ଅଖିଲେଶଙ୍କ ଘରେ ଶତ୍ରୁ, ସାଇକେଲ ଛାଡି ପଦ୍ମ ଧରିବେ ଭାଇବୋହୂ!

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ଦଳର ନେତାମାନେ ଦଳବଦଳ କରିବାରେ ଲାଗିଛନ୍ତି। ଏବେ ଏଥିରେ ସାମିଲ ହୋଇଛନ୍ତି ଖୋଦ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପରିବାର। ଅଖିଲେଶଙ୍କ ଘର ଭିତରୁ ହିଁ ବାହାରିଛନ୍ତି ଶତ୍ରୁ। କଟ୍ଟର ବିରୋଧୀ ବିଜେପିକୁ ଡେଇଁବା ପାଇଁ ଯୋଜନା କରୁଛନ୍ତି ତାଙ୍କ ନିଜ ଭାଇ ବୋହୂ। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଖୁବଶୀଘ୍ର ସାଇକେଲ ଛାଡି ପଦ୍ମ ଧରିବେ ଅପର୍ଣ୍ଣା ଯାଦବ। […]

Aparna yadav and akhilesh yadav

Aparna yadav and akhilesh yadav

Madhupriya Mistry
  • Published: Sunday, 16 January 2022
  • Updated: 16 January 2022, 11:06 AM IST

Sports

Latest News

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ଦଳର ନେତାମାନେ ଦଳବଦଳ କରିବାରେ ଲାଗିଛନ୍ତି। ଏବେ ଏଥିରେ ସାମିଲ ହୋଇଛନ୍ତି ଖୋଦ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପରିବାର। ଅଖିଲେଶଙ୍କ ଘର ଭିତରୁ ହିଁ ବାହାରିଛନ୍ତି ଶତ୍ରୁ। କଟ୍ଟର ବିରୋଧୀ ବିଜେପିକୁ ଡେଇଁବା ପାଇଁ ଯୋଜନା କରୁଛନ୍ତି ତାଙ୍କ ନିଜ ଭାଇ ବୋହୂ। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଖୁବଶୀଘ୍ର ସାଇକେଲ ଛାଡି ପଦ୍ମ ଧରିବେ ଅପର୍ଣ୍ଣା ଯାଦବ। ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। କେଣଟ ଆସନରୁ ସାଇକଲ ଚିହ୍ନଟରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।

Mulayam Singh Yadav alaways gets angry with Sadhna Gupta younger daughter in law Aparna Yadav because of anti party talk- मुलायम सिंह यादव की छोटी बहू अपर्णा यादव को ससुर से मिलती

ସମାଜବାଦୀ ପାର୍ଟିର ସାନ ବୋହୂ ଅପର୍ଣ୍ଣା ଯାଦବ ସର୍ବଦା ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରନ୍ତି। ଏବେ ସେ କୁଆଡେ ବିଜେପି ଆଡକୁ ଅଧିକ ଢ଼ଳିଥିବା କୁହାଯାଉଛି। ବିଜେପି ହାଇକମାଣ୍ଡ ମଧ୍ୟ ଅଖିଲେଶଙ୍କୁ ଟକ୍କଟର ଦେବା ପାଇଁ ଅପର୍ଣ୍ଣାଙ୍କ ଉପରେ ଭରସା ଦେଖାଇଥିବା ଚର୍ଚ୍ଚା ହେଉଛି।

ରବିବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇପାରନ୍ତି । ଏହି ସମୟରେ ଅପର୍ଣ୍ଣା ବି ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି। ଯଦି ଏଭଳି କିଛି ହୁଏ ତେବେ ଅଖିଲେଶଙ୍କ ଦଳକୁ ଏହା ଶକ୍ତ ଝଟ୍‌କା ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story