ନବାବ ମଲିକଙ୍କୁ ଝଟ୍‌କା, ଏବେ ମିଳିବନି ଜେଲ୍‌ରୁ ମୁକ୍ତି

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ବଢ଼ିଲା ଅଢ଼ୁଆ। ବମ୍ବେ ହାଇକୋର୍ଟରୁ ମିଳିଲା ବଡ ଝଟ୍‌କା। କୋର୍ଟ ଏନ୍‌ସିପି ନେତାଙ୍କ ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିରେ ନବାବ ମଲିକ କହିଥିଲେ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବେଆଇନ ଭାବେ ଗିରଫ କରିଛି, ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ବୋଲି କହି ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଏହା କରିବାକୁ ମନା କରି ଦେଇଛନ୍ତି। […]

nawab mallik

nawab mallik

Madhupriya Mistry
  • Published: Tuesday, 15 March 2022
  • Updated: 15 March 2022, 01:05 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ବଢ଼ିଲା ଅଢ଼ୁଆ। ବମ୍ବେ ହାଇକୋର୍ଟରୁ ମିଳିଲା ବଡ ଝଟ୍‌କା। କୋର୍ଟ ଏନ୍‌ସିପି ନେତାଙ୍କ ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିରେ ନବାବ ମଲିକ କହିଥିଲେ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବେଆଇନ ଭାବେ ଗିରଫ କରିଛି, ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ବୋଲି କହି ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଏହା କରିବାକୁ ମନା କରି ଦେଇଛନ୍ତି। ଫଳରେ ତାଙ୍କ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି।

କୋର୍ଟ କହିଛନ୍ତି ଯେ ଆବେଦନରେ ଅନେକ ପ୍ରସଙ୍ଗ ରହିଛି, ଯାହାର ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। କୋର୍ଟ କହିଛନ୍ତି ଯେ ଆବେଦନ ଉପରେ ଶୁଣାଣି ତାରିଖ ପରେ ସ୍ଥିର କରାଯିବ କିନ୍ତୁ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଇପାରିବ ନାହିଁ। ନବାବ ମଲିକ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ଗତ ଫେବ୍ରୁଆରୀ ୨୩ ତାରିଖରେ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନ୍‌ସିପି ନେତା ନବାବ ମଲିକଙ୍କୁ ଗିରଫ କରିଥିଲା। ପ୍ରଥମେ ନବାବଙ୍କୁ ଇଡି ୮ ଘଣ୍ଟା ଧରି ପଚରାଉଚରା କରିଥିଲା ପରେ ତାଙ୍କୁ ଗିରଫ କରିଥିଲା।

ନବାବ ମଲିକ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଠାରୁ ସମ୍ପତ୍ତି କିଣିଥିଲେ। ତେବେ ସେ ଏହି ସମ୍ପତ୍ତିର ପ୍ରକୃତ ମୂଲ୍ୟ ୩.୫୪ କୋଟି ଥିଲା, ଯାହାକୁ ନବାବ ମାତ୍ର ୨୦ ଲକ୍ଷ ଟଙ୍କା ଦେଇ କିଣିଥିବା ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story