ଯଦି କେନ୍ଦ୍ରରେ ସରକାର ଆସେ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ପାହ୍ୟା: ନୀତୀଶ କୁମାର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କେନ୍ଦ୍ରରେ ବିଜେପି ହଟାଅ ଅଭିଯାନରେ ବାହାରିଥିବା ନୀତୀଶ କୁମାର କହିଛନ୍ତି ଯେ, ଯଦି ୨୪ରେ କେନ୍ଦ୍ରରେ ଅଣରାଜନୈତିକ ସରକାର ଗଠନ ହୁଏ ତେବେ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ। ଆଜି ନୀତୀଶ କହିଛନ୍ତି ଯେ, ଯଦି ଆମେ ସରକାର ଗଠନ କରିବାକୁ ସୁଯୋଗ ପାଉ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ନିଶ୍ଚିତ ସ୍ୱତନ୍ତ୍ର ମାନ୍ୟତା ଦେବୁ।  ସେ […]

nitish-kumar

nitish-kumar

Tapas Behera
  • Published: Thursday, 15 September 2022
  • Updated: 15 September 2022, 04:21 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କେନ୍ଦ୍ରରେ ବିଜେପି ହଟାଅ ଅଭିଯାନରେ ବାହାରିଥିବା ନୀତୀଶ କୁମାର କହିଛନ୍ତି ଯେ, ଯଦି ୨୪ରେ କେନ୍ଦ୍ରରେ ଅଣରାଜନୈତିକ ସରକାର ଗଠନ ହୁଏ ତେବେ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ। ଆଜି ନୀତୀଶ କହିଛନ୍ତି ଯେ, ଯଦି ଆମେ ସରକାର ଗଠନ କରିବାକୁ ସୁଯୋଗ ପାଉ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ନିଶ୍ଚିତ ସ୍ୱତନ୍ତ୍ର ମାନ୍ୟତା ଦେବୁ।  ସେ କହିଛନ୍ତି ଯେ,ମୁଁ କେବଳ ବିହାର କଥା କହୁ ନାହିଁ। ଅନ୍ୟ ରାଜ୍ୟ କଥା ବି କହୁଛି।  ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଆଜି ନୀତୀଶ ଏହା କହିଛନ୍ତି। ନିକଟରେ ବିରୋଧୀଙ୍କୁ ଏକାଠି ଲାଗି ନୀତୀଶ କୁମାର ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ଅନେକ ବିରୋଧୀ ଦଳ ନେତାଙ୍କୁ ଭେଟି ୨୪ରେ ବିଜେପିକୁ ଚେକ୍ ଦେବାକୁ ଆଲୋଚନା କରିଥିଲେ। ଗତ ମାସରେ  ବିହାରରେ ବିଜେପି  ସହ ସମ୍ପର୍କ ତୁଟାଇ ଆରଜେଡି ଓ କଂଗ୍ରେସ ମିଶି ମହାମେଣ୍ଟ ସରକାର ଗଠନ କରଇନ୍ତି ନୀତୀଶ ।

୨୦୦୭ରୁ ନୀତୀଶ କୁମାର ବିହାର ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରି ଆସୁଛନ୍ତି।  ଏବେ ଜେଡିୟୁ ପକ୍ଷରୁ ଅତି ଚତୁରତାର ସହ ଏହି ପ୍ରସଙ୍ଗକୁ ଉଠାଇ ଦଳ ବିଜେପି ପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରଇଛି। ଯଦି ବିହାରକୁ ସ୍ୱତନ୍ତ୍ର ମାନ୍ୟତା ମିଳେ କେନ୍ଦ୍ର ଏବଂ ରାଜ୍ୟର ପାଣ୍ଠି ୯୦: ୧୦ ରହିବ।  ଅନ୍ୟ ରାଜ୍ୟ ଅପେକ୍ଷା ସ୍ୱତନ୍ତ୍ର ମାନ୍ୟ ରାଜ୍ୟ ଗୁଡ଼ିକୁ  ଅଧିକ ପାଣ୍ଠି ମିଳିବ। ଏବେ ଦେଶରେ ଏବେ ଦେଶରେ ୧୧ଟି ସ୍ୱତନ୍ତ୍ର ମାନ୍ୟତା ରାଜ୍ୟ ଅଛି।

ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର (ବର୍ତ୍ତମାନ ଏକ ୟୁନିଅନ୍ ଟେରିଟୋରୀ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ଉତ୍ତରାଖଣ୍ଡ।ରାଜ୍ୟଗୁଡିକ ପାଇଁ ସ୍ୱତନ୍ତ୍ର ମାନ୍ୟତାର ନେଇ ସମ୍ବୀଧାନରେ ସେମଥି କିଛି ସ୍ୱତନ୍ତ୍ର ପ୍ରବାଧାନ ନାହିଁ। ତଥାପି, ଜାତୀୟ ଉନ୍ନୟନ ପରିଷଦ ନାମକ ଏକ ସଂସ୍ଥା (ଯାହା ଯୋଜନା  ଆୟୋଗର ଏକ ଅଂଶ ଥିଲା )  ୧୧ ଟି ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଁ ସୁପାରିଶ କରିଥିଲା।

ମୁଖ୍ୟତଃ ପାହାଡ଼ିଆ ଏବଂ ଦୁର୍ଗମ ଅଞ୍ଚଳ, କମ୍ ଜନସଂଖ୍ୟା ଘନତା ଏବଂ କିମ୍ବା ଆଦିବାସୀ ଜନସଂଖ୍ୟାର ବୃହତ ଅଂଶ, ପଡୋଶୀ ଦେଶ ସହିତ ସୀମା ସମ୍ପର୍କ ଏବଂ ଭିତ୍ତିଭୂମି କ୍ଷେତ୍ରରେ ପଛୁଆ ଥିଲେ ସ୍ୱତନ୍ତ୍ରପାହ୍ୟା ପାଇଁ ମାନଦଣ୍ଡ ସ୍ଥିର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story