ନିଷ୍ପତ୍ତିର ଦୋଛକିରେ ଗେହଲଟ, ତେରଛା ବାଣ ମାରିଲେ ସଚିନ

ଜୟପୁର: ନିଷ୍ପତ୍ତିର ଦୋଛକିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସଭାପତି ପଦ ପାଇଁ ଗାନ୍ଧି ପରିବାରର ଇଚ୍ଛାକୁ ସିଧାସଳଖ ଅଗ୍ରାହ୍ୟ କରିପାରୁ ନଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ଛାଡ଼ିବାକୁ ମନମାନୁନି। ଦୁଇ ନାଆରେ ଗୋଡ଼ ରଖିବାକୁ ଉଦ୍ୟମ କରୁଥିବା ଅଶୋକଙ୍କୁ  ତେରଛାବାଣ ମାରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ସଚିନ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ୨ଟି ପଦବୀରେ ରହିବା ଅନୁଚିତ। ଯଦି ଅଶୋକ କଂଗ୍ରେସ ସଭାପତି ହୁଅନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଅଭିଳାସ  ଅଛି କି ପ୍ରଶ୍ନ […]

ashok-gehlot-sachin-pilot

ashok-gehlot-sachin-pilot

Tapas Behera
  • Published: Wednesday, 21 September 2022
  • Updated: 21 September 2022, 02:07 PM IST

Sports

Latest News

ଜୟପୁର: ନିଷ୍ପତ୍ତିର ଦୋଛକିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସଭାପତି ପଦ ପାଇଁ ଗାନ୍ଧି ପରିବାରର ଇଚ୍ଛାକୁ ସିଧାସଳଖ ଅଗ୍ରାହ୍ୟ କରିପାରୁ ନଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ଛାଡ଼ିବାକୁ ମନମାନୁନି। ଦୁଇ ନାଆରେ ଗୋଡ଼ ରଖିବାକୁ ଉଦ୍ୟମ କରୁଥିବା ଅଶୋକଙ୍କୁ  ତେରଛାବାଣ ମାରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ସଚିନ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ୨ଟି ପଦବୀରେ ରହିବା ଅନୁଚିତ। ଯଦି ଅଶୋକ କଂଗ୍ରେସ ସଭାପତି ହୁଅନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଅଭିଳାସ  ଅଛି କି ପ୍ରଶ୍ନ ହେବାରୁ ସ୍ପଷ୍ଟ ଉତ୍ତର ଦେଇ ନଥିଲେ ସଚିନ। ସେ କହିଥିଲେ ଯେ, ଦଳର ହାଇକମାଣ୍ଡ ନିଷ୍ପତ୍ତି ଶିରଧାର୍ଯ୍ୟ। ଦଳ ଯାହାକୁ ଚାହିଁବ ସେ ମୁଖ୍ୟମନ୍ତ୍ରୀ ହେବ।

ସେହିପରି ସଭାପତି ନିର୍ବାଚଲ ଲାଗି  ନିର୍ବାଚନ ପ୍ରକ୍ରିୟା ଚାଲିଛି । ଯେ, କେହିବି ନାମାଙ୍କନ ଦାଖଲ କରିପାରିବେ। କଂଗ୍ରେସ ବିଜେପି ଭଳି ଦଳ ନୁହଁ ବୋଲି ସଚିନ କହିଛନ୍ତି।  କଂଗ୍ରେସର ସଭାପତି ପଦ ପାଇଁ ଅଶୋକ ଗେହଲଟ ଗାନ୍ଧି ପରିବାରର ପ୍ରଥମ ପସନ୍ଦ ହୋଇଥିବା ବେଳେ ସେ କିନ୍ତୁ ଏହି ପଦ ପାଇଁ ଅମଙ୍ଗ।  ଦୃଢ଼ ନିଷ୍ପତ୍ତି ନେଇ ପାରୁ ନଥିବା  ଅଶୋକ ଗେହଲଟ ଗତକାଲି ବିଳମ୍ବିତ ରାତିରେ ବିଧାୟକଙ୍କ ବୈଠକ ଡାକିଥିଲେ। କିନ୍ତୁ ଏହି ବୈଠକରେ ସଚିନ ପାଇଲଟ  ଯୋଗ ଦେଇ ନଥିଲେ।

ଅନ୍ୟପକ୍ଷରେ ଅଶୋକ ଗେହଲଟ ରାଜସ୍ଥାନ ଛାଡ଼ିବାକୁ ରାଜି ନଥିବା ବିଶେଷ ସୂତ୍ରରୁ ଜଣାଡ଼ିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବାକୁ ଚାହୁଁଛନ୍ତି। ତେବେ ଆଜି ଅଶୋକ ଗେହଲଟ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ପାରନ୍ତି।  ଏହାରି ଭିତରେ ଆଜି ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ  ସଚିନଙ୍କର କୌଣସି ପଦପଦବୀ ପ୍ରତି ଲୋଭ ନଥିବା କହିଛନ୍ତି। ସେ କହିଛନ୍ତି ଯେ  ମୁଁ ବ୍ୟକ୍ତିଗତ ଭାବେ ଆଉ ଣସି ପଦବୀ ଚାହେଁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story