ଗ୍ରାହକଙ୍କୁ ବ୍ୟାଗ କିଣିବାକୁ ବାଧ୍ୟ କରିବାରୁ ପିଜା ଦୋକାନ ଉପରେ ଲାଗିଲା ୧୧ ହଜାର ଫାଇନ

ହାଇଦ୍ରାବାଦ: ଗ୍ରାହକଙ୍କୁ ନିଜ ଦୋକାନର ଲୋଗ ଲାଗିଥିବା ବ୍ୟାଗ କିଣିବା ପାଇଁ ବାଧ୍ୟ କରିବା ପିଜା ଆଉଟଲେଟକୁ ମହଙ୍ଗା ପଡ଼ିଛି। ହାଇଦ୍ରାବାଦର ଗୋଟିଏ ପିଜା ଆଉଟଲେଟ ଜଣେ ଗ୍ରାହକଙ୍କୁ ୭.୬୨ ଟଙ୍କା ଦେଇ ବ୍ୟାଗ କିଣିବାକୁ ବାଧ୍ୟ କରିଥିଲା। ଏଥିପାଇଁ ଗ୍ରାହକ ଫୋରମ ଉକ୍ତ ଆଉଲେଟ ଉପରେ ୧୧ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଅର୍ଥ ଆଉଲେଟ ପକ୍ଷରୁ ଗ୍ରାହକଙ୍କୁ ଦିଆଯିବ। ମିଳିଥିବା ସୂଚନା ଅନୁଯାୟୀ, ମୁରଲୀ କୁମାର ନାମକ ଜଣେ ଛାତ୍ର ପିଜା […]

Pizza

Pizza

Hemant Lenka
  • Published: Thursday, 18 November 2021
  • Updated: 18 November 2021, 01:44 PM IST

Sports

Latest News

ହାଇଦ୍ରାବାଦ: ଗ୍ରାହକଙ୍କୁ ନିଜ ଦୋକାନର ଲୋଗ ଲାଗିଥିବା ବ୍ୟାଗ କିଣିବା ପାଇଁ ବାଧ୍ୟ କରିବା ପିଜା ଆଉଟଲେଟକୁ ମହଙ୍ଗା ପଡ଼ିଛି। ହାଇଦ୍ରାବାଦର ଗୋଟିଏ ପିଜା ଆଉଟଲେଟ ଜଣେ ଗ୍ରାହକଙ୍କୁ ୭.୬୨ ଟଙ୍କା ଦେଇ ବ୍ୟାଗ କିଣିବାକୁ ବାଧ୍ୟ କରିଥିଲା। ଏଥିପାଇଁ ଗ୍ରାହକ ଫୋରମ ଉକ୍ତ ଆଉଲେଟ ଉପରେ ୧୧ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଅର୍ଥ ଆଉଲେଟ ପକ୍ଷରୁ ଗ୍ରାହକଙ୍କୁ ଦିଆଯିବ।

ମିଳିଥିବା ସୂଚନା ଅନୁଯାୟୀ, ମୁରଲୀ କୁମାର ନାମକ ଜଣେ ଛାତ୍ର ପିଜା ଆଉଟଲେଟ ବିରୋଧରେ ଗ୍ରାହକ ଫୋରମରେ ଅଭିଯୋଗ କରିଥିଲେ। ୨୦୧୯ ସେପ୍ଟେମ୍ବର ୧୬ରେ ସେ ଗୋଟିଏ ପିଜା କିଣିଥିଲେ। ପିଜା କିଣିବା ପରେ ତାଙ୍କୁ ଆଉଲେଟ ପକ୍ଷରୁ ଗୋଟିଏ ପ୍ଲାଷ୍ଟିକ କ୍ୟାରିବ୍ୟାଗ ପାଇଁ ଅତିରିକ୍ତ ୭.୬୨ ଟଙ୍କା ଚାର୍ଜ କରାଯାଇଥିଲା।

ସେ କିନ୍ତୁ ବ୍ୟାଗର ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ଆଉଟଲେଟ ପକ୍ଷରୁ ତାଙ୍କୁ ହଇରାଣ କରାଯାଇଥିଲା। ଏପରି କି ତାଙ୍କୁ ବ୍ୟାଗ କିଣିବାକୁ ବାଧ୍ୟ ବି କରାଯାଇଥିଲା। ଏଥିରେ ମର୍ମାହତ ହୋଇ ମୁରଲୀ କୁମାର ଗ୍ରାହକ ଫୋରମର ଦ୍ୱାରସ୍ଥ ହୋଇଥିଲେ।

ଦୀର୍ଘ ୨ ବର୍ଷ କାଳ ଶୁଣାଣି ପରେ ଏବେ ଫୋରମ ପକ୍ଷରୁ ପିଜା ଆଉଟଲେଟ ଉପରେ ୧୧ ହଜାର ଟଙ୍କାର ଫାଇନ ଲାଗୁ କରାଯାଇଛି। ପିଜା ଆଉଟଲେଟ ଏହି ଟଙ୍କା ମୁରଲୀ କୁମାରଙ୍କୁ ପ୍ରଦାନ କରିବ ବୋଲି ଫୋରମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story