ବିନା ପରୀକ୍ଷାରେ ରେଲୱେରେ ଚାକିରି ସୁଯୋଗ, ୩ ହଜାର ପଦବୀ ପୂରଣ ହେବ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୩ ହଜାରରୁ ଅଧିକ ପଦବୀ ବିନା ପରୀକ୍ଷାରେ ପୂରଣ କରାଯିବ। ୧୫ରୁ ୨୪ ବର୍ଷ ବୟସ୍କ ଯୁବକ ଏହି ପଦବୀ ନିମନ୍ତେ ଅବେଦନ କରିପାରିବେ। ବୟସ ସୀମାରେ ଓବିସି ବର୍ଗଙ୍କ ନିମନ୍ତେ ୩ ବର୍ଷ, ଏସ୍‌ସି/ଏସ୍‌ଟି ବର୍ଗ ନିମନ୍ତେ ୫ ବର୍ଷ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ୧୦ ବର୍ଷର ଛାଡ଼ ଦିଆଯାଇଛି। ଆବେଦନର ଚୂଡାନ୍ତ ସମୟ ଚଳିତ ମାସ ୩୧ ତାରିଖ ରହିଛି। ଇଚ୍ଛୁକ ବ୍ୟକ୍ତି sr.indianrailways.gov.in କୁ […]

job

job

Niranjan Mishra
  • Published: Tuesday, 04 October 2022
  • Updated: 04 October 2022, 09:45 AM IST

Sports

Latest News

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୩ ହଜାରରୁ ଅଧିକ ପଦବୀ ବିନା ପରୀକ୍ଷାରେ ପୂରଣ କରାଯିବ। ୧୫ରୁ ୨୪ ବର୍ଷ ବୟସ୍କ ଯୁବକ ଏହି ପଦବୀ ନିମନ୍ତେ ଅବେଦନ କରିପାରିବେ। ବୟସ ସୀମାରେ ଓବିସି ବର୍ଗଙ୍କ ନିମନ୍ତେ ୩ ବର୍ଷ, ଏସ୍‌ସି/ଏସ୍‌ଟି ବର୍ଗ ନିମନ୍ତେ ୫ ବର୍ଷ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ୧୦ ବର୍ଷର ଛାଡ଼ ଦିଆଯାଇଛି। ଆବେଦନର ଚୂଡାନ୍ତ ସମୟ ଚଳିତ ମାସ ୩୧ ତାରିଖ ରହିଛି।

ଇଚ୍ଛୁକ ବ୍ୟକ୍ତି sr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ରେଲୱେ ରିକ୍ୟୁଟମେଣ୍ଟ ସେଲ୍ ପକ୍ଷରୁ ଦକ୍ଷିଣ ରେଲୱେର handyman ପଦବୀ ନିମନ୍ତେ ଏହି ନିଯୁକ୍ତି କରାଯାଉଛି। ମୋଟ ୩୧୫୦ ପଦବୀ ପୂରଣ ବିଜ୍ଞପ୍ତି ବାହାରିଛି। ୩ଟି ପର୍ଯ୍ୟାୟରେ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ।

ଯାହା ଭିତରେ ଫିଟର, ବେଲ୍ଡର, କାରପେଣ୍ଟର, ପେଣ୍ଟର, ଟର୍ନର, ଇଲେକ୍ଟ୍ରିସିଆନ ସମେତ ବିଭିନ୍ନ ଟ୍ରେଡ୍ ରହିଛି। ଚଳିତ ମାସ ପହିଲାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।  ସାଧାରଣ ବର୍ଗର ଇଚ୍ଛୁକ ଆବେଦନକାରୀ ଏହି ପଦବୀ ପାଇଁ ଆବଦନ ନିମନ୍ତେ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି ଓ ମହିଳା ଆବେଦନକାରୀଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ନିଯୁକ୍ତି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବା ପରେ ଆବେଦନକାରୀଙ୍କୁ ବର୍ଷେରୁ ଦୁଇ ବର୍ଷ ତାଲିମ ନେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story