ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୧୨ କୋଟିର ମର୍ସିଡିସ୍‌

ନୂଆଦିଲ୍ଲୀ: ନୂଆ ଗାଡି ଚଢ଼ିବେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ଆସିଲା ନୂଆ କାର। ରେଞ୍ଜ ରୋଭର ଭଗ୍ ଓ ଟୟୋଟା ଲ୍ୟାଣ୍ଡ କ୍ରୁଇଜର ବଦଳରେ ପ୍ରଧାନମନ୍ତ୍ରୀ ମୋଦି ଚଢ଼ିବେ ମର୍ସିଡିସ୍ ମେବାକ୍ ଏସ୍-୬୫୦। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଛି। ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଆଗମନ ବେଳେ ମୋଦି ପ୍ରଥମ ଥର […]

modi new car

modi new car

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 11:37 AM IST

Sports

Latest News

ନୂଆଦିଲ୍ଲୀ: ନୂଆ ଗାଡି ଚଢ଼ିବେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ଆସିଲା ନୂଆ କାର। ରେଞ୍ଜ ରୋଭର ଭଗ୍ ଓ ଟୟୋଟା ଲ୍ୟାଣ୍ଡ କ୍ରୁଇଜର ବଦଳରେ ପ୍ରଧାନମନ୍ତ୍ରୀ ମୋଦି ଚଢ଼ିବେ ମର୍ସିଡିସ୍ ମେବାକ୍ ଏସ୍-୬୫୦। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ।

କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଛି। ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଆଗମନ ବେଳେ ମୋଦି ପ୍ରଥମ ଥର ପାଇଁ ଏହି ଗାଡ଼ିରେ ହାଇଦ୍ରାବାଦ ହାଉସ ଆସିଥିଲେ।

ମର୍ସିଡିସ୍ ମେବାକରେ ଭିଆର୍‌-୧୦ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି। ରାଷ୍ଟ୍ରୀୟ ମୁଖ୍ୟଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍ପିଜିର ସୁପାରିଶ ଆଧାରରେ ଏହି ସୁରକ୍ଷିତ ଓ ଦାମୀ କାର୍ କିଣାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନୂଆ ଗାଡ଼ି ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରିବ। ଗାଡ଼ିଟି ସଂପୂର୍ଣ୍ଣ ବୁଲେଟ୍ ପ୍ରୁଫ।

ମର୍ସିଡିସ୍ ମେବାକ୍ ମଡେଲ ୨୦୧୦ରେ ବିସ୍ଫୋରଣ ନିରୋଧୀ ଗାଡ଼ିର ମାନ୍ୟତା ପାଇଥିଲା। ବଡ଼କଥା ହେଲା ଗାଡ଼ିରେ ବସିଥିବା ଲୋକ ୨ ମିଟର ଦୂରରୁ ୧୫ କିଲୋ ଓଜନର ବିସ୍ଫୋରକର ବିସ୍ଫୋରଣକୁ ସମ୍ଭାଳି ପାରିବ। ଗାଡ଼ିର ତଳ ଭାଗଟି ସଂପୂର୍ଣ୍ଣ ଭାବେ ବିସ୍ଫୋରଣ ନିରୋଧୀ। ସେହିପରି ଭିତରପଟେ ଗାଡ଼ିର କାଚ ଓ ଡୋର୍‌ଗୁଡ଼ିକ ମଧ୍ୟ ଯାତ୍ରୀଙ୍କୁ ସୁରକ୍ଷା ଦେବା ଭଳି ତିଆରି ହୋଇଛି।

ଗ୍ୟାସ ଆକ୍ରମଣକୁ ମଧ୍ୟ ଏହି ଗାଡ଼ି ପ୍ରତିହତ କରିପାରିବ। କ୍ୟାବିନ ଭିତରେ ଥିବା ସ୍ୱତନ୍ତ୍ର ଏୟାର ସପ୍ଲାୟ ବ୍ୟବସ୍ଥା ଥିବାରୁ ଗ୍ୟାସ ଆକ୍ରମଣ ହେଲେ ଯାତ୍ରୀଙ୍କୁ ସୁରକ୍ଷା ଦେଇପାରିବ। ସେହିପରି ଗାଡ଼ିର ତେଲ ଟାଙ୍କିକୁ ସୁରକ୍ଷା ଦେବା ଲାଗି ଏହା ଉପରେ ଏକ ପ୍ରକାର ପ୍ରଲେପ ଦିଆଯାଇଛି । ବୋଇଂ ହେଲିକପ୍ଟର ଏଏଚ୍-୬୪ ଆପାଚିରେ ଯେଉଁ ପ୍ରକାର ପ୍ରଲେପ ଦିଆଯାଇଛି, ଏହି ଗାଡ଼ିରେ ମଧ୍ୟ ସମାନ ପ୍ରଲେପ ରହିଛି। ଗାଡ଼ିର ଚକ ମଧ୍ୟ ସୂତନ୍ତ୍ର ଶୈଳୀର ରହିଛି।

ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମହିନ୍ଦ୍ରା ସ୍କର୍ପିଓ ବ୍ୟବହାର କରୁଥିଲେ।  ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ବିଏମ୍‌ଡଲ୍ୟୁ-୭ ଚଢ଼ିଥିଲେ। ପରେ ପରେ ରେଞ୍ଜରୋଭର ଭଗ୍ ବ୍ୟବହାର କରୁଥିଲେ ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story