ଆଉ ଆରଟିଓ ଅଫିସ୍ ଯିବାକୁ ପଡ଼ିବନି, ଘରେ ବସି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଘରେ ରହିବା ହିଁ ସବୁଠାରୁ ସୁରକ୍ଷିତ। ସରକାର ମଧ୍ୟ ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଡ୍ରାଇଭିଂ ଲାଇସେନ୍ସ ବାହାର କରିବା ହେଉ କିମ୍ବା ଏହାର ନବୀକରଣ କରିବା ହେଉ, ଏଥିପାଇଁ ଆଉ ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ। ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ […]

DL

DL

Ranjit Kumar Jena
  • Published: Monday, 26 April 2021
  • Updated: 26 April 2021, 08:36 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଘରେ ରହିବା ହିଁ ସବୁଠାରୁ ସୁରକ୍ଷିତ। ସରକାର ମଧ୍ୟ ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଡ୍ରାଇଭିଂ ଲାଇସେନ୍ସ ବାହାର କରିବା ହେଉ କିମ୍ବା ଏହାର ନବୀକରଣ କରିବା ହେଉ, ଏଥିପାଇଁ ଆଉ ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ। ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ଓ ଏହାର ନବୀକରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛି।

ନୂଆ ନିୟମ ଅନୁଯାୟୀ, ଲର୍ଣ୍ଣର୍ସ ଲାଇସେନ୍ସ ପାଇବା ପାଇଁ ଏବେ ଅନଲାଇନରେ ପୂରା ପ୍ରକ୍ରିୟା ହେବ। ଅର୍ଥାତ୍ ଆବେଦନଠାରୁ ଆରମ୍ଭ କରି ଲାଇସେନ୍ସର ପ୍ରିଟିଙ୍ଗ୍ ପର୍ଯ୍ୟନ୍ତ ପୂରା ପ୍ରକ୍ରିୟା ଅନଲାଇନରେ ହେବ। ଏହାସହ ଇଲେକ୍ଟ୍ରୋନିକ୍ ସାର୍ଟିଫିକେଟ୍ ଓ ଡକ୍ୟୁମେଣ୍ଟର ବ୍ୟବହାର ମେଡିକାଲ୍ ସାର୍ଟିଫିକେଟ୍ସ, ଲର୍ଣ୍ଣର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ସରେଣ୍ଡର ଓ ଏହାର ନବୀକରଣ ମଧ୍ୟ ଅନଲାଇନରେ କରାଯାଇପାରିବ।

ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ସହଜ କରାଇବା ହେଉଛି ଏହି ଗାଇଡଲାଇନର ମୂଳ ଉଦ୍ଦେଶ୍ୟ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (ଆରସି)ର ନବୀକରଣ ଏବେ ୬୦ ଦିନ ଆଡଭାନ୍ସରେ କରାଯାଇ ପାରିବ। ଏହାବ୍ୟତୀତ ଟେମ୍ପରାରୀ ରେଜିଷ୍ଟ୍ରେସନର ସମୟସୀମା ମଧ୍ୟ ଏବେ ମାସକରୁ ୬ମାସକୁ ବୃଦ୍ଧି କରାଯାଇଛି।

ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ କରାଯାଇଛି। ଡ୍ରାଇଭିଂ ଟେଷ୍ଟ ପାଇଁ ଆଉ ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ। ଏହି କାମ ଟ୍ୟୁଟୋରିଆଲ୍ ଜରିଆରେ ଘରେ ବସି ଅନଲାଇନରେ କରାଯାଇପାରିବ। କରୋନା ମହାମାରୀରେ ଏହି ନୂଆ ନିୟମ ଲୋକଙ୍କୁ ନିଶ୍ଚୟ ଆଶ୍ୱସ୍ତି ଦେବ।

କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ସଡ଼କ ଓ ପରିବହନ ମନ୍ତ୍ରାଳୟ ମାର୍ଚ୍ଚ ଶେଷରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (ଆରସି), ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଆଦିର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ମନ୍ତ୍ରାଳୟ ଏକ ସର୍କୁଲାର୍ ଜାରି କରି କହିଛି ଯେ କରୋନା ଯୋଗୁ ପୂରା ଦେଶରେ ଯେଉଁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି, ତାକୁ ଦୃଷ୍ଟିରେ ରଖି ଏହିସବୁ ଡକ୍ୟୁମେଣ୍ଟର ଅବଧି ଯାହା ଫେବୃଆରୀ ୧ ତାରିଖରେ ଶେଷ ହୋଇଥାନ୍ତା, ତାହା ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story