ଜୟପୁର: ବିରଳ ଚିତା ବାଘ ଠାବ। ରାଜସ୍ତାନର ପାଲି ଜିଲ୍ଲାର ସ୍ଥାନୀୟ ଲୋକେ ଆରାବଳି ପାହାଡର ରଣକପୁର ଅଞ୍ଚଳରେ ଏକ ବିରଳ 'ଗୋଲାପୀ ଚିତାବାଘ'( pink) ଦେଖିଥିବା କହିଛନ୍ତ । ଦେଶରେ ପିଙ୍କ କଲରର ଚିତାବାଘ ଠାବ ହେବା ପ୍ରଥମ।
ଏହାପୂର୍ବରୁ ଆଫ୍ରିକାରେ ୨୦୧୨ରେ ପିଙ୍କ କୋଟ କଲରର ଏକ ଚିତାବାଘ ଠାବ ହୋଇଥିଲା। ଯାହା ସ୍ୱାଭାବିକ୍ ଭାବେ ହଳଦିଆ ଏବଂ ବାଦାମୀ ରଙ୍ଗଠାରୁ ଭିନ୍ନ ଥିଲା।
୨୦୧୯ରେ ମଧ୍ୟ ଆଫ୍ରିକାରେ ପୁନର୍ବାର ଏହି ରଙ୍ଗର ବାଘ ଦେଖିବାକୁ ମିଳିଥିଲା। ତେବେ ରାଜସ୍ତାନର ଏହି ବାଘର ଫଟୋ ମଧ୍ୟ ଉତ୍ତୋଳନ କରାଯାଇଛି। ସେହି ବାଘକୁ ସୁରକ୍ଷା ଦେବା ଆମର ଦାୟତ୍ୱ ବୋଲି ବନ ସଂରକ୍ଷକ କହଇନ୍ତି। ସେ ବାଘ ଯେମତି ଶିକାର ନହୁଏ ଆମେ ନଜର ରଖିବୁ। ୬୦୦ ବର୍ଗ କିଲୋମିଟର ପରିଧିରେ କୁମ୍ବଲଗଡ ଜଙ୍ଗଲ ଆରାବଳି ପାର୍ବତ୍ୟ ଅଞ୍ଚଳକୁ ବ୍ୟାପିଛି। ଏହି ଜଙ୍ଗଲରେ ଚିତାବାଘ, ବିରଳ ଗଧିଆ, ସମ୍ୱର ଏବଂ ଅନ୍ୟ ବନ୍ୟଯନ୍ତୁଙ୍କର ଚଳପ୍ରଚଳ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।