ପିଲାଦିନର ଶିକ୍ଷକଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ପିଲାଦିନର ଶିକ୍ଷକ ୮୮ ବର୍ଷୀୟ ଜଗଦୀଶ ନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ଗୁଜରାଟର ନଭସାରୀରେ ତାଙ୍କ ଶିକ୍ଷକଙ୍କୁ ଭେଟିଥିଲେ। ମୋଦିଙ୍କ ମୁଣ୍ଡରେ ହାତ ରଖି ତାଙ୍କ ଶିକ୍ଷକ ଆଶୀର୍ବାଦ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟର ନଭସାରୀରେ ‘ଗୁଜରାଟ ଗୌରବ ଅଭିଯାନ’ରେ ଯୋଗ ଦେଇଥିଲେ। ଏହି ଅବସରର ସେ, ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୋଦି […]

modi

modi

Tapas Behera
  • Published: Friday, 10 June 2022
  • Updated: 11 June 2022, 02:49 PM IST

Sports

Latest News

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ପିଲାଦିନର ଶିକ୍ଷକ ୮୮ ବର୍ଷୀୟ ଜଗଦୀଶ ନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ଗୁଜରାଟର ନଭସାରୀରେ ତାଙ୍କ ଶିକ୍ଷକଙ୍କୁ ଭେଟିଥିଲେ। ମୋଦିଙ୍କ ମୁଣ୍ଡରେ ହାତ ରଖି ତାଙ୍କ ଶିକ୍ଷକ ଆଶୀର୍ବାଦ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆଜି ଗୁଜରାଟର ନଭସାରୀରେ ‘ଗୁଜରାଟ ଗୌରବ ଅଭିଯାନ’ରେ ଯୋଗ ଦେଇଥିଲେ। ଏହି ଅବସରର ସେ, ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ମୋଦି କହିଥିଲେ, ମୁଁ ଗୁଜରାଟ ଛାଡ଼ିବା ପରେ ଯେଉଁମାନେ ଏଠାରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଗର୍ବିତ। ମୁଁ ମୋ ସମୟରେ ଯାହା କରିପାରିଲି ନାହିଁ, ଆଜି ମୋର ବନ୍ଧୁମାନେ କରିପାରିଛନ୍ତି। 

ସେହିପରି ତପି, ନଭସାରୀ ଏବଂ ସୁରଟ ଜିଲ୍ଲା ପାଇଁ ୯୬୧ କୋଟି ଟଙ୍କା ମୂଲ୍ୟର ୧୩ ଟି ଜଳ ଯୋଗାଣ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିଥିଲେ। ସେ ପ୍ରାୟ ୫୪୨କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନଭସାରୀ ଜିଲ୍ଲାର ଏକ ମେଡିକାଲ କଲେଜର ଭୂମି ପୂଜନ କରିଥିଲେ, ଯାହା ଏହି ଅଞ୍ଚଳର ଲୋକଙ୍କୁ ସୁଲଭ ତଥା ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ।

ଏହା ସହିତ୧୬୩ କୋଟି  ଟଙ୍କାର 'ନାଲ୍ ସେ ଜାଲ୍', ୫୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ମଧୁବାନ୍ ଡ୍ୟାମ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପଗୁଡିକ ସୁରଟ, ନଭସାରୀ, ଭାଲସାଦ ଏବଂ ତପି ଜିଲ୍ଲାକୁ ଜଳ ଯୋଗାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story