ପ୍ରଥମ ଲହର ପରେ ସରକାର ଓ ଲୋକେ ଅବହେଳା କରିଥିଲେ: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ‘ଡାକ୍ତରମାନେ ସତର୍କ କରାଇଥିଲେ। ତା’ସତ୍ତ୍ୱେ କରୋନାର ପ୍ରଥମ ଲହର ପରେ ସମସ୍ତେ ଅବହେଳା କରିଥିଲେ। ସରକାର ହୁଅନ୍ତୁ କି ପ୍ରଶାସନିକ କଳ ଅବା ଲେକେ- ସମସ୍ତେ ଅବହେଳା କରିଥିଲେ।’ କରୋନାର ଦ୍ୱିତୀୟ ଲହର ଅଧିକ ବିପଦଜନକ ହୋଇଥିବା ବେଳେ ଶନିବାର ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଏହି କଥା। ଆରଏସଏସର କୋଭିଡ‌୍‍ ରେସପନ୍ସ ଟିମ‌୍‍ ପକ୍ଷରୁ ଲୋକଙ୍କ ମନରେ ସକାରାତ୍ମକ ଭାବନା ସଞ୍ଚାର କରିବା ପାଇଁ ଆୟୋଜିତ  ଅନଲାଇନ କାର୍ଯ୍ୟକ୍ରମ ପଜିଟିଭିଟି ଅନଲିମିଟେଡରେ ଯୋଗ […]

mohan-bhagbat

mohan-bhagbat

Jitendra Garnayak
  • Published: Sunday, 16 May 2021
  • Updated: 16 May 2021, 09:08 AM IST

ନୂଆଦିଲ୍ଲୀ: ‘ଡାକ୍ତରମାନେ ସତର୍କ କରାଇଥିଲେ। ତା’ସତ୍ତ୍ୱେ କରୋନାର ପ୍ରଥମ ଲହର ପରେ ସମସ୍ତେ ଅବହେଳା କରିଥିଲେ। ସରକାର ହୁଅନ୍ତୁ କି ପ୍ରଶାସନିକ କଳ ଅବା ଲେକେ- ସମସ୍ତେ ଅବହେଳା କରିଥିଲେ।’ କରୋନାର ଦ୍ୱିତୀୟ ଲହର ଅଧିକ ବିପଦଜନକ ହୋଇଥିବା ବେଳେ ଶନିବାର ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଏହି କଥା।

ଆରଏସଏସର କୋଭିଡ‌୍‍ ରେସପନ୍ସ ଟିମ‌୍‍ ପକ୍ଷରୁ ଲୋକଙ୍କ ମନରେ ସକାରାତ୍ମକ ଭାବନା ସଞ୍ଚାର କରିବା ପାଇଁ ଆୟୋଜିତ  ଅନଲାଇନ କାର୍ଯ୍ୟକ୍ରମ ପଜିଟିଭିଟି ଅନଲିମିଟେଡରେ ଯୋଗ ଦେଇ ଶ୍ରୀ ଭାଗବତ ଏହି କଥା କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସେମାନେ କହିଲେଣି କରୋନାର ତୃତୀୟ ଲହର ମଧ୍ୟ ଆସିବ। ତାହେଲେ ଆମେ କଣ ଡରି ଯିବା? ନା ତା ବିରୋଧରେ ଲଢ଼େଇ କରିବାକୁ ନିଜକୁ ଆହୁରି ଦୃଢ଼ କରିବା? ଜୀବନ ଓ ମୃତ୍ୟୁର ଚକ୍ର ଚାଲିବ। କିନ୍ତୁ ଏହି ଘଟଣାଗୁଡ଼ିକ ଆମକୁ ଡରାଇ ପାରିବ ନାହିଁ। ସଫଳତା ବା ବିଫଳତା ପରେ ସବୁ କିଛି ସରି ଯାଏ ନାହିଁ। ସବୁ ସ୍ଥିତିରେ ସାହାସ ବଜାୟ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ତା’ସହିତ ଆମ ଜୀବନରେ ନକାରାତ୍ମକ ଭାବନାର ସ୍ଥାନ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଆରଏସଏସ ମୁଖ୍ୟ କହିଛନ୍ତି, ବର୍ତ୍ତମାନର ସ୍ଥିତିରୁ ହାସଲ କରିଥିବା ଅନୁଭୂତିକୁ ପାଥେୟ କରି ଉଭୟ ସରକାର ଓ ସାଧାରଣ ଜନତା ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ। ସମସ୍ତ ଭୟକୁ ଦୂରେଇ କରୋନାର ତୃତୀୟ ଲହରକୁ ମାତ‌୍‍ ଦେବାକୁ ନିଜ ମନରେ ବିଶ୍ୱାସ ଭରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ଏହା ସହିତ ଏହି ମହାମାରୀ ଉପରେ ଭାରତ ସଂପୂର୍ଣ୍ଣ ବିଜୟ ଲାଭ କରିବା ନିହାତି ଦରକାର।

ସୂଚନାଯୋଗ୍ୟ, ଆରଏସଏସ ପକ୍ଷରୁ ମେ ୧୧ ତାରିଖରୁ ୫ ଦିନ ପାଇଁ ଏହି ପଜିଟିଭିଟି ଅନଲିମିଟେଡ‌୍‍ କାର୍ଯ୍ୟକ୍ରମ ଆୟୋଜି ହୋଇଛି। ଏଥିରେ ୱିପ୍ରୋ ଗ୍ରୁପ ପ୍ରତିଷ୍ଠାତା ଆଜମୀ ପ୍ରେମଜୀଙ୍କ ଭଳି ବ୍ୟକ୍ତି ଯୋଗ ଦେଇ ଦେଶବାସୀଙ୍କୁ ସକାରାତ୍ମକ ହେବାକୁ ଓ ଆତ୍ମବିଶ୍ୱାସ ବଢ଼ାଇବାକୁ ଉତ୍ସାହିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story