ଏଡିନ୍‌ବର୍ଗ ଗଲା ରାଣୀ ଏଲିଜାବେଥଙ୍କ ମରଶରୀର

ନୂଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥଙ୍କ କଫିନ୍ ସ୍କଟଲାଣ୍ଡର ବାଲ୍ମୋରାଲରୁ ବାହାରି ଏଡିନ୍‌ବର୍ଗ ପର୍ଯ୍ୟନ୍ତ ଯାଇଛି। ଏହା ପରେ ଲଣ୍ଡନ ଅଣାଯିବ। ଆସନ୍ତା ୧୯ ତାରିଖରେ କରାଯିବ ଅନ୍ତ୍ୟେଷ୍ଟି ହେବ।  ଏହା ପୂର୍ବରୁ ରାଣୀଙ୍କ ମରଶରୀର ଥିବା କଫିନ୍ ୱେଷ୍ଟମିନିଷ୍ଟର ହଲରେ ରହିବ।  ସ୍କଟଲ୍ୟାଣ୍ଡସ୍ଥିତ ଗ୍ରୀଷ୍ମକାଳୀନ ରାଜପ୍ରାସାଦ ବାଲ୍ମୋରାଲରେ ଗତ ୯ ତାରିଖରେ ରାଣୀ ଏଲିଜାବେଥଙ୍କର ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ବ୍ରିଟେନ୍ ୧୦ ଦିନ ବ୍ୟାପି ଶୋକ ପାଳନ କରୁଛି । ଅନ୍ୟପଟେ ଆଜି ଭାରତରେ […]

90

90

Tapas Behera
  • Published: Sunday, 11 September 2022
  • Updated: 11 September 2022, 07:28 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥଙ୍କ କଫିନ୍ ସ୍କଟଲାଣ୍ଡର ବାଲ୍ମୋରାଲରୁ ବାହାରି ଏଡିନ୍‌ବର୍ଗ ପର୍ଯ୍ୟନ୍ତ ଯାଇଛି। ଏହା ପରେ ଲଣ୍ଡନ ଅଣାଯିବ। ଆସନ୍ତା ୧୯ ତାରିଖରେ କରାଯିବ ଅନ୍ତ୍ୟେଷ୍ଟି ହେବ।  ଏହା ପୂର୍ବରୁ ରାଣୀଙ୍କ ମରଶରୀର ଥିବା କଫିନ୍ ୱେଷ୍ଟମିନିଷ୍ଟର ହଲରେ ରହିବ।  ସ୍କଟଲ୍ୟାଣ୍ଡସ୍ଥିତ ଗ୍ରୀଷ୍ମକାଳୀନ ରାଜପ୍ରାସାଦ ବାଲ୍ମୋରାଲରେ ଗତ ୯ ତାରିଖରେ ରାଣୀ ଏଲିଜାବେଥଙ୍କର ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ବ୍ରିଟେନ୍ ୧୦ ଦିନ ବ୍ୟାପି ଶୋକ ପାଳନ କରୁଛି । ଅନ୍ୟପଟେ ଆଜି ଭାରତରେ ଦିନିକିଆ ଶୋକ ପାଳନ କରାଯାଉଛି। ଏଥିପାଇଁ ସବୁ ସରକାରୀ ଅଫିସର୍‌ରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ଲାଲ୍‌ କିଲ୍ଲା ଓ ରାଷ୍ଟ୍ରପତି ଭବନରେ ବି ଲାଗିଥିବା ପତାକାକୁ ଅର୍ଦ୍ଧନମିତ କରାଯାଇଛି।

ସେପ୍ଟେମ୍ବର ୮ ତାରିଖରେ ବ୍ରିଟେନ୍‌ରେ ରାଣୀ ଏଲିଜାବେଥ ଦ୍ୱିତୀୟ ସ୍କଟଲାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଶ୍ୱର ଅନେକ ବଡ଼ ବଡ଼ ନେତା ଶୋକ ପ୍ରକାଶ କରିଥିଲେ।  ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଏଲିଜାବେଥ୍ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ ।

ବ୍ରିଟେନରେ ସବୁଠୁ ଅଧିକ ଦିନ ଶାସନ କରିବାର ତାଙ୍କ ନାମରେ ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story