ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ଗିରଫ କ୍ଷମତାକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଇଡି ବିରୋଧରେ ତଦନ୍ତ, ସର୍ଚ୍ଚ , ସିଜ୍‌ ଏବଂ ଗିରଫଦାରୀ କ୍ଷମତା ଅବୈଧାନିକ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଛନ୍ତି। ଏଥିସହ ଇଡି ସମସ୍ତ କ୍ଷମତା ଉପରେ ସର୍ବୋଚ୍ଚ ନ୍ୟାଳୟ କାଏମ ରଖିଛନ୍ତି। ଇଡିକୁ ପ୍ରାପ୍ତ ହୋଇଥିବା ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ)କୁ ସର୍ବୋଚ୍ଚ ନ୍ୟାଳୟ କାଏମ ରଖିଛନ୍ତି। ଜଷ୍ଟିସ୍‌ ଏମ […]

Supreme-Court

Supreme-Court

Tapas Behera
  • Published: Wednesday, 27 July 2022
  • Updated: 27 July 2022, 12:13 PM IST

Sports

Latest News

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ଗିରଫ କ୍ଷମତାକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଇଡି ବିରୋଧରେ ତଦନ୍ତ, ସର୍ଚ୍ଚ , ସିଜ୍‌ ଏବଂ ଗିରଫଦାରୀ କ୍ଷମତା ଅବୈଧାନିକ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଛନ୍ତି। ଏଥିସହ ଇଡି ସମସ୍ତ କ୍ଷମତା ଉପରେ ସର୍ବୋଚ୍ଚ ନ୍ୟାଳୟ କାଏମ ରଖିଛନ୍ତି। ଇଡିକୁ ପ୍ରାପ୍ତ ହୋଇଥିବା ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ)କୁ ସର୍ବୋଚ୍ଚ ନ୍ୟାଳୟ କାଏମ ରଖିଛନ୍ତି। ଜଷ୍ଟିସ୍‌ ଏମ ଖାନ୍‌ଓଲିକରଙ୍କ ଅଧ୍ୟକ୍ଷତାରେ ମାମାଲାର ଶୁଣାଣି ହୋଇଥିଲା। ମନିଲଣ୍ଡରିଂ ମାମଲାର ଅଭିଯୁକ୍ତଙ୍କୁ ଘଟଣା ବିଷୟରେ ନଜଣାଇ ହଠାତ୍‌ ଗିରଫ କରାଯିବା ଅସାମ୍ବିଧାନି। ସେହିପରି ଜବତ ହୋଇଥିବା ସମ୍ପତ୍ତି ସମ୍ପର୍କିତ ଈଡି ବୟାନ ରେକର୍ଡ଼ କରିବା ସହ ବିନା ଅବଗତରେ ଫାଇନ ଆଦାୟ କରୁଛି । ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସେହିପରି ଏନଫୋର୍ସମେଣ୍ଟ କ୍ୟାସ ଇନଫରମେଶନ ରିପୋର୍ଟ(ଇସିଆଇଆର) ହେଉଛି ଏକ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ। ଏହାକୁ ସାର୍ବଜନୀନ କରିବା  ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି। ଆବେଦସନକାରୀ କହିଥିଲେ ଯେ, ଇସିଆଇଆର ହେଉଛି ଏତଲା କପି ସହ ସମାନ। ତେଣୁ  ଏହାର କପି ଗୋଟି ଏ ଅଭିଯୁକ୍ତଙ୍କୁ ଦେବା ଦରକାର। ହେଲେ କୋର୍ଟ ଏହି ଯୁକ୍ତିକୁ ଖାରଜ କରିଦେଇଥିଲେ। ଇଡିର ରେଡ୍‌ ପ୍ରସଙ୍ଗକୁ ନେଇ ଅଭିଯୁକ୍ତର ବଞ୍ଚିବାର ଅଧିକାର ଏବଂ ସମାନ ଅଧିକାରକୁ କ୍ଷୁର୍ଣ୍ଣ ହେଉଥିବା ଦର୍ଶାଯାଇଥିଲା।

ଏହି ମାମଲାରେ କନ୍ଦ୍ର ସରକାରଙ୍କ ପକ୍ଷରୁ  ସଲିସିଟର ଜେନେରାଲ ଜେନେରାଲ ତୁସାର ମେହେଟ୍ଟା ହାଜର ହୋଇଥିଲେ। ଦୁର୍ନୀତି ରୋକିବାରେ ଇଡିକୁ ପ୍ରାପ୍ତ ହୋଇଥିବା ପିଏମଏଲଏ କ୍ଷମତା ଯଥାର୍ଥ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।  ସେହିପରି ୨୦୦୨ ମସିହା ପୂର୍ବରୁ ଥିବା  ମାମଲାରେ ପିଏମଏଲଏ ଲାଗୁ କରିବା ଅସାମ୍ବିଧାନିକ ବୋଲି ଆବେଦନ କରାଯାଇଥିଲା । ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ପିଏମଏଲଏକୁ ନେଇ ବରିଷ୍ଠ ରାଜନେ‌ତା କାର୍ତ୍ତି ଚିଦାମ୍ବରମ ଏବଂ ଜମ୍ମୁ କଶ୍ମୀରିର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୁପ୍ରିମକୋର୍ଟ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story