କଂଗ୍ରେସ ଛାଡ଼ିବେ କ୍ୟାପ୍‌ଟେନ୍‌ ଅମରିନ୍ଦର!

ଚଣ୍ଡିଗଡ: କଂଗ୍ରେସ ଛାଡିବେ କ୍ୟାପଟେନ୍‌ ଅମରିନ୍ଦର ସିଂହ। କଂଗ୍ରେସ ସହ ୪ ଦଶନ୍ଧି ଧରି ରହିଥିବା ସମ୍ପର୍କକୁ ସେ ତୁଟାଇବେ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳ ଛାଡି ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ପଞ୍ଜାବ କଂଗ୍ରେସ କନ୍ଦଳ ଶେଷ ହେବା ନେଇ ନାଁ ଧରୁନାହିଁ। ଘଡିକେ ଏଠି ଘୋଡା ଛୁଟୁଛି। କେତେବେଳେ କ’ଣ ବଦଳି ଯାଉଛି ତାହା ଜଣାପଡୁନାହିଁ। ଏହାରି ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଆସିଛି ବଡ […]

Amrinder

Amrinder

Madhupriya Mistry
  • Published: Thursday, 30 September 2021
  • Updated: 30 September 2021, 02:16 PM IST

Sports

Latest News

ଚଣ୍ଡିଗଡ: କଂଗ୍ରେସ ଛାଡିବେ କ୍ୟାପଟେନ୍‌ ଅମରିନ୍ଦର ସିଂହ। କଂଗ୍ରେସ ସହ ୪ ଦଶନ୍ଧି ଧରି ରହିଥିବା ସମ୍ପର୍କକୁ ସେ ତୁଟାଇବେ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳ ଛାଡି ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପଞ୍ଜାବ କଂଗ୍ରେସ କନ୍ଦଳ ଶେଷ ହେବା ନେଇ ନାଁ ଧରୁନାହିଁ। ଘଡିକେ ଏଠି ଘୋଡା ଛୁଟୁଛି। କେତେବେଳେ କ'ଣ ବଦଳି ଯାଉଛି ତାହା ଜଣାପଡୁନାହିଁ। ଏହାରି ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଆସିଛି ବଡ ବୟାନ। ସେ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି କହିଛନ୍ତି। ତାଙ୍କର ଏହି ବୟାନ ପଞ୍ଜାବ କଂଗ୍ରେସ କନ୍ଦଳ ଭିତରେ ଏକ ନୂଆ ଟ୍ୱିଷ୍ଟ ଆଣିଛି।

ଅମରିନ୍ଦର କହିଛନ୍ତି, 'ଏଭଳି ବ୍ୟବହାର ଆଉ ବରଦାସ୍ତ କରିହେବ ନାହିଁ। ଅପମାନ ସହି ହେବ ନାହିଁ। ଯେଉଁ ଭଳି ମୋ ସହ ବ୍ୟବହାର କରାଯାଇଛି ତାହା ଠିକ୍‌ ନୁହେଁ। '

ଏଥିସହ ବିଜେପିରେ ମିଶିବେ ନାହିଁ ବୋଲି କ୍ୟାପଟେନ ଅମରିନ୍ଦର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ କଂଗ୍ରେସ ଛାଡୁଛି, କିନ୍ତୁ ବିଜେପିରେ ମିଶିବି ନାହିଁ। ଯେଉଁ ପ୍ରକାରେ ବିଧାୟକ ଦଳଙ୍କ ବୈଠକ ଡାକି ଶେଷ ମୁହୂର୍ତ୍ତରେ ମୋତେ ସୂଚନା ଦିଆଗଲା, ସେତେବେଳେ ହିଁ ମୁଁ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲି। ଯଦି ମୋ ଉପରେ କାହାର ବିଶ୍ୱାସ ନାହିଁ ତେବେ ମୁଁ ଦଳରେ ରହିବା କ'ଣ ଫାଇଦା ବୋଲି ଅମରିନ୍ଦର କହିଛନ୍ତି।

ନବଜୋତ ସିଂହ ସିଦ୍ଧୁ ଟିମ୍‌ ପ୍ଲେଅର ନୁହନ୍ତି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଟିମ୍‌ ପ୍ଲେଅରର ଆବଶ୍ୟକତା ରହିଛି। ପଞ୍ଜାବରେ କଂଗ୍ରେସର ଲୋକପ୍ରିୟତା ଧୀରେ ଧୀରେ କମିବାରେ ଲାଗିଛି। ଆମ୍‌ ଆଦମୀ ପାର୍ଟିର ଗ୍ରାଫ୍‌ ଉପର ମୁହାଁ ହେଉଛି ବୋଲି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଞ୍ଜାବରେ ଏଥର ବିଧାନସଭା ନିର୍ବାଚନ ବେଶ୍‌ ରୋଚକ ହେବ। ପୂର୍ବରୁ ସେଠ ଅକାଳି ଦଳ ରହିଥିବା ବେଳେ ଆମ ଆଦମୀ ପାର୍ଟି ମଧ୍ୟ ଆଗକୁ ବଢ଼ିବାରେ ଲାଗିଛି। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସତ କିନ୍ତୁ ଏବେବି ପଞ୍ଜାବ ତାଙ୍କର। ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ ଭେଟିଥିଲେ ବୋଲି ଅମରିନ୍ଦର କହିଛନ୍ତି।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ପଦରୁୀ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିବା କ୍ୟାପଟେନ ଅମିରନ୍ଦର ସିଂହ ଦିଲ୍ଲୀ ଯାଇ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହାପରେ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ଏହି ଭେଟ୍‌ଘାଟ ପରେ ସେ କୁଆଡେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story