ଜଳବାୟୁ ପରିବର୍ତ୍ତନରେ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ୭ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: କୋଭିଡ ସାରା ବିଶ୍ଵ ପାଇଁ ଚିନ୍ତାଜନକ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସାରା ବିଶ୍ୱରେ ପ୍ରାଣ ହରାଉଛନ୍ତିି ଏହି ଅଦୃଶ୍ୟ ଭୂତାଣୁରେ। ତେଣୁ ଏହାର ମୁକାବିଲା ପାଇଁ ଓ୍ୱାଶିଂଟନରୁ ନୂଆଦିଲ୍ଲୀ ସବୁଠି ବ୍ୟାପକ ପ୍ରସ୍ତୁତି ଚାଲିଛି। ଏବେ ଟିକା ଏବଂ ମାସ୍କ ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି ଏହି ସଂକ୍ରମଣରୁ ଦୂରେଇ ରହିବା ପାଇଁ। ହେଲେ ଏହାଠାରୁ ଅତ୍ୟଧିକ ବିପଦ ଜଳବାୟୁ ପରିବର୍ତ୍ତନ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କାରଣ କୋଭିଡରେ ପ୍ରତି ବର୍ଷ […]

HOT TEMPRETURE

HOT TEMPRETURE

Subhransu Sekhar
  • Published: Thursday, 08 July 2021
  • Updated: 08 July 2021, 06:57 PM IST

ନୂଆଦିଲ୍ଲୀ: କୋଭିଡ ସାରା ବିଶ୍ଵ ପାଇଁ ଚିନ୍ତାଜନକ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସାରା ବିଶ୍ୱରେ ପ୍ରାଣ ହରାଉଛନ୍ତିି ଏହି ଅଦୃଶ୍ୟ ଭୂତାଣୁରେ। ତେଣୁ ଏହାର ମୁକାବିଲା ପାଇଁ ଓ୍ୱାଶିଂଟନରୁ ନୂଆଦିଲ୍ଲୀ ସବୁଠି ବ୍ୟାପକ ପ୍ରସ୍ତୁତି ଚାଲିଛି। ଏବେ ଟିକା ଏବଂ ମାସ୍କ ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି ଏହି ସଂକ୍ରମଣରୁ ଦୂରେଇ ରହିବା ପାଇଁ। ହେଲେ ଏହାଠାରୁ ଅତ୍ୟଧିକ ବିପଦ ଜଳବାୟୁ ପରିବର୍ତ୍ତନ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କାରଣ କୋଭିଡରେ ପ୍ରତି ବର୍ଷ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ତୁଳନାରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି।

ଜଳବାୟୁ ପରିବର୍ତ୍ତନ ଦ୍ୱାରା କେତେ ଲୋକ ଆଖି ବୁଜିଛନ୍ତି ସେ ନେଇ ଏକ ରିପୋର୍ଟ ଆସିଛି। 'ଦ ହିନ୍ଦୁ'ର ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭାରତ ଗମ୍ଭୀର ଭାବରେ ପ୍ରଭାବିତ ହେଉଛି। ପ୍ରତିବର୍ଷ ପ୍ରବଳ ଥଣ୍ଡା କିମ୍ୱା ଗରମ ପାଇଁ ୭ ଲକ୍ଷରୁ ଅଧିକ ଭାରତୀୟ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ଅଷ୍ଟ୍ରେଲିଆର ମୋନାଶା ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ଏହି ଅଧ୍ୟୟନ ହୋଇଛି। ଯେଉଁଥିରେ ଅନ୍ତର୍ଜାତୀୟ ସ୍ତରର ଏକ ଟିମ୍ ଭାରତର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅନୁଧ୍ୟାନ କରିଛି। ଅସହ୍ୟ ତାପମାନ ପାଇଁ ସାରା ଦୁନିଆରେ ୫୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଇଛି। ଯଦି ଏବେ କରୋନା ସଂକ୍ରମଣର ବାର୍ଷିକ ମୃତ୍ୟୁ ସଂଖ୍ୟାକୁ ଦେଖିବା ତାହେଲେ ଜଳବାୟୁ ପରିବର୍ତ୍ତନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

ବୁଧବାର ଲାନସେଣ୍ଟ ମିଡିଆରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ କୁହାଯାଇଛି ୨୦୦୦ରୁ ୨୦୦୯ ମଧ୍ୟରେ ପାଣିପାଗରେ ତାପମାତ୍ରା ବଢ଼ିବା ପରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ତେଣୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଭାରତରେ ପ୍ରବଳ ଥଣ୍ଡା ପାଇଁ ପ୍ରତିବର୍ଷ ୬,୫୫,୪୦୦ ମୃତ୍ୟୁ ଘଟୁଥିବା ବେଳେ ଅତ୍ୟଧିକ ଗରମ ଯୋଗୁଁ ୮୩,୭୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସର୍ଭେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିଲା। ଏହି ୧୦ ବର୍ଷ ମଧ୍ୟରେ ତାପମାତ୍ରା ସାରା ବିଶ୍ୱରେ ୦.୨୬ ଡିଗ୍ରୀ ସେଲସିୟମ ବଢ଼ିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story