ପ୍ରଭାସଙ୍କ ଜନ୍ମଦିନ ପାଳିବା ନିଶାରେ ସିନେମା ହଲରେ ବାଣ ଫୁଟାଇଲେ, ନିଆଁ ଲାଗିଗଲା

ହାଇଦ୍ରାବାଦ: ନିଜ ପ୍ରିୟ ଷ୍ଟାର ପାଇଁ ଅଧିକ ଉତ୍ସାହିତ ହୋଇଗଲେ ଶୁଭେଚ୍ଛୁ। ଜନ୍ମଦିନ ପାଳନ କରିବା ନିଶାରେ ଖୁସିରେ ପାଗଳ ହୋଇ ସିନେମା ହଲରେ ବାଣ ଫୁଟାଇ ଦେଲେ। ଫଳରେ ହଲରେ ନିଆଁ ଲାଗିଗଲା। ଆନ୍ଧ୍ରପ୍ରଦେଶରେ ଘଟିଛି ଏହି ଘଟଣା।  ଆଜି ସାଉଥ୍‌ ସୁପର ଷ୍ଟାର ପ୍ରଭାସଙ୍କର ଜନ୍ମଦିନ ଅବସରରେ ତାଙ୍କର ଏକ ଫିଲ୍ମ ‘ବିଲା’ର  ସ୍ୱତନ୍ତ୍ର ସ୍କ୍ରିନିଂ ପଶ୍ଚିମ ଗୋଦାବରୀ ଜିଲ୍ଲାର ଭେଙ୍କଟ ରମଣ ଥିଏଟରରେ ହୋଇଥିଲା। ଏହି ସମୟରେ ତାଙ୍କ ଫ୍ୟାନମାନେ ହଲ ଭିତରେ […]

pravas

pravas

Tapas Behera
  • Published: Monday, 24 October 2022
  • Updated: 24 October 2022, 06:20 PM IST

ହାଇଦ୍ରାବାଦ: ନିଜ ପ୍ରିୟ ଷ୍ଟାର ପାଇଁ ଅଧିକ ଉତ୍ସାହିତ ହୋଇଗଲେ ଶୁଭେଚ୍ଛୁ। ଜନ୍ମଦିନ ପାଳନ କରିବା ନିଶାରେ ଖୁସିରେ ପାଗଳ ହୋଇ ସିନେମା ହଲରେ ବାଣ ଫୁଟାଇ ଦେଲେ। ଫଳରେ ହଲରେ ନିଆଁ ଲାଗିଗଲା। ଆନ୍ଧ୍ରପ୍ରଦେଶରେ ଘଟିଛି ଏହି ଘଟଣା। 

ଆଜି ସାଉଥ୍‌ ସୁପର ଷ୍ଟାର ପ୍ରଭାସଙ୍କର ଜନ୍ମଦିନ ଅବସରରେ ତାଙ୍କର ଏକ ଫିଲ୍ମ ‘ବିଲା’ର  ସ୍ୱତନ୍ତ୍ର ସ୍କ୍ରିନିଂ ପଶ୍ଚିମ ଗୋଦାବରୀ ଜିଲ୍ଲାର ଭେଙ୍କଟ ରମଣ ଥିଏଟରରେ ହୋଇଥିଲା। ଏହି ସମୟରେ ତାଙ୍କ ଫ୍ୟାନମାନେ ହଲ ଭିତରେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଅଧିକ ଉତ୍ସାହିତ ହୋଇ ବାଣ ଫୁଟାଇ ଦେଇଥିଲେ। ଫଳରେ କେତେକ ସିଟ୍‌ରେ ନିଆଁ ଲାଗିଯାଇଥିଲା।

ଏହି ଘଟଣାରେ ମୃତାହତ ସୂଚନା ଆସି ନାହିଁ।  କିନ୍ତୁ ନିଆଁ ଲାଗିବା ପରେ ସିନେମା ହଲରେ ଆତଙ୍କ ଖେଳିଯାଇଥିଲା। ସିନେମା ହଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

`ବାହୁବଳି' ଫେମ ପ୍ରଭାସଙ୍କ ୪୩ ତମ ଜନ୍ମଦିନ ପାଳନ ପାଇଁ ହଲ୍‌ ଭିତରେ ଆୟୋଜନ କରାଯାଇଥିଲା। ହଲ୍‌ ଭିତରୁ ଆସିଥିବା ଏକ ଭିଡିଓ ଫୁଟେଜରୁ  ଫ୍ୟାନମାନେ ପ୍ରଭାସଙ୍କ ଜନ୍ମଦିନ ସେଲିବ୍ରେସନ ପାଇଁ କେକ୍ ଓ କ୍ୟାଣ୍ଡେଲ ଆଣିଥିବା ଦେଖିବାକୁ ମିଳିଛି। ସେହିପରି କେକ୍ କାଟିବା ବେଳେ ଫ୍ୟାନମାନେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି। ଫଳରେ ହଠାତ୍‌ ନିଆଁ ବ୍ୟାପି ସିନେମା ହଲରେ ଅନେକ ସିଟ୍‌ ଜଳିଯାଇଥିଲା। ଦର୍ଶକମାନେ ଭୟଭୀତ ହୋଇ ବାହାରକୁ ଧାଇଁଥିଲେ। ସମଗ୍ର ହଲ ଧୂଆଁମୟ ହୋଇପଡ଼ିଥିଲା। ତେବେ ଏଥିରେ କେହି ମୃତାହତ ହେବାର ରିପୋର୍ଟ ଆସି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story