ଦିନକ ବ୍ୟବଧାନ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ୍ ଦର ପ୍ରତି ଦିନକ ବ୍ୟବଧାନରେ ବଢ଼ିବାରେ ଲାଗିଛି । ଗତ ଦୁଇ ମାସ ଧରି ଲଗାତର ବୃଦ୍ଧି ଯୋଗୁ ପେଟ୍ରୋଲ୍-ଡିଜେଲ୍ ଲିଟର୍ ପିଛା ୮ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ପଡ଼ୁଛି । ମଙ୍ଗଳବାର ଅର୍ଥାତ୍ ଜୁନ୍ ୨୯ ତାରିଖରେ ତୈଳ ଦଳ ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ […]

petrol-and-diesel

petrol-and-diesel

Ranjit Kumar Jena
  • Published: Tuesday, 29 June 2021
  • Updated: 29 June 2021, 11:49 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ୍ ଦର ପ୍ରତି ଦିନକ ବ୍ୟବଧାନରେ ବଢ଼ିବାରେ ଲାଗିଛି । ଗତ ଦୁଇ ମାସ ଧରି ଲଗାତର ବୃଦ୍ଧି ଯୋଗୁ ପେଟ୍ରୋଲ୍-ଡିଜେଲ୍ ଲିଟର୍ ପିଛା ୮ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ପଡ଼ୁଛି ।

ମଙ୍ଗଳବାର ଅର୍ଥାତ୍ ଜୁନ୍ ୨୯ ତାରିଖରେ ତୈଳ ଦଳ ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଶନିବାର ଓ ରବିବାର ତୈଳ ଦର ବଢ଼ା ଯାଇଥିଲା ଏବଂ ସୋମବାର ଦର ସ୍ଥିର ରହିଥିଲା । ଆଜି ପେଟ୍ରୋଲ୍ ଲିଟର୍ ପିଛା ୩୧ରୁ ୩୫ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୬ରୁ ୩୦ ପଇସା ମହଙ୍ଗା ହୋଇଛି । ମେ’ ୪ ତାରିଖ ପରେ ଏ ପର୍ଯ୍ୟନ୍ତ ୩୧ ଦିନ ହେବ ପେଟ୍ରୋଲ୍- ଡିଜଲ୍ ଦର ବଢ଼ୁଛି।

ଦେଶର ଅଧିକାଂଶ ସହରରେ ପେଟ୍ରୋଲ୍ ଲିଟର୍ ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି । ସବୁଠାରୁ ମହଙ୍ଗା ପେଟ୍ରୋଲ୍ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବିକ୍ରି ହେଉଛି । ସେଠାରେ ପେଟ୍ରୋଲ୍ ଲିଟର୍ ପିଛା ୧୧୦ ଟଙ୍କା ରହିଥିବା ବେଳେ ଡିଜେଲ୍ ମଧ୍ୟ ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ପାଖାପାଖି ୯୯ ଟଙ୍କାରେ ପହଞ୍ଚି ଯାଇଛି । ଅନ୍ୟ ପକ୍ଷରେ ନୂଆ ଦର ଅନୁସାରେ ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର୍ ପିଛା ଖୁବଶୀଘ୍ର ୧୦୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯିବ ।

ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପିଛା ୯୮.୮୧ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୯.୯୧ ଟଙ୍କା, ମୁମ୍ବାଇରେ ପେଟ୍ରୋଲ୍ ୧୦୪.୯୦ ଟଙ୍କା ଓ ଡିଜେଲ୍ ୯୬.୭୨ ଟଙ୍କା, କୋଲକାତାରେ ପେଟ୍ରୋଲ ୯୮.୬୪ ଟଙ୍କା, ଡିଜେଲ୍ ୯୨.୦୩ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ୯୯.୮୦ ଟଙ୍କା ଓ ଡିଜେଲ୍ ୯୩.୭୨ ଟଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story