ଦୁଇଟି ଆସନରୁ ଲଢ଼ିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦୁଇଟି ଆସନରୁ ଲଢ଼ିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ବର୍ଣ୍ଣାଲ ଜିଲ୍ଲାର ଭଦୌରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି। ଉଭୟେ ଆସନ ବିଧାନସଭା ନିର୍ବାଚନ ପାଇଁ ସଂରକ୍ଷିତ ରହିଛି।  ଆସନ୍ତା କାଲି ଦିନ ୧୧ଟାରେ ଚନ୍ନି ଭଦୌରର ଆସନ ପାଇଁ […]

Charanjit Singh Channi

Charanjit Singh Channi

Tapas Behera
  • Published: Sunday, 30 January 2022
  • Updated: 30 January 2022, 09:21 PM IST

Sports

Latest News

ଅମୃତସର: ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦୁଇଟି ଆସନରୁ ଲଢ଼ିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ବର୍ଣ୍ଣାଲ ଜିଲ୍ଲାର ଭଦୌରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି। ଉଭୟେ ଆସନ ବିଧାନସଭା ନିର୍ବାଚନ ପାଇଁ ସଂରକ୍ଷିତ ରହିଛି।  ଆସନ୍ତା କାଲି ଦିନ ୧୧ଟାରେ ଚନ୍ନି ଭଦୌରର ଆସନ ପାଇଁ  ପ୍ରାର୍ଥିପତ୍ର ଦାଖଲ କରିବେ।

୨୦୦୭ ନିର୍ବାଚନରେ ଚନ୍ନି ପ୍ରଥମଥର ପାଇଁ ଚମକୌର ସାହିବ ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ ଚନ୍ନି। ଏହା ପରେ ସେ ଦୀର୍ଘ ଦିନ  ଉକ୍ତ ଆସନକୁ ନିଜ ଅକ୍ତିଆରରେ ରଖି ଆସିଛନ୍ତି। କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଚନ୍ନି ମନ୍ତ୍ରୀ ପଦ ପାଇଥିଲେ। ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ଚନ୍ନି ବିରୋଧୀ ଦଳ ନେତା ଭାବେ ସେବା ଯୋଗେଇ ଦେଇ ଆସିଛନ୍ତି। ପଞ୍ଜାବର ପ୍ରଥମ ଦଳିତ ନେତା ଭାବେ ଚନ୍ନି ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ ହୋଇଛନ୍ତି।

ଗତ ବର୍ଷ ସେପ୍ଟେମ୍ବରରେ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ସେ ପଞ୍ଜବାରେ ମୁଖମନ୍ତ୍ରୀ ପଦରେ ନିଯୁକ୍ତି ହୋଥିଲେ। କଂଗ୍ରେସର ଏହି ଘୋଷଣା ପରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ମୁଁ କହିଥିଲି ଯେ ଆମର ସର୍ଭେ ଅନୁଯାୟୀ ଚନ୍ନି ଚମକୌର ସାହେବରୁ ନିର୍ବାଚନ ଲଢ଼ିଲେ ହାରିବେ। ଆଜି ସେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଂଗ୍ରେସ ଘୋଷଣା କରିଛି। ଏହାର ଅର୍ଥ ଆମର ସର୍ଭେ ସତ ହୋଇଛି ବୋଲି ସେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story