ରାଜଧାନୀରେ ହେବନି ଲକଡାଉନ୍, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନିଜ ବାସଭବନରେ ଜରୁରୀକାଳୀନ ବୈଠକ ଡକାଇଥିଲେ। ରାଜ୍ୟରେ ଲକଡାଉନ୍ ହେବ କି ନାହିଁ, ତା ଉପରୁ ମୁଖ୍ୟମନ୍ତ୍ରୀ ପର୍ଦା ହଟାଇଛନ୍ତି। ଦିଲ୍ଲୀରେ ଏବେ ଲକଡାଉନ୍ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ହୁଏତ କରୋନାର ଦ୍ୱିତୀୟ ଲହର ଥାଇପାରେ। କିନ୍ତୁ ଦିଲ୍ଲୀରେ କରୋନାର ଏହା ଚତୁର୍ଥ ଲହର। ବର୍ତ୍ତମାନ ବହୁତ ଦ୍ରୁତ ଗତିରେ […]

delhi

delhi

Ranjit Kumar Jena
  • Published: Friday, 02 April 2021
  • Updated: 02 April 2021, 07:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନିଜ ବାସଭବନରେ ଜରୁରୀକାଳୀନ ବୈଠକ ଡକାଇଥିଲେ। ରାଜ୍ୟରେ ଲକଡାଉନ୍ ହେବ କି ନାହିଁ, ତା ଉପରୁ ମୁଖ୍ୟମନ୍ତ୍ରୀ ପର୍ଦା ହଟାଇଛନ୍ତି। ଦିଲ୍ଲୀରେ ଏବେ ଲକଡାଉନ୍ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ହୁଏତ କରୋନାର ଦ୍ୱିତୀୟ ଲହର ଥାଇପାରେ। କିନ୍ତୁ ଦିଲ୍ଲୀରେ କରୋନାର ଏହା ଚତୁର୍ଥ ଲହର। ବର୍ତ୍ତମାନ ବହୁତ ଦ୍ରୁତ ଗତିରେ କରୋନା ମାମଲା ବଢ଼ୁଛି, ଯାହା ଚିନ୍ତାର ବିଷୟ। କିନ୍ତୁ ଏଥିପାଇଁ ଭୟ କରିବାର ଆବଶ୍ୟକ ନାହିଁ। ସରକାର ଏହା ଉପରେ ପୂରା ନଜର ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯେଉଁ ସବୁ ପଦକ୍ଷେପ ଉଠାଇବା କଥା, ତାହା ଉଠାଉଛନ୍ତି। ମାମଲା ବଢ଼ୁଛି, କିନ୍ତୁ ଏଥର ପୂର୍ବ ତୁଳନାରେ କମ୍ ସିରିୟସ୍ ରହିଛି। ବର୍ତ୍ତମାନ କରୋନାରେ ମୃତ୍ୟୁ ସଂଖ୍ୟା କମ୍ ହେଉଛି ଏବଂ ଆଇସିୟୁରେ କମ୍ ରୋଗୀ ଭର୍ତ୍ତି ହେଉଛନ୍ତି। ଆଜିର ଦିନରେ ପାଖାପାଖି ୫୦ ପ୍ରତିଶତ ରୋଗୀ ହସ୍ପିଟାଲ ଯାଉଛନ୍ତି। ଲୋକେ ନିଜକୁ ହୋମ ଆଇସୋଲେସନ୍ କରି ଭଲଭାବେ ନିଜର ଚିକିତ୍ସା କରୁଛନ୍ତି। ତେଣୁ ସରକାର କୌଣସି ପ୍ରକାରର ଲକଡାଉନ୍ କରିବା ଉପରେ ବିଚାର କରିନାହାନ୍ତି। ଯଦି ଭବିଷ୍ୟତରେ ଲକଡାଉନର ଆବଶ୍ୟକ ପଡ଼େ, ତାହେଲେ ଏହା ଉପରେ ଆମେ ଆଲୋଚନା କରିବୁ।

କେଜ୍ରିୱାଲ୍ କହିଛନ୍ତି, ଅକ୍ଟୋବର ମାସରେ ଯେତେବେଳେ କରୋନା ମାମଲା ସାମ୍ନାକୁ ଆସୁଥିଲା, ସେତେବେଳେ ଆଇସିୟୁରେ ୧୭୦୦ କରୋନା ରୋଗୀ ରହୁଥିଲେ। କିନ୍ତୁ ଆଜିର ଦିନରେ ୮୦୦ ଲୋକେ ଆଇସିୟୁରେ ରହୁଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ ଲୋକେ କରୋନାକୁ ନେଇ ସତର୍କ ହେଲେଣି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କରୋନା ମାମଲାରେ ଦିଲ୍ଲୀ ହିଁ ପ୍ରଥମେ ସଫଳ ହୋଇଥିଲା। ଆଗକୁ ମଧ୍ୟ ଏହି ସଫଳତା ଧାରା ଜାରି ରହିବ। ଏବେ ପୁଣିଥରେ ମାସ୍କ ପିନ୍ଧିବାକୁ ପଡ଼ିବ। ସାମାଜିକ ଦୂରତା ସହ ଲଗାତର ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଦରକାର। ରାଜ୍ୟରେ ଯେତେ ଅଧିକ ଭ୍ୟାକସିନର ଡୋଜ୍ ଦିଆଯାଇପାରିବ, ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭ୍ୟାକସିନ୍ ଦେବା ପାଇଁ ଅନୁମତି ଦେଇସାରିଛନ୍ତି। ଆମେ ଇମ୍ୟୁନିଟୀ ସେଣ୍ଟର, ସ୍କୁଲରେ ଅଧିକ ସଂଖ୍ୟକ ଟିକାକରଣ କରାଇବା ଉପରେ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନାଭାଇରସ୍ ବଢ଼ିବା ଦ୍ୱାରା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ୨୭୯୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମହାମାରୀରେ ୨୪ ଘଣ୍ଟା ଭିତରେ ୯ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୬୬୫୨୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୧,୦୩୬ ଜଣଙ୍କର ମୃତ୍ୟୁ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story