ସାମ୍ନାକୁ ଆସିଲା ଗିରଫ ମେହୁଲ ଚୋକ୍ସିଙ୍କ ଫଟୋ

ନୂଆଦିଲ୍ଲୀ: ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ୍ ଚୋକ୍ସିଙ୍କ ଫଟୋ। ଏଥିରେ ସେ ଏକ ଲୁହା ଗେଟ୍ ପଛରେ ଛିଡ଼ା ହୋଇଛନ୍ତି। ତାଙ୍କ ଆଖି ଲାଲ ପଡ଼ି ଯାଇଛି। ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଚୋକ୍ସିଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ମାରପିଟ କରାଯାଇଥିଲା। ଏପରିକି ଆଣ୍ଟିଗୁଆରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ସେ […]

Mehul Choksi

Mehul Choksi

Jitendra Garnayak
  • Published: Sunday, 30 May 2021
  • Updated: 30 May 2021, 10:15 AM IST

Sports

Latest News

ନୂଆଦିଲ୍ଲୀ: ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ୍ ଚୋକ୍ସିଙ୍କ ଫଟୋ। ଏଥିରେ ସେ ଏକ ଲୁହା ଗେଟ୍ ପଛରେ ଛିଡ଼ା ହୋଇଛନ୍ତି। ତାଙ୍କ ଆଖି ଲାଲ ପଡ଼ି ଯାଇଛି। ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଚୋକ୍ସିଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ମାରପିଟ କରାଯାଇଥିଲା। ଏପରିକି ଆଣ୍ଟିଗୁଆରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ସେ କହିଥିଲେ।

ମେ’ ୨୩ ତାରିଖରେ ଆଣ୍ଟିଗୁଆ ସ୍ଥିତ ବାସଭବନରୁ ନିଖୋଜ ହୋଇଯାଇଥିଲେ ଚୋକ୍ସି। ତେବେ ମେ’ ୨୬ରେ ତାଙ୍କୁ ଡୋମିନିକାରୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ ସେ କ୍ୟୁବା ପଳାଇବା ପାଇଁ ଯୋଜନା କରୁଥିଲେ। ପ୍ରଥମେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଯୋଜନା ରହିଥିଲା। ତେବେ ଡୋମିନିକା ସରକାର ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଆଣ୍ଟିଗୁଆକୁ ହିଁ ହସ୍ତାନ୍ତର କରାଯିବ। ତେବେ ବର୍ତ୍ତମାନ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସେ ଡୋମିନିକାରେ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି କୁହାଯାଇଛି।

[caption id="attachment_647130" align="aligncenter" width="650"]Hand ମେହୁଲ୍ ଚୋକ୍ସିଙ୍କ ହାତର ଆଘାତ[/caption]

୨୦୧୮ ମସିହାରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ମହାଘୋଟାଲାରେ ସମ୍ପୃକ୍ତି ଅଭିଯୋଗ ପରେ ଚୋକ୍ସି ଦେଶ ଛାଡ଼ି ଆଣ୍ଟିଗୁଆ ପଳାଇଛନ୍ତି। ଏହି ମାମଲାରେ ହୋଇଥିବା ମୋଟ୍ ୧୩ ହଜାର କୋଟି ଟଙ୍କାର ଘୋଟାଲାରୁ ଚୋକ୍ସି ୭ ହଜାର କୋଟିରୁ ଅଧିକ ଟଙ୍କା ହେରାଫେରି କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ପଳାତକ ଘୋଷଣା କରିଛନ୍ତି ଭାରତ ସରକାର।

କେବଳ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲା ନୁହେଁ, ୨୦୧୩ ଶେୟାର୍ ମାର୍କେଟ୍ ହେରଫେର ସହ ଦୁବାଇ ଓ ଆମେରିକାରେ ବି ମେହୁଲଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି। ପିଏନ୍‌ବି ଘୋଟାଲା ପରେ ମେହୁଲଙ୍କ ୨୫ ଶହ କୋଟି ଟଙ୍କାର ସଂପତ୍ତିକୁ ସିଜ୍ କରିଛି ଇଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story