ରେପୋରେଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ  

ମୁମ୍ବାଇ : ରେପୋରେଟ୍‌ ବୃଦ୍ଧି କଲା ଆରବିଆଇ। ଶୁକ୍ରବାର ଆରବିଆଇ ପକ୍ଷରୁ ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଛି। ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା  କୁହାଯାଇଛି। ଶେଷଥର ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍ ହ୍ରାସ କରାଯାଥିଲା। ସେତେବେଳେ  କୋଭିଡ୍‌ ଓ ଲକଡାଉ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋରେଟ ହ୍ରାସ କରାଯାଇଥିଲା। । ଏହାର ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ମେ’ […]

RBI

RBI

Tapas Behera
  • Published: Friday, 05 August 2022
  • Updated: 05 August 2022, 11:26 AM IST

Sports

Latest News

ମୁମ୍ବାଇ : ରେପୋରେଟ୍‌ ବୃଦ୍ଧି କଲା ଆରବିଆଇ। ଶୁକ୍ରବାର ଆରବିଆଇ ପକ୍ଷରୁ ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଛି। ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା  କୁହାଯାଇଛି। ଶେଷଥର ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍ ହ୍ରାସ କରାଯାଥିଲା। ସେତେବେଳେ  କୋଭିଡ୍‌ ଓ ଲକଡାଉ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋରେଟ ହ୍ରାସ କରାଯାଇଥିଲା। । ଏହାର ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ମେ’ ୪ ତାରିଖ ପର୍ଯ୍ୟନ୍ତ ସୁଦ୍ଧହାର ଅପରିବର୍ତ୍ତିତ ରଖାଯାଥିଲା।  ରେପୋ ରେଟ ବଢ଼ାଇବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ  ।

ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି  । ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା  ଏହାକୁ ଦେଖି ମନ୍ଥଲି ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା  ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ ।  ତେବେ ରେପୋରେଟ ବଢ଼ାଇବା ପରେ  ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ ।

ସେହିପରି ୨୦୨୩-୨୪ରେ ମୁଦ୍ରାସ୍ପିତି ୫ ପ୍ରତିଶତକୁ ଖସି ଆସିବ ବୋଲି ଆକଳନ କରାଯାଇଛି । ସେହିପରି ୨୦୨୨-୨୩ରେ ଜିଡିପି ଅବିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେବେ ୨୦୨୩-୨୪ର ପ୍ରଥମାର୍ଧରେ ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଛି। ଏବେ ରେପୋ ରେଟ୍‌ ବଢିବା ପରେ ଋଣ ଏବଂ ଇଏମଆଇ ଉପରେ ନିଶ୍ଚିତ ରୂପେ ପ୍ରଭାବ ପଡିବ । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ପିତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି । କିଛି ଦିନ ହେଲା ଦେଶରେ ସବୁ ପ୍ରତ୍ୟକ ଜିନିଷର ଦରଦାମ ବଢି ଚାଲିଛି । ଏପରିକି ଏପ୍ରିଲ ୨୦୨୨ରେ ଖୁଚରା ମୁଦ୍ରାସ୍ପିତି ୭ ଦଶମିକ ୮ ପ୍ରତିଶତ ଛୁଇଁଛି ।  କିଛି ବର୍ଷ ହେବ ଦରଦାମ ବୃଦ୍ଧି କାରଣରୁ ହିଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ ବଢାଇବା ନେଇ ଘୋଷଣା କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story