୨୪ ଘଣ୍ଟାରେ ୟୁଟର୍ଣ୍ଣ ମାରିଲେ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନର ଇମ୍ରାନ୍ ଖାନଙ୍କ ସରକାର ୨୪ ଘଣ୍ଟା ଭିତରେ ୟୁଟର୍ଣ୍ଣ ମାରିଛନ୍ତି। ପାକ୍ ସରକାର ଭାରତଠାରୁ କପା ଓ ଚିନି ରତ୍ପାନୀକୁ ମଞ୍ଜୁରୀ ଦେବାକୁ ସିଧାସଳଖ ମନା କରିଦେଇଛି। ଗତକାଲି ଭାରତଠାରୁ କପା ଓ ଚିନି ଆମଦାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଶେଷ କରିବା ସୁପାରିସ୍ କରାଯାଇଥିଲା। କିନ୍ତୁ ଗୁରୁବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକରେ ଆର୍ଥିକ ସମନ୍ୱୟ କମିଟି (ଇସିସି)ର ସେହି ପ୍ରସ୍ତାବକୁ ଖାରଜ କରିଦେଇଛି। ବୁଧବାର ଇସିସି […]

IMRAN-KHAN

IMRAN-KHAN

Ranjit Kumar Jena
  • Published: Thursday, 01 April 2021
  • Updated: 01 April 2021, 08:33 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ଇମ୍ରାନ୍ ଖାନଙ୍କ ସରକାର ୨୪ ଘଣ୍ଟା ଭିତରେ ୟୁଟର୍ଣ୍ଣ ମାରିଛନ୍ତି। ପାକ୍ ସରକାର ଭାରତଠାରୁ କପା ଓ ଚିନି ରତ୍ପାନୀକୁ ମଞ୍ଜୁରୀ ଦେବାକୁ ସିଧାସଳଖ ମନା କରିଦେଇଛି। ଗତକାଲି ଭାରତଠାରୁ କପା ଓ ଚିନି ଆମଦାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଶେଷ କରିବା ସୁପାରିସ୍ କରାଯାଇଥିଲା। କିନ୍ତୁ ଗୁରୁବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକରେ ଆର୍ଥିକ ସମନ୍ୱୟ କମିଟି (ଇସିସି)ର ସେହି ପ୍ରସ୍ତାବକୁ ଖାରଜ କରିଦେଇଛି। ବୁଧବାର ଇସିସି ଭାରତଠାରୁ ଚିନି ଓ କପା ଆମଦାନୀ କରିବାକୁ ମଞ୍ଜୁରୀ ଦେଇଥିଲା।

ପାକିସ୍ତାନର ଜିଓ ନ୍ୟୁଜ୍ ତରଫରୁ ମିଳିଥିବା ଖବର ଅନୁଯାୟୀ, କ୍ୟାବିନେଟ୍‌ ଗୁରୁବାର ଏହି ପ୍ରସ୍ତାବକୁ ଖାରଜ କରିଦେଇଛି। ସେଠାକାର ହ୍ୟୁମାନ୍ ରାଇଟ୍ସ ମନ୍ତ୍ରୀ ଶିରୀନ୍ ମଜାରୀ ଟ୍ୱିଟ୍‌ କରି କହିଛନ୍ତି, କ୍ୟାବିନେଟ୍‌ ଭାରତ ସହ ପୁଣିଥରେ ବ୍ୟବସାୟିକ ସମ୍ପର୍କକୁ ଆରମ୍ଭ କରିବାର ପ୍ରସ୍ତାବକୁ ଖାରଜ କରିଦେଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସିଧା ସିଧା କହିଛନ୍ତି ଯେ ଯେପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରଠାରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନହୋଇଛି, ସେ ଯାଏ ଭାରତ ସହ ସମ୍ପର୍କରେ ସୁଧାର ଆସିବ ନାହିଁ।

https://twitter.com/ShireenMazari1/status/1377596245171187721?s=20

ପାକିସ୍ତାନର ନୂଆ ଅର୍ଥ ମନ୍ତ୍ରୀ ହମ୍ମାଦ ଆଝାର ବୁଧବାର ଘୋଷଣା କରିଥିଲେ ଯେ ପାକିସ୍ତାନ ପଡୋଶୀ ଦେଶରୁ ଆମଦାନୀ ପାଇଁ ଯେଉଁ ପ୍ରତିବନ୍ଧକ ଲଗାଇଥିଲା, ତାକୁ ହଟାଇ ଦିଆଯାଇଛି। ପାକିସ୍ତାନ ଅଗଷ୍ଟ ୫, ୨୦୧୯ରେ କଶ୍ମୀରରେ ଉତ୍ତେଜନା ବଢ଼ୁଥିବାର ଦେଖି ପଡ଼ୋଶୀ ଦେଶଠାରୁ ନିଜର ଆମଦାନୀ ଉପରେ ରୋକ୍ ଲଗାଇଥିଲା।

ଭାରତ ସରକାରଙ୍କ ତରଫରୁ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପରଠାରୁ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବନ୍ଦ ହୋଇଯାଇଥିଲା। କିନ୍ତୁ ବୁଧବାର ପୁଣିଥରେ ଏହି ବ୍ୟବସାୟିକ ସମ୍ପର୍କ ଆରମ୍ଭ ହେବା ନେଇ ପାକିସ୍ତାନ ତରଫରୁ ପ୍ରସ୍ତାବ ପାରିତ ହୋଇଥିଲା।

ବୁଧବାର ପାକିସ୍ତାନର ଅର୍ଥ ମନ୍ତ୍ରୀ କହିଥିଲେ ଯେ ଭାରତଠାରୁ ୫ ଲକ୍ଷ ଟନ୍ ଧଳା ଚିନି ଆମଦାନୀ ପାଇଁ ଅନୁମତି ଦିଆଯାଇଛି। ସରକାର ଅନ୍ୟ ଦେଶରୁ ମଧ୍ୟ ଚିନି ଆମଦାନୀ ପାଇଁ ଅନୁମତି ଦେଇଥିଲେ। ହେଲେ ଅନ୍ୟ ଦେଶରେ ଚିନିର ଦର ବହୁତ ଅଧିକ। ଏହା ତୁଳନାରେ ଭାରତରେ ଚିନିର ଦାମ ବହୁତ ଶସ୍ତା। ଏଥିପାଇଁ ଭାରତଠାରୁ ଚିନିର ବ୍ୟବସାୟ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପାକିସ୍ତାନର ଅର୍ଥ ମନ୍ତ୍ରୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story