କ’ଣ ଦେଶରେ ଟିକାର ସଙ୍କଟ ଦେଖାଦେଇଛି କି? ଜବାବ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଠିକ୍‌ ଭାବେ କରୋନା ଟିକା ଯୋଗାଇ ପାରୁ ନଥିବା ଏକାଧିକ ରାଜ୍ୟ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ଓ ଆନ୍ଧ୍ର ଏବଂ ଓଡ଼ିଶା ଭଳି କିଛି ରାଜ୍ୟରେ କେନ୍ଦ୍ରକୁ ତୁରନ୍ତ ଟିକା ଯୋଗାଇ ଦେବାକୁ କହିବା ପରେ ବିବାଦ ଦେଖାଦେଇଛି। ବିଦେଶକୁ ଟିକା ରପ୍ତାନୀ ବନ୍ଦ ରହିଥିଲେ ହେଁ କାହିଁକି ରାଜ୍ୟଗୁଡ଼ିକ ପାଖରେ ଟିକା ଠିକଣା ସମୟରେ ପହଞ୍ଚି ପାରୁନାହିଁ, ତା’କୁ ନେଇ ପ୍ରଶ୍ନ ଉଠିଛି। ଏସବୁ ଭିତରେ ଦେଶରେ ଟିକା ସଙ୍କଟ ନେଇ […]

Harsh-Vardhan

Harsh-Vardhan

Hemant Lenka
  • Published: Wednesday, 07 April 2021
  • Updated: 07 April 2021, 10:00 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଠିକ୍‌ ଭାବେ କରୋନା ଟିକା ଯୋଗାଇ ପାରୁ ନଥିବା ଏକାଧିକ ରାଜ୍ୟ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ଓ ଆନ୍ଧ୍ର ଏବଂ ଓଡ଼ିଶା ଭଳି କିଛି ରାଜ୍ୟରେ କେନ୍ଦ୍ରକୁ ତୁରନ୍ତ ଟିକା ଯୋଗାଇ ଦେବାକୁ କହିବା ପରେ ବିବାଦ ଦେଖାଦେଇଛି। ବିଦେଶକୁ ଟିକା ରପ୍ତାନୀ ବନ୍ଦ ରହିଥିଲେ ହେଁ କାହିଁକି ରାଜ୍ୟଗୁଡ଼ିକ ପାଖରେ ଟିକା ଠିକଣା ସମୟରେ ପହଞ୍ଚି ପାରୁନାହିଁ, ତା’କୁ ନେଇ ପ୍ରଶ୍ନ ଉଠିଛି।

ଏସବୁ ଭିତରେ ଦେଶରେ ଟିକା ସଙ୍କଟ ନେଇ ଉଠିଥିବା ଅଭିଯୋଗ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଜବାବ ରଖିଛନ୍ତି। ସେ କହିଛନ୍ତି, କିଛି ରାଜ୍ୟ ନିଜର ଅପରାଗତାକୁ ଲୁଚାଇବାକୁ ଯାଇ ଟିକା ସଙ୍କଟର ବାହାନା କରୁଛନ୍ତି। ଏପରି କରି ସେମାନେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛନ୍ତି। ବିଶେଷ କରି ମହାରାଷ୍ଟ୍ର ସରକାରଙ୍କ ଅପରାଗତ ଓ ଦାୟିତ୍ୱହୀନତା ପାଇଁ ପୂରା ଦେଶରେ ଭାଇରସ ବିରୋଧରେ ଚାଲିଥିବା ଲଢ଼େଇ ପ୍ରଭାବିତ ହୋଇଥିବା ସେ କହିଛନ୍ତି।

ଆଜି ସକାଳେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ ଯେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରୁ କରୋନା ଟିକା ଶେଷ ହୋଇଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଯଥା ଶୀଘ୍ର ଟିକା ପଠାଇବାକୁ କୁହାଯାଇଛି। କିଛି କେନ୍ଦ୍ରରେ ଟିକା ନଥିବାରୁ ଏହାକୁ ବନ୍ଦ କରିବାକୁ ପଡ଼ୁଛି। ଟିକା ନଥିବାରୁ ଟିକା ନେବାକୁ ଆସୁଥିବା ଲୋକଙ୍କୁ ଫେରାଇ ଦିଆଯାଉଛି ବୋଲି ସେ କହିଥିଲେ।

ଏହା ଉପରେ ଜବାବ ରଖି ହର୍ଷବର୍ଦ୍ଧନ କହିଛନ୍ତି, ଏହା ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ। ଏପରି ମନ୍ତବ୍ୟ ଦେଇ ଲୋକଙ୍କୁ ଭ୍ରମିତ କରାଯାଉଛି। ଲୋକଙ୍କ ଭିତରେ ଭୟ ସୃଷ୍ଟି କରାଯାଉଛି। କେବଳ ମହାରାଷ୍ଟ୍ର ନୁହେଁ, ଆଉ କିଛି ରାଜ୍ୟର ସରକାର ମଧ୍ୟ ଟିକା ସଙ୍କଟ କଥା ଉଠାଇ ଲୋକଙ୍କୁ ଡରାଉଛନ୍ତି। ଏକଥା ଶୁଣିବା ପରେ ମୁଁ ବାଧ୍ୟ ହୋଇ ମୁହଁ ଖୋଲିଛି। କାରଣ ମୋ ନୀରବତାକୁ କେହି ଯେମିତି ଦୁର୍ବଳତା ନ ଭାବନ୍ତୁ।

ରାଜନୀତି କରିବା ବେଶ ସହଜ। ହେଲେ ସରକାର ଚଳାଇବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ହିଁ ଅସଲ ପରୀକ୍ଷା। ମହାମାରୀକୁ ନିୟନ୍ତ୍ରଣ କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଥିବାରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଏଭଳି ଟିକା ସଙ୍କଟର ନାଟକ କରୁଛନ୍ତି। ଟିକା ସଙ୍କଟ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ମୃତ୍ୟୁହାରକୁ ରୋକିବା ପାଇଁ ଟିକାରକରଣ କରାଯାଉଛି।

ପ୍ରଭାବିତ ହେଉଥିବା ଲୋକଙ୍କୁ ଅଧିକ ଫୋକସ କରି ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ବିଶ୍ୱରେ ଚାଲିଥିବା ନିୟମ ଆଧାରରେ ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏହାପରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି। ଯେତେବେଳେ ରାଜ୍ୟଗୁଡ଼ିକ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ କହୁଉଛନ୍ତି ସେତେବେଳେ ସେମାନେ ନିଜର ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଟିକା ଦେଇଛନ୍ତି କି ନାହିଁ, ତା’ର ବିଚାର କରନ୍ତୁ।

ସେମାନଙ୍କର ଟିକାକରଣ ପରେ ଅନ୍ୟ ବର୍ଗର ଲୋକଙ୍କ କଥା ଚିନ୍ତା କରିବା କଥା। ହେଲେ ଏଠି ଭିନ୍ନ ଏକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ ଓ ପଞ୍ଜାବ କେମିତି ଟାର୍ଗେଟ ଗ୍ରୁପ୍‌ର ଟିକାକରଣ କରିବାରେ ବିଫଳ ହୋଇଛନ୍ତି, ତା’ର ତାଲିକା ମଧ୍ୟ ସେ ଦେଇଛନ୍ତି।

ସେ କହିଛନ୍ତି, ଏହି ରାଜ୍ୟଗୁଡ଼ିକରେ ଦୁର୍ବଳ ଟିକାକରଣ ରଣନୀତି ଜାରି ରହିଛି। ଏହି ଦୁର୍ବଳତାକୁ ଲୁଚାଇବାକୁ ସେମାନେ କେବଳ ମିଛ କହି ଚାଲିଛନ୍ତି। କେବଳ ରାଜନୀତିକ ଅଭିସନ୍ଧି ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ସଙ୍କଟ ସୃଷ୍ଟି କରିବା କିଛି ରାଜନେତାଙ୍କୁ ଭଲ ଭାବେ ଜଣା। ମହାରାଷ୍ଟ୍ର ସରକାରଙ୍କ ଅବହେଳା ଯୋଗୁ ସାରା ଦେଶ ଏବେ ବିପଦରେ ପଡ଼ିଛି। ରାଜ୍ୟ ସରକାର ମହାରାଷ୍ଟ୍ରକୁ ବିପଦକୁ ଠେଲି ଦେଇଛନ୍ତି। ନିଜର ବ୍ୟକ୍ତିଗତ ବସୁଲି ପାଇଁ ସରକାର ସମସ୍ତଙ୍କୁ ନିୟମ ଭାଙ୍ଗିବାକୁ ଅନୁମତି ଦେଉଥିବା ହର୍ଷବର୍ଦ୍ଧନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story