ଟିକାକରଣ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଏଣିକି ଟିକାକରଣ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ନୁହେଁ। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କୌଣସି ବୟସ ବର୍ଗର ବ୍ୟକ୍ତି ନିକଟତମ ଟିକାକରଣ କେନ୍ଦ୍ରକୁ ଯାଇପାରିବେ। ସେହିଠାରେ ହିଁ ରେଜିଷ୍ଟ୍ରେସନ୍ କରି ଟିକାକରଣ କରିପାରିବେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବିବୃତ୍ତିରେ କୁହାଯାଇଛି ଯେ ୱାକ-ଇନ୍ ବ୍ୟତୀତ କୋୱିନ୍ ପ୍ଲାଟଫର୍ମ ଟିକାକରଣ ରେଜିଷ୍ଟ୍ରେସନର ଅନ୍ୟତମ ଉପାୟ। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ […]

vaccine

vaccine

Ranjit Kumar Jena
  • Published: Tuesday, 15 June 2021
  • Updated: 15 June 2021, 10:55 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଟିକାକରଣ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ନୁହେଁ। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କୌଣସି ବୟସ ବର୍ଗର ବ୍ୟକ୍ତି ନିକଟତମ ଟିକାକରଣ କେନ୍ଦ୍ରକୁ ଯାଇପାରିବେ। ସେହିଠାରେ ହିଁ ରେଜିଷ୍ଟ୍ରେସନ୍ କରି ଟିକାକରଣ କରିପାରିବେ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବିବୃତ୍ତିରେ କୁହାଯାଇଛି ଯେ ୱାକ-ଇନ୍ ବ୍ୟତୀତ କୋୱିନ୍ ପ୍ଲାଟଫର୍ମ ଟିକାକରଣ ରେଜିଷ୍ଟ୍ରେସନର ଅନ୍ୟତମ ଉପାୟ। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇପାରିବେ, ଯେଉଁଠାରେ ଟିକାକରଣ ପାଇଁ ଧାର୍ଯ୍ୟ ସାଇଟରେ ପଞ୍ଜୀକୃତ କରି ଟିକାକରଣ କରିପାରିବେ।

ଜୁନ୍ ୧୩ ତାରିଖ ସୁଦ୍ଧା କୋୱିନରେ ୨୮.୩୬ କୋଟି ଲୋକ ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ କରିସାରିଛନ୍ତି। ସେଥିରୁ ୧୬.୪୫ କୋଟି (୫୮ ପ୍ରତିଶତ) ଲୋକଙ୍କୁ ଅନ୍-ସାଇଟରେ ରେଜିଷ୍ଟ୍ରେସନ୍ କରାଯାଇଛି। ଜୁନ୍ ୧୩ ତାରିଖ ସୁଦ୍ଧା ମୋଟ ୨୪.୮୪ କୋଟି ଟିକାର ଡୋଜ୍ ମଧ୍ୟରୁ ୧୯.୮୪ କୋଟି (ପାଖାପାଖି ୮୦ ପ୍ରତିଶତ) ଅନ-ସାଇଟ୍ ପଞ୍ଜିକରଣ ମାଧ୍ୟମରେ ପରିଚାଳିତ ହୋଇଛି।

ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଭାରତ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଡ୍ରାଇଭ୍ ଚଳାଇଛି। ଦେଶରେ ଏଯାଏ ୨୫.୯ କୋଟି ଡୋଜନ୍ ଦିଆସରିଲାଣି। ଆଗାମୀ ଦିନରେ ଟିକାକରଣ ପ୍ରକ୍ରିୟା ଆହୁରି ଜୋରଦାର ହେବ ବୋଲି ସରକାର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story