶେଷରେ ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ ମେହୁଲ ଚୋକ୍ସିଙ୍କ ଭାରତ ଫେରିବାର ବାଟ ଧୀରେଧୀରେ ପରିଷ୍କାର ହେବାରେ ଲାଗିଛି। ଚୋକ୍ସିଙ୍କୁ ଡୋମିନିକାରୁ ଗିରଫ କରାଯିବା ପରେ ଆଜି ଭାରତକୁ ପ୍ରତ୍ୟର୍ପଣ ପାଇଁ ସ୍ଥାନୀୟ କୋର୍ଟରେ ଶୁଣାଣି ଚାଲିଥିଲା।

ଶୁଣାଣି ବେଳେ ଚୋକ୍ସିଙ୍କ ଆବେଦନକୁ ଡୋମିନିକା ସରକାର ବିରୋଧ କରିଥିଲେ। ଚୋକ୍ସିଙ୍କୁ ଭାରତକୁ ହସ୍ତାନ୍ତର କରାଯିବ। ତେଣୁ ଏହି ଆବେଦନକୁ ଶୁଣାଣି କରିବାର ଆବଶ୍ୟକ ନାହିଁ ବୋଲି ସରକାରୀ ଓକିଲ କହିଥିଲେ। ଏହାପରେ କୋର୍ଟ ଏହାକୁ ଆଧାର କରି ଆସନ୍ତାକାଲି ଯାଏ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି।

ସରକାର ଚୋକ୍ସିଙ୍କୁ ଭାରତ ପଠାଇବାକୁ ଚାହୁଁଥିବାରୁ କୋର୍ଟ ଆସନ୍ତାକାଲି ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇପାରନ୍ତି। ଶୁଣାଣି ଘୁଞ୍ଚାଇ କୋର୍ଟ ଚୋକ୍ସିଙ୍କୁ ଯେମିତି ହେଲେ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରିବାକୁ କହିଛନ୍ତି। ଡୋମିନିକାରେ ସେ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ତୁରନ୍ତ ମାଜିଷ୍ଟ୍ରେଟ କୋର୍ଟରେ ହଜାର କରାଇବାକୁ କୁହାଯାଇଛି।

ଶୁଣାଣି ବେଳେ ଚୋକ୍ସିଙ୍କ ଓକିଲ ପ୍ରତ୍ୟର୍ପଣକୁ ବିରୋଧ କରିଥିଲେ। ତାଙ୍କୁ ଆଣ୍ଟିଗୁଆରୁ ଜୋରଜବରଦସ୍ତି ଅପହରଣ କରି ଡୋମିନିକା ଅଣା ଯାଇଥିଲା। ସେହିପରି ଗିରଫ ପରେ ତାଙ୍କୁ ମାଡ଼ ମରାଯାଇଥିବା ଚୋକ୍ସିଙ୍କ ଟିମ କହିଥିଲେ। ଏଥିସହ ସେ ଏବେ ଆଣ୍ଟିଗୁଆ ଫେରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ସମସ୍ତ ଅର୍ଥ ନିଜେ ଚୋକ୍ସି କରିବାକୁ ରାଜି ଥିବା ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି।

ଆଜିର ଶୁଣାଣି ପୂର୍ବରୁ ହିଁ ସିବିଆଇ ଓ ଇଡିର ଗୋଟିଏ ଟିମ୍‌ ଡୋମିନିକାରେ ଡେରା ପକାଇ ବସିଛି। ତେଣୁ ଉକ୍ତ ଟିମ୍‌କୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡୋମିନିକା ସରକାର ଚୋକ୍ସିଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିବେ। ସେମାନେ ସେଠାରୁ ସିଧା ତାଙ୍କୁ ଧରି ଭାରତ ଫେରିବେ। ଭାରତର ୮ ଜଣିଆ ଟିମ୍‌କୁ ସହଯୋଗ କରିବା ପାଇଁ ସରକାର ଟ୍ରିନିଦାଦ ଓ ଟୋବାଗୋ ସ୍ଥିତ ହାଇକମିଶନରଙ୍କୁ ଡୋମିନିକା ପଠାଇଛନ୍ତି। ତେବେ ସବୁ କିଛି ଆସନ୍ତାକାଲିର ଶୁଣାଣି ଉପରେ ନିର୍ଭର କରୁଛି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ପ୍ରାୟ ୧୪ ହଜାର କୋଟି ଋଣ ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ଚୋକସି ଓ ତାଙ୍କ ଭଣଜା ନୀରବ ମୋଦି। ଜାଲିଆତି ଘଟଣା ସାମ୍ନାକୁ ଆସିବା ପୂର୍ବରୁ ନୀରବ ମୋଦି ଓ ଚୋକ୍ସି ସହ ପରିବାର ସହ ବିଦେଶ ଚାଲିଯାଇଥିଲେ।

ନୀରବ ମୋଦି ଏବେ ଲଣ୍ଡନର ଏକ ଜେଲରେ ବନ୍ଦୀ ରହିଛନ୍ତି। ଭାରତ ସରକାର ତାଙ୍କୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଅନ୍ୟପଟେ ଚୋକ୍ସି ୨୦୧୭ରେ ଆଣ୍ଟଗୁଆ ଓ ବାରଗୁଡ଼ାର ନାଗରିକତା ହାସଲ କରିଥିଲେ। ୨୦୧୮ରୁ ସେ ସେଠାରେ ରହୁଛନ୍ତି। ଆଣ୍ଟିଗୁଆରେ ଥିବା ବେଳେ ଚୋକ୍ସି ବେଆଇନ ଭାବେ ଡୋମିନିକା ଚାଲିଯାଇଥିଲେ।

କୁହାଯାଉଛି ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ଟ୍ରିପ୍‌ରେ ଯାଇଥିବା ବେଳେ ଡୋମିନିକା ସିଆଇଡି ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଆଣ୍ଟିଗୁଆ ଅସନ୍ତୋଷ ପ୍ରକାଶ କରିବା ସହ ଚୋକ୍ସିଙ୍କୁ ସିଧା ଭାରତ ପଠାଇ ଦେବାକୁ କହିଛି। ଆଜି ଶୁଣାଣି ବେଳେ ଡୋମିନିକା ସରକାର ମଧ୍ୟ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି କହିଥିଲେ।

ରବିବାର ଚୋକ୍ସିଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଜେଲରେ ରହିଥିବା ବେଳେ ତାଙ୍କ ଆଖି ଓ ହାତ ଲାଲ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା।

ତାଙ୍କୁ ଡୋମିନିକା ସିଆଇଡି ମାରପିଟ କରିଥିବା ତାଙ୍କ ଓକିଲ ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସେ କୋର୍ଟରେ ହାଜର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story