ଘରୋଇ ସ୍କୁଲର ରାଜସ୍ୱ କମିଛି, ଶିକ୍ଷକଙ୍କ ଦରମା କଟିଛି

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଅନେକ ସଂସ୍ଥା ପ୍ରଭାବିତ ହୋଇଛି। ଯଦିଓ ସ୍କଲରେ ପାଠ ପଢ଼ା ଅନ୍ ଲାଇନ୍ ଜାରି ରହିଥିଲା କିନ୍ତୁ ଘରୋଇ ସ୍କୁଲର ରାଜସ୍ୱ କମିଥିବା ବେଳେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଦରମା ମଧ୍ୟ କଟିଛି। ଦେଶର ସ୍କୁଲ ଶିକ୍ଷା ଉପରେ ସର୍ବେକ୍ଷଣ କରୁଥିବା ଏନଜିଓ ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (ସିଏସଏଫ) ଏହି ସୂଚନା ଦେଇଛି। ଏକ ଅଧ୍ୟୟନ ଜରିଆରେ ସିଏସଏଫ ଏହି ରିପୋର୍ଟ ପ୍ରକାଶ କରିଛି। ଅଧ୍ୟୟନ ବେଳେ ୨୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ […]

pvt-school

pvt-school

Subhransu Sekhar
  • Published: Sunday, 25 July 2021
  • Updated: 25 July 2021, 06:32 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଅନେକ ସଂସ୍ଥା ପ୍ରଭାବିତ ହୋଇଛି। ଯଦିଓ ସ୍କଲରେ ପାଠ ପଢ଼ା ଅନ୍ ଲାଇନ୍ ଜାରି ରହିଥିଲା କିନ୍ତୁ ଘରୋଇ ସ୍କୁଲର ରାଜସ୍ୱ କମିଥିବା ବେଳେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଦରମା ମଧ୍ୟ କଟିଛି। ଦେଶର ସ୍କୁଲ ଶିକ୍ଷା ଉପରେ ସର୍ବେକ୍ଷଣ କରୁଥିବା ଏନଜିଓ ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (ସିଏସଏଫ) ଏହି ସୂଚନା ଦେଇଛି। ଏକ ଅଧ୍ୟୟନ ଜରିଆରେ ସିଏସଏଫ ଏହି ରିପୋର୍ଟ ପ୍ରକାଶ କରିଛି। ଅଧ୍ୟୟନ ବେଳେ ୨୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ୍ କରାଯ।ଇଥିବା ବେଳେ ୧,୧୦୦ରୁ ଅଧିକ ଅଭିଭାବକ, ସ୍କୁଲ ପ୍ରସାସକ ଏବଂ ଶିକ୍ଷକଙ୍କୁ ସାମିଲ୍ କରାଯାଇଥିଲା।

ସର୍ଭେରୁ ଜଣାପଡ଼ିଛି ୫୫ ପ୍ରତିଶତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା କଟିଛି। ଚଳିତ ଶିକ୍ଷାବର୍ଷରେ ଆଡମିଶନ ମଧ୍ୟ କମି ଯାଇଛି। ରିପୋର୍ଟରେ କୁହାଯାଇଛି ଅଧିକାଂଶ ସ୍କୁଲର ରାଜସ୍ୱ ୨୦-୨୫ ପ୍ରତିଶତ କମିଯାଇଛି। କିନ୍ତୁ ଯେଉଁଭଳି ଭାବରେ ରାଜସ୍ୱ ଆଦାୟ ହେଉଛି ସେ ତୁଳନାରେ ଖର୍ଚ୍ଚ କମିନି। ଯେଉଁଥିପାଇଁ ଏବେ ସ୍କୁଲ ଚଳାଇବା କାଠିକର ହୋଇଯାଇଛି।

ଅଭିଭାବକମାନେ ଠିକ୍ ସମୟରେ ପିଲାଙ୍କ ଦେୟ ଠିକ୍ ଭାବରେ ଦେଉନଥିବାରୁ ରାଜସ୍ୱ କମିଛି ବୋଲି କୁହାଯାଇଛି। ମୁଖ୍ୟତଃ ସହରାଞ୍ଚଳରେ ଥିବା ସ୍କୁଲରେ ଏପରି ଅସୁବିଧା ଦେଖିବାକୁ ମିଳିଛି। ନୂଆ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଆଡମିଶନ ସଂଖ୍ୟା କମିଯାଇଛି। ତେଣୁ ୭୭ ପ୍ରତିଶତ ସ୍କୁଲ ଏବେ ଆଗକୁ ବଢ଼ିବା ପାଇଁ ଆର୍ଥିକ ସହାୟତା ଆବଶ୍ୟକ କରୁଛନ୍ତି। ହେଲେ ଏମାନେ ଋଣ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। କେବଳ ତିନି ପ୍ରତିଶତ ଲୋକ ଋଣ ନେଇଥିବା ବେଳେ ୫ ପ୍ରତିଶତ ସ୍କୁଲ ଋଣ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି।

ଲକଡାଉନ୍ ସମୟରେ ବେସରକାରୀ ସ୍କୁଲରେ ୫୫ ପ୍ରତିଶତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟତଃ ଅଭିଭାବକ ମାନେ ସ୍କୁଲ ଫି’ ଦେବାରେ କୁଣ୍ଠାବୋଧ କରିବାରୁ ଏପରି ସମସ୍ୟା ଉପୁଜିଛି। ସେହିପରି ଦରମା ନକାଟି ୬୫ ପ୍ରତିଶତ ଶିକ୍ଷକଙ୍କ ବେତନ ଉପରେ ରୋକ୍ ଲଗାଯାଇଥିଲା। ଅଧିକ ସ୍କୁଲ ଫି’ ନେଉଥିବା ସ୍କୁଲଗୁଡ଼ିକ ମଧ୍ୟ ୩୭ ପ୍ରତିଶତ ଶିକ୍ଷକଙ୍କ ଦରମା ଉପରେ ରୋକ୍ ଲଗାଇଥିଲେ। ୫୪ ପ୍ରତିଶତ ଶିକ୍ଷକଙ୍କର ଅନ୍ୟ କୌଣସି ରୋଜଗାରର ଉତ୍ସ ନଥିବାବେଳେ ୩୦ ପ୍ରତିଶତ ଶିକ୍ଷକ କିନ୍ତୁ ନିଜ ପେଶାରେ ରହିଛନ୍ତି। ଏଥି ସହିତ ଅତି କମରେ ୭୦ ପ୍ରତିଶତ ଅଭିଭାବକ କହିଛନ୍ତି ଯେ ସ୍କୁଲ ଫି’ ପୂର୍ବ ପରି ସମାନ ରହିଛି। କେବଳ ୫୦ ପ୍ରତିଶତ ଅଭିଭାବକ ଏହି ଫି’ ପ୍ରଦାନ କରୁଛନ୍ତିଯ ଯାହାକି ସ୍କୁଲର ରାଜସ୍ୱ ହ୍ରାସର ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story