ମୋଦିଙ୍କୁ ଅଧିକ ଶକ୍ତିଶାଳୀ କରିଛି କଂଗ୍ରେସ: ମମତା

ପାଣାଜି: କଂଗ୍ରେସକୁ ଟାର୍ଗେଟ କଲେ ଦିଦି। କଂଗ୍ରେସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧିକ ଶକ୍ତିଶାଳୀ ହୋଇଛନ୍ତି ବୋଲି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କଂଗ୍ରେସ ପାର୍ଟି କେବଳ ନାମକୁ ମାତ୍ର ବିଞ୍ଚିଥିବାରୁ ବିଜେପି ଦିନକୁ ଦିନ ସଶକ୍ତ ହେଉଛି ବୋଲି ମମତା କହିଛନ୍ତି।  ତେବେ ଗୋଆରେ ବିଧାନ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନାହିଁ ବୋଲି ମମତା କହିଛନ୍ତି। ଆଞ୍ଚଳିକ ଦଳ ଗୁଡ଼ିକୁ  ଗୁରୁତ୍ୱ ଦେଇ  ବିରୋଧୀ […]

Mamata

Mamata

Tapas Behera
  • Published: Saturday, 30 October 2021
  • Updated: 30 October 2021, 05:46 PM IST

Sports

Latest News

ପାଣାଜି: କଂଗ୍ରେସକୁ ଟାର୍ଗେଟ କଲେ ଦିଦି। କଂଗ୍ରେସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧିକ ଶକ୍ତିଶାଳୀ ହୋଇଛନ୍ତି ବୋଲି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କଂଗ୍ରେସ ପାର୍ଟି କେବଳ ନାମକୁ ମାତ୍ର ବିଞ୍ଚିଥିବାରୁ ବିଜେପି ଦିନକୁ ଦିନ ସଶକ୍ତ ହେଉଛି ବୋଲି ମମତା କହିଛନ୍ତି।  ତେବେ ଗୋଆରେ ବିଧାନ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନାହିଁ ବୋଲି ମମତା କହିଛନ୍ତି। ଆଞ୍ଚଳିକ ଦଳ ଗୁଡ଼ିକୁ  ଗୁରୁତ୍ୱ ଦେଇ  ବିରୋଧୀ ଦଳଙ୍କୁ ଏକାଠି କରିବାରେ କଂଗ୍ରେସ ବିଫଳ ହୋଇଛି ବୋଲି ମମତା କହିଛନ୍ତି। କେବଳ କଂଗ୍ରେସ ପାଇଁ ମୋଦି ଅଧିକ ଶକ୍ତିଶାଳୀ ହୋଇଛନ୍ତି ବୋଲି ମମତା କହିଛନ୍ତି । କାରଣ ବିଜେପି ପାଇଁ  କଂଗ୍ରେସ କେବଳ ଟିଆରପି ସାଜିଛି ।

ଯଦି କଂଗ୍ରେସ କୌଣସି ନିଷ୍ପତ୍ତି ନେଇପାରିବନି ତେବେ ଦେଶକୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ। ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିବା ବେଳେ ଦେଶ କାହିଁକି କ୍ଷତି ସହିବ ବୋଲି ମମତା ପ୍ରଶ୍ନ କରିଛନ୍ତି। ପୂର୍ବରୁ ତ୍ରୁଣମୂଳ କଂଗ୍ରେସ(ଟିଏମସି) କଂଗ୍ରେସକୁ ଟାର୍ଗେଟ କରି  ଦଳ କେବଳ ଟ୍ୱିଟରରେ ସୀମିତ ରହିହୁଛି ବୋଲି କହିଥିଲା । ବିଶେଷ କରି ବିଜେପି ବିରୋଧରେ ସଶକ୍ତ ମେଣ୍ଟ ଗଠନ କରିବାରେ କଂଗ୍ରେସ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛି। ଟିଏମସିର ମାଉଥ୍‌ପିସ୍‌ ଜାଗୋ ବଂଲା ପକ୍ଷରୁ ଏହା କୁହାଯାଇଥିଲା । ସେହିପରି ୨୦୧୪ ଓ ୨୦୧୯ ନିର୍ବାଚନରେ  ଶୋଚନୀୟ ପରାଜୟ ହେବା ପରେ କଂଗ୍ରେସ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

ଆଭ୍ୟନ୍ତରୀଣ କନ୍ଦଳ ଦଳ ପାଇଁ ଚ୍ୟାଲେଞ୍ଚ ହୋଇଛି। ନିଜ ଦଳ କଥା ବୁଝିବାରେ ସୀମିତ ରହୁଛି କଂଗ୍ରେସ। ଏହାଛଡ଼ା ଅନ୍ୟ କିଛି କରିବାରେ ଦେଖା ଯାଉ ନାହିଁ ବୋଲି କୁହାଯାଇଥିଲା। ସୂଚନା ଅନୁଯାୟୀ ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାରୁ ଗୋଆରେ ଟିଏମସି ପକ୍ଷରୁ ପ୍ରାର୍ଥୀ ଦିଆଯିବ। ଏନେଇ ମମତା ୩ଦିନିଆ ଗୋଆ ଗସ୍ତରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story