ଜେଲରୁ ବାହାରିବା ପରେ ଫଡ଼ନାଭିସଙ୍କୁ ପ୍ରଶଂସା କଲେ ସଞ୍ଜୟ ରାଉତ

ମୁମ୍ବାଇ: ଆର୍ଥର ରୋଡ ଜେଲରୁ ବାହାରିବାର ଗୋଟିଏ ଦିନ ପରେ ଶିବସେନା ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କରିଛନ୍ତି। ଫଡନାଭିସଙ୍କ କିଛି ଭଲ ନିଷ୍ପତ୍ତି ପାଇଁ ସେ ପ୍ରଶଂସା କରିଛନ୍ତି। ଏଥିସହ ଖୁବଶୀଘ୍ର ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବେ ବୋଲି କହିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସଞ୍ଜୟ ରାଉତ ମତ ଦେଇଛନ୍ତି ଯେ, ନବ ଗଠିତ ମହାରାଷ୍ଟ୍ର ସରକାର ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା […]

sanjaya

sanjaya

Tapas Behera
  • Published: Thursday, 10 November 2022
  • Updated: 10 November 2022, 10:06 PM IST

Sports

Latest News

ମୁମ୍ବାଇ: ଆର୍ଥର ରୋଡ ଜେଲରୁ ବାହାରିବାର ଗୋଟିଏ ଦିନ ପରେ ଶିବସେନା ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କରିଛନ୍ତି। ଫଡନାଭିସଙ୍କ କିଛି ଭଲ ନିଷ୍ପତ୍ତି ପାଇଁ ସେ ପ୍ରଶଂସା କରିଛନ୍ତି। ଏଥିସହ ଖୁବଶୀଘ୍ର ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବେ ବୋଲି କହିଛନ୍ତି।

ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସଞ୍ଜୟ ରାଉତ ମତ ଦେଇଛନ୍ତି ଯେ, ନବ ଗଠିତ ମହାରାଷ୍ଟ୍ର ସରକାର ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ସେ ରାଜ୍ୟର ନେତୃତ୍ୱ ନେଉଛନ୍ତି। ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ ହୋଇଛି। ମୁଁ ସେମାନଙ୍କର କିଛି ଭଲ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଡେପୁଟି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କିଛି ଭଲ ନିଷ୍ପତ୍ତି ନେଇଛନ୍ତି । ଆମେ ଅନୁଭବ କରୁଛୁ ଯେ ରାଜ୍ୟ ଶାସନ ଡେପୁଟି ମୁଖ୍ୟ ଫଡନାଭିସ୍ ଦ୍ୱାରା ପରିଚାଳିତ ହେଉଛି। ସେ ରାଜ୍ୟର ନେତୃତ୍ୱ ନେଉଛନ୍ତି ବୋଲି ଶିବସେନା ନେତା କହିଛନ୍ତି। ମୁଁ ପ୍ରଥମେ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କୁ ଭେଟିବି। ପରେ ୨-୪ ଦିନ ମଧ୍ୟରେ ମୁଁ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବି ବୋଲି ସେ କହିଛନ୍ତି।

ସେହିପରି  ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିବେ। କିନ୍ତୁ କେବେ ଭେଟିବେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେଇନାହାନ୍ତି। ତେବେ ତାଙ୍କ ଗିରଫଦାରି ପାଇଁ ତଦନ୍ତକାରୀ ସଂସ୍ଥା ଇଡିକୁ ଦାୟୀ କରିନାହାନ୍ତି। କିନ୍ତୁ ତାଙ୍କ ଗିରଫଦାରୀ ପଛରେ ରାଜନୈତିକ ଅଭିଷଦ୍ଧି ରହିଛି। ଯାହା ଦେଶରେ କିଛି ମାସ ହେଲା ଚାଲିଆସୁଛି। ଏମିତି ରାଜନୀତି ଦେଶରେ ପୂର୍ବରୁ ଦେଖାଯାଇ ନଥିଲା ବୋଲି ସେ କହିଛନ୍ତି। ୧୦୩ ଦିନ କାଳ ଜେଲରେ ରହିବା ପରେ ଗତକାଲି ଜାମିନ ପାଇ ଜେଲରୁ ମୁକୁଳିବା ପରେ ଆଜି ଶ୍ରୀ ରାଉତ ଉଦ୍ଧବ ଠାକରେଙ୍କ ସହ ତାଙ୍କ ଘରେ ସାକ୍ଷାତ କରିବାକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଥିଲେ। ସେ କହିଛନ୍ତି ଯେ ସେ ଟିମ୍‌ ଠାକରେଙ୍କ ସହଯୋଗୀ ଏନସିପିର ମୁଖ୍ୟ ଶରଦ ପାୱାରଙ୍କ ସହ ମଧ୍ୟ ସାକ୍ଷାତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story