ପ୍ରକାଶ ପାଇଲା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ

ନୂଆଦିଲ୍ଲୀ: ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି।  ନ୍ୟସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି  ନିଟ୍। ପରୀକ୍ଷା ମାଧ୍ୟମରେ ଉନ୍ନୀତ ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।  ଏଥିରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ଝିଅ ତନିସ୍କା  ତନିସ୍କା ମୋଟ ୭୧୫ ମାର୍କ ହାସଲ କରିଛନ୍ତି।    ମୋଟ ୭୨୦ରୁ ୭୧୫ ରଖିଛନ୍ତି ତନିସ୍କା ।  ତନିସ୍କାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର […]

NEET

NEET

Tapas Behera
  • Published: Thursday, 08 September 2022
  • Updated: 08 September 2022, 09:46 AM IST

ନୂଆଦିଲ୍ଲୀ: ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି।  ନ୍ୟସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି  ନିଟ୍। ପରୀକ୍ଷା ମାଧ୍ୟମରେ ଉନ୍ନୀତ ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।  ଏଥିରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ଝିଅ ତନିସ୍କା  ତନିସ୍କା ମୋଟ ୭୧୫ ମାର୍କ ହାସଲ କରିଛନ୍ତି।    ମୋଟ ୭୨୦ରୁ ୭୧୫ ରଖିଛନ୍ତି ତନିସ୍କା ।  ତନିସ୍କାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି । ପ୍ରକାଶ ପାଇଥିବା ଟପ୍ ୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି ।  ଟପ୍ ୫୦ ଜଣ ଛାତ୍ରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ ।

ସେ ଓଡ଼ିଶା ଟପ୍ପର ହୋଇଛନ୍ତି।  ତାଙ୍କର ୭୨୦ରୁ ୭୦୫ ମାର୍କ ରହିଛ॥  ସୋମଦତ୍ତଙ୍କ ୩୯ ରାଂକ ରହିଛି  । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ ଟପ୍ ୫୦ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିଟ୍‌ର ଅଫିସିଆଲ ୱେବସାଇଟ୍‌କୁ ଯାଇ ରେଜଲ୍ଟ ଦେଖିପାରିବେ ।  ନିଟ ପରୀକ୍ଷାର ଅଫିସିଆଲ ୱେବସାଇଟ୍ ହେଉଛି neet.nta.nic.in  ।  ରେଜଲ୍ଟ ଡାଉନଲୋଡ୍ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଏହି ୱେବସାଇଟ୍‌କୁ ଯାଇ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରାଂକ କାର୍ଡ ଡାଉନଲୋଡ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story