ଚାରି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସାରା ଦେଶ ପାଇଁ ଚିନ୍ତାଜନକ ପାଲଟିଛି। ମୁଖ୍ୟତଃ ହସ୍ପିଟାଲରେ ବେଡ୍ ନମିଳିବା ଏବଂ ଅକ୍ସିଜେନର ଅଭାବ ଆକ୍ରାନ୍ତଙ୍କ ଚିକିତ୍ସାରେ ମୁଖ୍ୟ ସମସ୍ୟା ପାଲଟିଛି। ଆଉ ଏହି କାରଣ ପାଇଁ ଦେଶରେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେଣେ ବିଶେଷଜ୍ଞ କହିଛନ୍ତି ଆଗକୁ ତୃତୀୟ ଲହର ଆସିବ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ରାଜ୍ୟର କୋଭିଡ ସ୍ଥିତି ପଚାରି ବୁଝୁଛନ୍ତି। ଏହି କ୍ରମରେ […]

modi

modi

Subhransu Sekhar
  • Published: Sunday, 16 May 2021
  • Updated: 16 May 2021, 03:09 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସାରା ଦେଶ ପାଇଁ ଚିନ୍ତାଜନକ ପାଲଟିଛି। ମୁଖ୍ୟତଃ ହସ୍ପିଟାଲରେ ବେଡ୍ ନମିଳିବା ଏବଂ ଅକ୍ସିଜେନର ଅଭାବ ଆକ୍ରାନ୍ତଙ୍କ ଚିକିତ୍ସାରେ ମୁଖ୍ୟ ସମସ୍ୟା ପାଲଟିଛି। ଆଉ ଏହି କାରଣ ପାଇଁ ଦେଶରେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେଣେ ବିଶେଷଜ୍ଞ କହିଛନ୍ତି ଆଗକୁ ତୃତୀୟ ଲହର ଆସିବ।

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ରାଜ୍ୟର କୋଭିଡ ସ୍ଥିତି ପଚାରି ବୁଝୁଛନ୍ତି। ଏହି କ୍ରମରେ ଆଜି ତିନି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କୋଭିଡ ସ୍ଥିତି ବାବଦରେ ଅବଗତ ହୋଇଛନ୍ତି। ତିନି ରାଜ୍ୟ ଉତ୍ତର ପ୍ରଦେଶ, ଛତିଶଗଡ, ରାଜସ୍ଥାନ ଅନ୍ୟଟି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି କଥା ହୋଇଛନ୍ତି ମୋଦି। ଏହା ପୂର୍ବରୁ ମୋଦି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କୋଭିଡ ସ୍ଥିତି ବାବଦରେ ଅବଗତ ହୋଇଛନ୍ତି।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୋଭିଡ ମୁକାବିଲା ଏବଂ ଟିକାକରଣ ବିଷୟରେ ସେ ବିସ୍ତୃତ ଆଲୋଚନା କରିଛନ୍ତି। ବେଡ ଉପଲବ୍ଧତା, ଅକ୍ସିଜେନ ଯୋଗାଣ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଟିକାକରଣ ଏବଂ ଅଭାବୀ ଲୋକଙ୍କୁ ଉନ୍ନତ ଚିକିତ୍ସା ବିଷୟରେ ଯୋଗୀ ମୋଦିଙ୍କୁ ଅବଗତ କରାଇଥିବା ସେ କହିଛନ୍ତି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୋଭିଡ୍ ମୁକାବିଲା ନେଇ କଥା ହୋଇଛନ୍ତି। ରାଜ୍ୟରେ କରୋନା ପରୀକ୍ଷା ବୃଦ୍ଧି କରାଯାଇଛି, ଆଉ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ କମୁଛି। ଯେଉଁଠି ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନରେ ଗତିବିଧି ଉପରେ କଡ଼ାକଡ଼ା ନଜର ରଖାଯାଇଛି। ଏଥିସହ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟିକା ପ୍ରଦାନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ଭିତରେ ୩,୧୧,୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ଦିନକ ଭିତରେ ୪୦୭୭ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେବି କରୋନାର ଆକ୍ଟିଭ୍ ମାମଲା ୩୬ଲକ୍ଷରୁ ଅଧିକ ରହିଛି । ଦେଶରେ ଏବେ କରୋନାର ୩୬,୧୮,୪୫୮ ଆକ୍ଟିଭ୍ ମାମଲା ରହିଛି । ସେହିପରି ଦେଶରେ ୨କୋଟି ୭ଲକ୍ଷ ୯୫ହଜାର ୩୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story