ମନ୍‌କୀବାତରେ କେନ୍ଦୁଝରର କୁନି ଦେହୁରୀଙ୍କୁ ପ୍ରଶଂସା କଲେ ମୋଦି

ଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସୌର ଶକ୍ତିକୁ ଉପଯୋଗ କରି ଭାରତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଛି। ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚ ଅନେକାଂଶରେ ହ୍ରାସ ପାଇଛି। ସୂଚନା ମୁତାବକ, କେନ୍ଦୁଝର କର୍ଦ୍ଦାପାଳ ଗାଁର କୁନି ଦେହୁରୀ ସୌର ଶକ୍ତିର ଉପଯୋଗ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ […]

kuni

kuni

Tapas Behera
  • Published: Sunday, 30 October 2022
  • Updated: 30 October 2022, 05:22 PM IST

Sports

Latest News

ଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସୌର ଶକ୍ତିକୁ ଉପଯୋଗ କରି ଭାରତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଛି। ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚ ଅନେକାଂଶରେ ହ୍ରାସ ପାଇଛି। ସୂଚନା ମୁତାବକ, କେନ୍ଦୁଝର କର୍ଦ୍ଦାପାଳ ଗାଁର କୁନି ଦେହୁରୀ ସୌର ଶକ୍ତିର ଉପଯୋଗ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସୌରଶକ୍ତି ସହାୟତାରେ ରିଲିଂ ମେସିନ୍ ଚଳାଇ ସୂତା ଉତ୍ପାଦନ କରୁଛନ୍ତି। ସେ ଏଥିସହ ଆଦିବାସୀମାନଙ୍କୁ ସିଲ୍‌କ ପ୍ରସ୍ତୁତି ପାଇଁ ତାଲିମ ଦେଇ ରୋଜଗାରକ୍ଷମ କରାଉଛନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରଡ଼ାପାଳ ଗାଁର ବାସିନ୍ଦା ହେଉଛନ୍ତି କୁନି । କର୍କଟ ରୋଗରେ ବାପାଙ୍କ ଦେହାନ୍ତପରେ ନିଜ ଭଉଣୀ ଘର ବାଘମୁଣ୍ଡାକୁ ଚାଲିଆସିଲେ ସେ ।

ସେତେବେଳେ ନବମ ଶ୍ରେଣୀରେ ପଢ଼ୁଥିବା କୁନ ଦେହୁରୀ ନିଜ ପରିବାର ପ୍ରତିପୋଷଣ ପାଇଁ ଟସରକୁ ନିଜ ଜୀବିକା କରିବାକୁ ମନସ୍ଥକଲେ । ସ୍କୁଲ ପାଠପଢ଼ାରେ ଡୋରି ଲଗାଇ ୨୦୦୪ରେ ଟସର ବିଷୟରେ ବେଙ୍ଗଲୋର ରେ ୬ ମାସର ତାଲିମ୍ ନେଲେ । ଆଉ ଟ୍ରେନିଂରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ଫେରିଲେ।  ସେବେଠାରୁ ପଛକୁ ଫେରି ଚାହିଁନାହାନ୍ତି ସେ ।

ଟ୍ରେନିଂରେ ଶିଖିଥିବା ଉନ୍ନତ ଜ୍ଞାନକୌଷଳକୁ ପ୍ରୟୋଗକରି ଗୁଣାତ୍ମକ ଟସର ଉତ୍ପାଦନରେ ଲାଗିପଡ଼ିଲେ। କୋକନ୍‌, ଟସର ରିଲିଂ,ଚରଖା ଆଦି ସାହାଯ୍ୟରେ ସର୍ବୋତ୍ତମ ସିଲ୍କ ଉତ୍ପାଦନ ସହ ବଜାରର ଚାହିଦା ଅନୁସାରେ ବିଭିନ୍ନ ଡ଼ିଜାଇନର କପଡ଼ା,ଶାଢ଼ୀ ଆଦି ପ୍ରସ୍ତୃତିରେ ଲାଗିପଡ଼ିଲେ । ନିଜେ ଆତ୍ମନିର୍ଭର ହେବା ସହ କୁନି ଆଖପାଖ ଅଂଚଳର ମହିଳାକୁ ଟସର ବିୟୟରେ ଟ୍ରେନିଂଦେଲେ ଓ ସେମାନଙ୍କୁ ରୋଜଗାରର ବାଟ ଦେଖାଇଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପ୍ରତିମାସର ଶେଷ ରବିବାର ମନ କି ବାତ୍ କାର୍ଯ୍ୟକ୍ରମ କରୁଛନ୍ତି। ଆଜି ଥିଲା ଏହାର ୯୪ତମ ସଂସ୍କରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story