ଜୁନ୍ ୨୧ରୁ ଖୋଲିବ ମଲ୍ ଓ ରେଷ୍ଟୁରାଣ୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ରାଜ୍ୟର ସମସ୍ତ ୭୫ ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ ଜୁନ୍ ୨୧ ତାରିଖରୁ ଦୁଇ ଘଣ୍ଟା ଅତିରିକ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, ନାଇଟ୍ କର୍ଫ୍ୟୁ ଆସନ୍ତା ସୋମବାରଠାରୁ ରାତି ୯ଟାରୁ ସକାଳ ୭ଟା ଯାଏ ରହିବ । ଏଯାଏ ସନ୍ଧ୍ୟା ୭ଟାରୁ ସଳା ୭ଟା ଯାଏ କରୋନା କର୍ଫ୍ୟୁ ଜାରି ରହିଛି । ମଙ୍ଗଳବାର କୋଭିଡ-୧୯ ମ୍ୟାନେଜମେଣ୍ଟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା କର୍ଫ୍ୟୁରେ […]

up

up

Ranjit Kumar Jena
  • Published: Tuesday, 15 June 2021
  • Updated: 15 June 2021, 09:53 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ରାଜ୍ୟର ସମସ୍ତ ୭୫ ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ ଜୁନ୍ ୨୧ ତାରିଖରୁ ଦୁଇ ଘଣ୍ଟା ଅତିରିକ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, ନାଇଟ୍ କର୍ଫ୍ୟୁ ଆସନ୍ତା ସୋମବାରଠାରୁ ରାତି ୯ଟାରୁ ସକାଳ ୭ଟା ଯାଏ ରହିବ । ଏଯାଏ ସନ୍ଧ୍ୟା ୭ଟାରୁ ସଳା ୭ଟା ଯାଏ କରୋନା କର୍ଫ୍ୟୁ ଜାରି ରହିଛି । ମଙ୍ଗଳବାର କୋଭିଡ-୧୯ ମ୍ୟାନେଜମେଣ୍ଟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା କର୍ଫ୍ୟୁରେ ଆଉ ଦୁଇ ଘଣ୍ଟା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ନବନୀତ ସେହଗଲ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ଆସନ୍ତା ସୋମବାର ଅର୍ଥାତ୍ ଜୁନ୍ ୨୧ ତାରିଖରୁ କରୋନା କର୍ଫ୍ୟୁ କୋହନ କରାଯିବ । କୋଭିଡ୍ ପ୍ରୋଟୋକଲ ଅନୁପାଳନ ସହ ୫୦ ପ୍ରତିଶତ କ୍ଷମତା ସହ ରେଷ୍ଟୁରାଣ୍ଟ ଓ ମଲ୍ ଖୋଲାଯାଇପାରିବ ।

ସେ କହିଛନ୍ତି ଯେ ଏହିପରି ଭାବେ ପାର୍କ, ଷ୍ଟ୍ରିଟ୍ ଫୁଡ ଆଦି ଚଲାଇବା ପାଇଁ ଅନୁମତି ଦିଆଯିବ । ଏସବୁ ସ୍ଥାନରେ କୋଭିଡ୍ ହେଲପ୍ ଡେସ୍କର ସ୍ଥାପନା ବାଧ୍ୟତାମୂଳକ ହେବ ଏବଂ ନୂଆ ବ୍ୟବସ୍ଥା ସମ୍ବନ୍ଧିତ ବିସ୍ତୁତ ଗାଇଡଲାଇନ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଜାରି କରିଦିଆଯିବ।

ସୂଚନାଯୋଗ୍ୟ, ଜୁନ୍ ୯ ତାରିଖରୁ ରାଜ୍ୟରେ ଅନଲକ୍ ଲାଗୁ ହେବା ପରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ବଜାର ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ପୂର୍ବପରି ରାତ୍ରକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ। ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ରହିବ । ହେଲେ ଅନଲକରେ ଶପିଂ ମଲ୍, ଜିମ୍, ସ୍ପା ସେଣ୍ଟର, ସିନେମା ହଲ୍‌, ମଲ୍ଟି ପ୍ଲେକ୍ସ, କୋଚିଂ ସେଣ୍ଟର, ସ୍କୁଲ ଓ କଲେଜ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story