ଟିକା ନନେଲେ ଯାଇପାରିବେନି ହଜ୍‌ ଯାତ୍ରା

ମୁମ୍ୱାଇ: ଆଗକୁ ହଜ୍ ଯାତ୍ରା। ଏହା ପୂର୍ବରୁ ଭାରତରେ ଥିବା ହଜ୍ କମିଟି ଏହି ଯାତ୍ରା ବାବଦରେ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେଉଁମାନେ ହଜ୍ ଯିବାକୁ ଚାହୁଁଥିବେ ସେମାନଙ୍କୁ କୋଭିଡର ଦୁଇଟି ଯାକ ଟିକା ନେବାକୁ ହେବ। ଅର୍ଥାତ୍ ଚଳିତ ବର୍ଷ କୋଭିଡ୍ ଟିକା ନେଇନଥିଲେ ହଜ୍ ଯାତ୍ରା କରିହେବନି। ନିକଟରେ ସାଉଦି ଆରବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଜେଦାହ୍‌ରେ ଥିବା ଭାରତୀୟ କନସୁଲେଟ୍‌ ଜେନେରାଲ ଏଭଳି ନିର୍ଦ୍ଦେଶନାମା ଜାରି କରିବା ପରେ ହଜ୍ […]

hauge

hauge

Subhransu Sekhar
  • Published: Friday, 16 April 2021
  • Updated: 16 April 2021, 01:55 PM IST

Sports

Latest News

ମୁମ୍ୱାଇ: ଆଗକୁ ହଜ୍ ଯାତ୍ରା। ଏହା ପୂର୍ବରୁ ଭାରତରେ ଥିବା ହଜ୍ କମିଟି ଏହି ଯାତ୍ରା ବାବଦରେ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେଉଁମାନେ ହଜ୍ ଯିବାକୁ ଚାହୁଁଥିବେ ସେମାନଙ୍କୁ କୋଭିଡର ଦୁଇଟି ଯାକ ଟିକା ନେବାକୁ ହେବ। ଅର୍ଥାତ୍ ଚଳିତ ବର୍ଷ କୋଭିଡ୍ ଟିକା ନେଇନଥିଲେ ହଜ୍ ଯାତ୍ରା କରିହେବନି।

ନିକଟରେ ସାଉଦି ଆରବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଜେଦାହ୍‌ରେ ଥିବା ଭାରତୀୟ କନସୁଲେଟ୍‌ ଜେନେରାଲ ଏଭଳି ନିର୍ଦ୍ଦେଶନାମା ଜାରି କରିବା ପରେ ହଜ୍ କମିଟି ଅଫ୍ ଇଣ୍ଡିଆର ସିଇଓ ଅହମଦ ଖାନ୍ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁମାନେ ଚଳିତ ବର୍ଷ ହଜ ଯାତ୍ରା ପାଇଁ ଆବେଦନ କରିଛନ୍ତି ସେମାନେ ଯଦି ଟିକାର ପ୍ରଥମ ଡୋଜ ନେଇଥିବେ, ଯିବା ପୂର୍ବରୁ ଦ୍ୱିତୀୟ ଡୋଜ ନେଇପାରିବେ। ହେଲେ ସାଉଦି ଆରବ କର୍ତ୍ତୃପକ୍ଷଙ୍କଠାରୁ ଏପର୍ଯ୍ୟନ୍ତ ହଜ୍ ତୀର୍ଥଯାତ୍ରାର ସ୍ଥିତି ସମ୍ପର୍କରେ ସରକାରୀ ଭାବରେ କୌଣସି ଆଲୋଚନା ହୋଇନାହିଁ।

"ଯଦି ଭାରତୀୟ ମୁସଲମାନମାନେ ଏହି ତୀର୍ଥଯାତ୍ର କରିବେ ତେବେ ଜୁନ୍ ମଧ୍ୟ ଭାଗରୁ ମକ୍କାକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଜଣେ ମୁସଲମାନ ଜୀବନର ସବୁଠାରୁ ବଡ଼ ତୀର୍ଥଯାତ୍ରା ହେଉଛି ଏହି ହଜ୍ ଯାତ୍ରା। ଯାହାକି ଚଳିତ ବର୍ଷ ଜୁଲାଇ ୧୭ରେ ପଡୁଛି।

ସୂଚନାଯୋଗ୍ୟ, କରୋନା ଯୋଗୁଁ ୨୦୨୦ରେ ହଜ୍ ଯାତ୍ରାରେ ଯାଇପାରିନଥିଲେ ଭାରତୀୟ ମୁସଲମାନ। କାରଣ ଜୁଲାଇ ଶେଷ ଭାଗରେ କୋଭିଡ୍ ସାରା ଦେଶରେ ଜୋରଦାର ବ୍ୟାପିଥିଲା। ଆଉ ଏବ କୋଭିଡର ଦ୍ୱିତୀୟ ଓ୍ୱେଭ ସାରା ଦେଶରେ ଜାରି ରହିଛି। ଆଗକୁ ଏହା ବଢ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story