ମାସେ ଭିତରେ ଆସିଲା ଓମିକ୍ରନ୍‌ ପାଇଁ ଔଷଧ, ସବୁ ମ୍ୟୁଟେସନ୍‌କୁ ଦେବ ମାତ୍‌!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ଏବେ ୩୮ରୁ ଅଧିକ ଦେଶକୁ ବ୍ୟାପିଗଲାଣି। ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଏହା ଅଧିକ ମାରାତ୍ମକ ବୋଲି କୁହାଯାଉଛି। ତେବେ କରୋନାର ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହେବାର ମାସ ଭିତରେ ଏହାକୁ ବିନାଶ କରିବା ପାଇଁ ବାହାରିଛି ଔଷଧ। ଏହି ଔଷଧ ଓମିକ୍ରନ୍‌ର ସମସ୍ତ ମ୍ୟୁଟେସନ୍‌କୁ ମାତ୍‌ ଦେବ। ଏଭଳି କିଛି ବଡ ଦାବି […]

medicine for omicron

medicine for omicron

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 05:12 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ଏବେ ୩୮ରୁ ଅଧିକ ଦେଶକୁ ବ୍ୟାପିଗଲାଣି। ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଏହା ଅଧିକ ମାରାତ୍ମକ ବୋଲି କୁହାଯାଉଛି। ତେବେ କରୋନାର ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହେବାର ମାସ ଭିତରେ ଏହାକୁ ବିନାଶ କରିବା ପାଇଁ ବାହାରିଛି ଔଷଧ। ଏହି ଔଷଧ ଓମିକ୍ରନ୍‌ର ସମସ୍ତ ମ୍ୟୁଟେସନ୍‌କୁ ମାତ୍‌ ଦେବ। ଏଭଳି କିଛି ବଡ ଦାବି କରିଛନ୍ତି ଜଣେ ବ୍ରିଟିଶ ବୈଜ୍ଞାନିକ।

ବୈଜ୍ଞାନିକଙ୍କ କହିବା ମୁତାବକ, ତାଙ୍କର ଔଷଧ 'ସୋଟ୍ରୋଭିମାବ' ଓମିକ୍ରନର ପ୍ରତ୍ୟେକ ମ୍ୟୁଟେସନ୍‌କୁ ମାତ୍‌ ଦେବ ଏବଂ ଏହା ପ୍ରଭାବଶାଳୀ ବୋଲି ପ୍ରମାଣିତ ମଧ୍ୟ ହୋଇଛି। ଆମେରିକାର ପାର୍ଟନର ବିର୍‌ (VIR) ବାୟୋଟେକ୍ନୋଲୋଜି ସହଯୋଗରେ ଗ୍ଲାକ୍ସୋ ସ୍ମିଥକାଇନ୍ (GSK) ଦ୍ୱାରା ଏହି ଔଷଧକୁ ତିଆରି କରାଯାଇଛି। ଏହି ଔଷଧ ଓମିକ୍ରନ୍ ଭାରିଏଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି କୁହାଯାଉଛି। ଏହାର ଫଳାଫଳକୁ ନିଶ୍ଚିତ କରିବା ପାଇଁ ସୋଟ୍ରୋଭିମାବ ଥେରାପି ଉପରେ ପରୀକ୍ଷା ଚାଲିଛି।

କମ୍ପାନୀ ପକ୍ଷରୁ ଜାରି ବୟାନ୍‌ରେ ଦାବି କରାଯାଇଛି ଯେ, ଓମିକ୍ରନ୍‌ର ସମସ୍ତ ୩୭ ମ୍ୟୁଟେସନ୍‌ ବିରୁଦ୍ଧରେ ଔଷଧ 'ସୋଟ୍ରୋଭିମାବ' ବେଶ୍‌ ପ୍ରଭାବଶାଳୀ ଭାବେ କାମ କରୁଛି। ଗତ ସପ୍ତାହରେ, ପ୍ରି-କ୍ଲିନିକାଲ୍ ପରୀକ୍ଷଣ ପରେ କୁହାଯାଇଥିଲା ଯେ ସୋଟ୍ରୋଭିମାବ୍ ଔଷଧ ଓମିକ୍ରନ୍ ବିରୁଦ୍ଧରେ କାମ କରେ। କମ୍ପାନୀ ଏହା ମଧ୍ୟ ଜୋର ଦେଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ମ୍ୟୁଟେସନ୍‌ ବିରୁଦ୍ଧରେ ଏହି ଔଷଧ ବେଶ ଫଳପ୍ରଦ।

ଏହି ମେଡିସିନ୍‌ ଏକ ମୋନୋକ୍ଲୋନଲ ଆଣ୍ଟିବଡି। ଏହା ମଣିଷ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ଆଣ୍ଟିବଡି ଉପରେ ଆଧାରିତ। ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ଅନ୍ୟ ଔଷଧ ଅପେକ୍ଷା ଅଧିକ ବୋଲି କମ୍ପାନୀ କହିଛି।  ବର୍ତ୍ତମାନ କମ୍ପାନୀର ଏଭଳି ଦାବି ସମଗ୍ର ବିଶ୍ୱକୁ ଏକ ନୂତନ ଆଶାର କିରଣ ଦେଇଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ଔଷଧର ଫଳାଫଳ କୌଣସି ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇନାହିଁ। ଏଭଳି ପରିସ୍ଥିତିରେ ଏହି ଔଷଧକୁ ନେଇ ଔପଚାରିକ ଘୋଷଣା ହେବାକୁ ଅପେକ୍ଷା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story