ବିହାର ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଉପରକୁ ପଥର ମାଡ଼

ପାଟନା: ବିହାର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ପଥର ମାଡ଼ ହୋଇଛି । ଯେଉଁ କାରକେଡ ବିହାର ମୁଖ୍ୟମନ୍ତ୍ରୀ ପାଇଁ ଉର୍ଦ୍ଦିଷ୍ଟ ସେଇ ଗାଡ଼ି ଉପରକୁ ପଥରମାଡ଼ ହୋଇଛି ।  ରବିବାର ଏହି  ଆକ୍ରମଣ ହୋଇଛି।  ସୌଭାଗ୍ୟବସତଃ ଉକ୍ତ କାରକେଡରେ ନୀତୀଶ କୁମାର ଉପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ କାରକେଡ୍‌ର ୩-୪ଟି କାର କାଚ ଭାଙ୍ଗିଯା‌ଇଛି। ପାଟନା ଜିଲ୍ଲାର ଗୌରୀଚକ ଥାନାର ସୋହଗି ଗ୍ରାମରେ ଏହି ଘଟଣା ଘଟିଛି। ରବିବାର ସନ୍ଧ୍ୟା ୫ଟା ବେଳେ ଏହି ଘଟଣା ଘଟିଛି। ଘଟଣା […]

Nitis

Nitis

Tapas Behera
  • Published: Sunday, 21 August 2022
  • Updated: 21 August 2022, 09:53 PM IST

Sports

Latest News

ପାଟନା: ବିହାର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ପଥର ମାଡ଼ ହୋଇଛି । ଯେଉଁ କାରକେଡ ବିହାର ମୁଖ୍ୟମନ୍ତ୍ରୀ ପାଇଁ ଉର୍ଦ୍ଦିଷ୍ଟ ସେଇ ଗାଡ଼ି ଉପରକୁ ପଥରମାଡ଼ ହୋଇଛି ।  ରବିବାର ଏହି  ଆକ୍ରମଣ ହୋଇଛି।  ସୌଭାଗ୍ୟବସତଃ ଉକ୍ତ କାରକେଡରେ ନୀତୀଶ କୁମାର ଉପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ କାରକେଡ୍‌ର ୩-୪ଟି କାର କାଚ ଭାଙ୍ଗିଯା‌ଇଛି। ପାଟନା ଜିଲ୍ଲାର ଗୌରୀଚକ ଥାନାର ସୋହଗି ଗ୍ରାମରେ ଏହି ଘଟଣା ଘଟିଛି। ରବିବାର ସନ୍ଧ୍ୟା ୫ଟା ବେଳେ ଏହି ଘଟଣା ଘଟିଛି। ଘଟଣା ଘଟିବା ସୟମରେ ସୁରକ୍ଷା କର୍ମୀମାନେ କାରକେଡରେ ଉପସ୍ଥିତ ଥିଲେ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଗୟା ଗସ୍ତ ପୂର୍ବରୁ  ଏହି କାରକେଡ ଗୟା ଅଭିମୁଖେ ଯାଇଥିଲା। ରବର ଡ୍ୟାମ ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆସନ୍ତାକାଲି  ଗୟାରେ କାର୍ଯ୍ୟକ୍ରମ ଥିଲା।  ସେହିପରି ଜିଲ୍ଲାରେ ମରୁଡ଼ି ପରିସ୍ଥତି ନେଇ ମଧ୍ୟ ସମୀକ୍ଷା କରିବାର ଥିଲା।

ମୁଖ୍ୟମନ୍ତ୍ରୀ  ଆସନ୍ତାକାଲି ଉକ୍ତ ସ୍ଥାନରେ ହେଲିକପ୍ଟରରେ ପହଞ୍ଚିବାର ଥିଲା। ତାପୂର୍ବରୁ ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ନେବା ପାଇଁ ତାଙ୍କ କାରକେଡ ସେଠାକୁ ଗସ୍ତ କରିଥିଲା। ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହଙ୍କ କହିବା ଅନୁଯାୟୀ, ପାଟନା-ଗୟା ରାସ୍ତାକୁ ଉତ୍ତ୍ୟକ୍ତ ଜନତାଙ୍କ ଦ୍ୱରା ଅବରୋଧ କରାଯା‌ଇଥିଲା। ୨-୩ଦିନ ହେବ ନିଖୋଜ ଥିବର ଜଣେ ବାଳକର ଶବ ମିଳିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ଫଳରେ ସେମାନେ ଉକ୍ତ ରାସ୍ତା ଅବରୋଧ କରିଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ବାଳକକୁ ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଧରିବା ଦାବିରେ  ସେମାନେ ରାସ୍ତା ଉପରେ ମୃତ ଦେହକୁ ରଖି ଆନ୍ଦୋଳନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସେହିବାଟେ  ଦେଇ ଯାଇଥିଲା।  ତେବେ କ୍ଷୁବ୍ଧ ଥିବା ଲୋକେ ମୁଖ୍ୟମନ୍ତ୍ରୀ କାରକେଡ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏହି ପଥର ମାଡ଼ରେ କିଛି କାର କାଚ ଭାଙ୍ଗିଯାଇଛି। ଏହି ଟେକା ପଥର ମାଡ଼ରେ କିଛି ଲୋକେ ଆହତ ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story