ସୁପ୍ରିମକୋର୍ଟର ୪ ବିଚାରପତିଙ୍କୁ କରୋନା, କ୍ୱାରେଣ୍ଟାଇନ୍‌ରେ ୧୫୦ କର୍ମଚାରୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତକୁ ବ୍ୟାପିଲା କରୋନା। ସୁପ୍ରିମକୋର୍ଟର ୪ ବିଚାରପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଦିନ ୨ ଜଣ ବିଚାରପତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଅନ୍ୟ ବିଚାରପତି, ରେଜିଷ୍ଟ୍ରିର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ଆଉ ଦୁଇ ଜଣ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ପ୍ରାୟ ୧୫୦ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡିଛି। CJIଙ୍କ ସମେତ ୩୨ ଜଣ ବିଚାରପତିଙ୍କ କ୍ଷମତା ବିଶିଷ୍ଟ […]

Supreme court

Supreme court

Madhupriya Mistry
  • Published: Sunday, 09 January 2022
  • Updated: 09 January 2022, 09:53 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତକୁ ବ୍ୟାପିଲା କରୋନା। ସୁପ୍ରିମକୋର୍ଟର ୪ ବିଚାରପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଦିନ ୨ ଜଣ ବିଚାରପତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଅନ୍ୟ ବିଚାରପତି, ରେଜିଷ୍ଟ୍ରିର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା।

ଆଉ ଦୁଇ ଜଣ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ପ୍ରାୟ ୧୫୦ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡିଛି। CJIଙ୍କ ସମେତ ୩୨ ଜଣ ବିଚାରପତିଙ୍କ କ୍ଷମତା ବିଶିଷ୍ଟ ସୁପ୍ରିମକୋର୍ଟର ଜଷ୍ଟିସ୍ ବେଞ୍ଚର ପଜିଟିଭିଟି ହାର ୧୨.୫% ​​ରହିଛି।

ସେପଟେ CJI ଜଷ୍ଟିସ ଏନ.ଭି ରାମନ୍ନା ଗୁରୁବାର ଦିନ ସପ୍ତାହରେ ତିନି ଦିନ ମାମଲାର ବ୍ୟକ୍ତିଗତ ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସିଜେଆଇ କହିଥିଲେ, ଏବେ ଆଉ ୪ରୁ ୫ ସପ୍ତାହ ଯାଏଁ ଶାରୀରିକ ଶୁଣାଣି ସମ୍ଭବ ନୁହେଁ। ଦ୍ୱିତୀୟ ଲହର ଭଳି, ବିଚାରପତିମାନଙ୍କୁ ସେମାନଙ୍କ ବାସଭବନରୁ ଭର୍ଚୁଆଲ୍ ଶୁଣାଣି କରିବାକୁ କୁହାଯାଇଥିଲା।

ସୁପ୍ରିମକୋର୍ଟ ସୂତ୍ର ଅନୁଯାୟୀ ମଙ୍ଗଳବାର ଦିନ ଜଷ୍ଟିସ ଆର ସୁଭାଷ ରେଡ୍ଡୀଙ୍କ ବିଦାୟ ଉତ୍ସବରେ ଜ୍ୱରରେ ପୀଡିତ ଜଣେ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ। ପରେ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ୍ ଆସିଥିଲା। ତାଙ୍କ ଠାରୁ ହିଁ କରୋନା ବ୍ୟାପିଥିବା ସନ୍ଦେହ କରାଯାଉଛି।

ସେପଟେ ସଂକ୍ରମିତ ସମସ୍ତ ବିଚାରପତିଙ୍କ ଘରକୁ ସାନିଟାଇଜ୍‌ କରାଯାଇଛି। ସୁପ୍ରିମକୋର୍ଟ ପରିସରରେ ସୁରକ୍ଷାକର୍ମୀ ଏବଂ ଅତ୍ୟାବଶ୍ୟକ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ପ୍ରବେଶ ନିଷେଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story