ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଶ୍ରୀନଗର: ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର କାଠୁଆ ଅଞ୍ଚଳରେ ରଣଜିତ ସାଗର ଡ୍ୟାମ୍‌ ନିକଟରେ ଏହି ଅଘଟଣ ଘଟିଛି। ତେବେ ଏଥିରେ କେତେଜଣଙ୍କ ମୃତାହତ ହୋଇଛି ସେ ନେଇ ସୂଚନା ମିଳିନାହିଁ। ଏଥିରେ ଦୁଇଣ ପାଇଲେଟ ଥିଲେ। ସୂଚନା ମୁତାବକ ଆଜି ସକାଳୁ ଭାରତୀୟ ସେନା ହେଲିକପ୍ଟର ୨୫୪ ଅର୍ମି ଏଭିଏନ୍‌ ସ୍କ୍ୱାର୍ଡନ ମାମୁନ୍‌ କେଣ୍ଟରୁ ଉଡାଣ ଭରିଥିଲା। ଏଥିରେ ଦୁଇ ଜଣ ପାଇଲଟ୍‌ ଥିଲେ।  ଉଡାଣର କିଛି ସମୟ ପରେ […]

Indian Army helicopter

Indian Army helicopter

Madhupriya Mistry
  • Published: Tuesday, 03 August 2021
  • Updated: 03 August 2021, 02:14 PM IST

Sports

Latest News

ଶ୍ରୀନଗର: ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର କାଠୁଆ ଅଞ୍ଚଳରେ ରଣଜିତ ସାଗର ଡ୍ୟାମ୍‌ ନିକଟରେ ଏହି ଅଘଟଣ ଘଟିଛି। ତେବେ ଏଥିରେ କେତେଜଣଙ୍କ ମୃତାହତ ହୋଇଛି ସେ ନେଇ ସୂଚନା ମିଳିନାହିଁ। ଏଥିରେ ଦୁଇଣ ପାଇଲେଟ ଥିଲେ।

ସୂଚନା ମୁତାବକ ଆଜି ସକାଳୁ ଭାରତୀୟ ସେନା ହେଲିକପ୍ଟର ୨୫୪ ଅର୍ମି ଏଭିଏନ୍‌ ସ୍କ୍ୱାର୍ଡନ ମାମୁନ୍‌ କେଣ୍ଟରୁ ଉଡାଣ ଭରିଥିଲା। ଏଥିରେ ଦୁଇ ଜଣ ପାଇଲଟ୍‌ ଥିଲେ।  ଉଡାଣର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମରେ ଖସି ପଡିଥିଲା।

ଦୁର୍ଘଟଣା ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସ୍କୁବା ଡାଇଭରମାନେ ପାଣି ଭିତରକୁ ଯାଇ ସର୍ଚ୍ଚ ଅପରେସନ କରୁଛନ୍ତି । ପ୍ରଥମେ ଦୁଇ ପାଇଲଟଙ୍କୁ ସୁରକ୍ଷିିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଡଙ୍ଗା ଓ ସ୍କୁବା ଡାଇଭର ସାହାଯ୍ୟରେ ହେଲିକପ୍ଟର ଖୋଜା ଚାଲିଛି। ପାଣି ଅଧିକ ଗଭୀରତା ହେତୁ ହେଲିକପ୍ଟରର ଅବସ୍ଥାନ ଜଣା ପଡିନାହିଁ | ଯାଞ୍ଚ ପାଇଁ ପଞ୍ଜାବ ସରକାରଙ୍କ ଏକ ଜାହାଜ ମଧ୍ୟ ଡ୍ୟାମରେ ଉପସ୍ଥିତ ଅଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ବର୍ଷ ପ୍ରଥମରେ ମଧ୍ୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇ ଜଣ ପାଇଲଟ ଥିଲେ। ଯେଉଁଥିରୁ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

https://twitter.com/ANI/status/1422449512447045633?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story