ଆନ୍ଧ୍ର ପୁଲିସ ହାତରେ ରକ୍ତ ଚନ୍ଦନ ଗ୍ୟାଙ୍ଗ  

ହାଇଦ୍ରାବାଦ:ଆନ୍ଧ୍ର ପୁଲିସ ଏକ ବଡ଼ ରକ୍ତ ଚନ୍ଦନ ରାକେଟର ପର୍ଦ୍ଦାଫାଶ କରିଛି। ନେଲୋର ଜିଲ୍ଲାରେ ହୋଇଥିବା ବେଆଇନ କାଠକାରବାରରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ରହିଛି । ଉକ୍ତ ଗ୍ୟାଙ୍ଗ ଏବେ ପୁଲିସ ହାତରେ ଧରାପଡ଼ିଛି।  ୫୫ ଜଣ କାଠ କଟାଳି ଏବଂ ୩ ଜଣ ବେପାରୀଙ୍କୁ ଗିରଫ କରିଛି ପୁଲିସ।  ଏନେଇ ପୁଲିସ ପକ୍ଷରୁ ଚେନ୍ନାଇ ଜାତୀୟ ରାଜପଥରେ ଚଢ଼ାଉ ଜାରି ରହିଥିଲା। ତେବେ ରାପୁର ଜଙ୍ଗଲରୁ ଉକ୍ତ ଗ୍ୟାଙ୍ଗକୁ ଠାବ କରିଥିଲା ପୁଲିସ। ପୁଲିସ ସେମାନଙ୍କୁ […]

iop

iop

Tapas Behera
  • Published: Monday, 24 January 2022
  • Updated: 24 January 2022, 09:27 PM IST

Sports

Latest News

ହାଇଦ୍ରାବାଦ:ଆନ୍ଧ୍ର ପୁଲିସ ଏକ ବଡ଼ ରକ୍ତ ଚନ୍ଦନ ରାକେଟର ପର୍ଦ୍ଦାଫାଶ କରିଛି। ନେଲୋର ଜିଲ୍ଲାରେ ହୋଇଥିବା ବେଆଇନ କାଠକାରବାରରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ରହିଛି । ଉକ୍ତ ଗ୍ୟାଙ୍ଗ ଏବେ ପୁଲିସ ହାତରେ ଧରାପଡ଼ିଛି।  ୫୫ ଜଣ କାଠ କଟାଳି ଏବଂ ୩ ଜଣ ବେପାରୀଙ୍କୁ ଗିରଫ କରିଛି ପୁଲିସ।  ଏନେଇ ପୁଲିସ ପକ୍ଷରୁ ଚେନ୍ନାଇ ଜାତୀୟ ରାଜପଥରେ ଚଢ଼ାଉ ଜାରି ରହିଥିଲା। ତେବେ ରାପୁର ଜଙ୍ଗଲରୁ ଉକ୍ତ ଗ୍ୟାଙ୍ଗକୁ ଠାବ କରିଥିଲା ପୁଲିସ। ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କଲା ବେଳେ ସେମାନେ ପାଲଟା ଆକ୍ରମଣ କରିଥିଲେ।

ଏଥିସହ ସେମାନଙ୍କର ଗାଡ଼ି ସହ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନେଲୋର ଏସପିଙ୍କ ସୂଚନା ଅନୁଯାୟୀ,  ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚିତ୍ତୋର ଜିଲ୍ଲାର। ସେମାନେ ଜାନୁଆରୀ ୨୦ ତାରିଖରେ ରାପୁର ଜଙ୍ଗଲରେ ପହଞ୍ଚି ଚନ୍ଦନ କାଠ କାଟି ତାମିଲନାଡ଼ୁ ପଳାଇ ଯାଇଥିଲେ । କୌଣସି ସୂତ୍ରରୁ ପୁଲିସ ତଥ୍ୟ ପାଇ ଉକ୍ତ ଗାଡ଼ିକୁ ପିଛା କରିଥିଲା ପୁଲିସ ।

ରବିବାର ଉକ୍ତ ଗ୍ୟାଙ୍ଗର ଦୁଇଟି ଚନ୍ଦନ କାଠ ବୋଝେଇ ଟ୍ରକ୍‌  ଯାଉଥିବା ପୁଲିସ ନଜରକୁ ଆସିଥିଲା। ଅଭିଯୁକ୍ତମାନେ ପୁଲିସକୁ ପଥର ଫିଙ୍ଗି ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପୁଲିସ ସେମାନଙ୍କଠାରୁ  ୪୫ଟି ରକ୍ତ ଚନ୍ଦନ କାଠ, ୨୪ଟି କୁରାଢ଼ି, ୩୧ଟି ସେଲ ଫୋନ୍ ଏକ ଟୋୟଟା କାର ଏବଂ  ୭୫,୨୩୦ ଟଙ୍କା ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story