ଶାସକ ବିଜେପିକୁ ଶକ୍ତ ଝଟକା: ଆଦିବାସୀ ପରିଷଦ ନିର୍ବାଚନରେ ହାରିଲା ଦଳ

ଅଗରତାଲା: ତ୍ରିପୁରାରେ କ୍ଷମତାସୀନ ବିଜେପି ଓ ତା’ର ସହଯୋଗୀମାନଙ୍କୁ ଶକ୍ତ ଝଟକା ଲାଗିଛି। ବିଜେପି ଓ ଆଇପିଏଫଟିକୁ ଆଦିବାସୀ ପରିଷଦ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱଂୟଶାସିତ ଜିଲ୍ଲା ପରିଷଦ ନିର୍ବାଚନରେ ଏକତରଫା ଭାବେ ନୂଆ କରି ଗଢ଼ି ଉଠିଥିବା ଟିଆଇପିଆରଏ ବଡ଼ ବିଜୟ ହାସଲ କରିଛି। ପରିଷଦର ୨୮ଟି ଆସନରୁ ଟିଆଇପିଆରଏ ୧୮ଟିରେ ବାଜିମାତ କରିଛି। ବିଜେପି ଓ ଏହାର ମେଣ୍ଟ ୯ଟିରେ ଜିତିଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। […]

BJP

BJP

Hemant Lenka
  • Published: Saturday, 10 April 2021
  • Updated: 12 April 2021, 01:31 PM IST

Sports

Latest News

ଅଗରତାଲା: ତ୍ରିପୁରାରେ କ୍ଷମତାସୀନ ବିଜେପି ଓ ତା’ର ସହଯୋଗୀମାନଙ୍କୁ ଶକ୍ତ ଝଟକା ଲାଗିଛି। ବିଜେପି ଓ ଆଇପିଏଫଟିକୁ ଆଦିବାସୀ ପରିଷଦ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱଂୟଶାସିତ ଜିଲ୍ଲା ପରିଷଦ ନିର୍ବାଚନରେ ଏକତରଫା ଭାବେ ନୂଆ କରି ଗଢ଼ି ଉଠିଥିବା ଟିଆଇପିଆରଏ ବଡ଼ ବିଜୟ ହାସଲ କରିଛି।

ପରିଷଦର ୨୮ଟି ଆସନରୁ ଟିଆଇପିଆରଏ ୧୮ଟିରେ ବାଜିମାତ କରିଛି। ବିଜେପି ଓ ଏହାର ମେଣ୍ଟ ୯ଟିରେ ଜିତିଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ସେହିପରି ଗତଥର ପରିଷଦ ନିର୍ବାଚନ ଜିତିଥିବା ବାମଦଳ ଖାତା ଖୋଲି ପାରିନାହିଁ। କଂଗ୍ରେସ ମଧ୍ୟ ନିରାଶ ହୋଇଛି।

ଗତବର୍ଷ ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସର ଭିନ୍ନ ଆଭିମୁଖ୍ୟକୁ ବିରୋଧ କରି ଦଳ ଛାଡ଼ିଥିବା ପ୍ରଦ୍ୟୋତ ମାଣିକ୍ୟ ଦେବ ବର୍ମନ ହିଁ ଟିଆଇପିଆରଏ ଗଠନ କରିଥିଲେ। ତାଙ୍କ ନେତୃତ୍ୱରେ ଟିଆଇପିଆରଏ ପରିଷଦ ନିର୍ବାଚନରେ ବିଜୟୀ ହୋଇଛି।

ପରିଷଦରେ ମୋଟ ୩୦ ଜଣ ସଦସ୍ୟ ରହିଥାଆନ୍ତି। ୨୮ ଜଣ ସିଧାସଳଖ ନିର୍ବାଚିତ ହେଉଥିବା ବେଳେ ଆଉ ୨ ଜଣଙ୍କୁ ରାଜ୍ୟପାଳ ମନୋନୀତ କରନ୍ତି। ତ୍ରିପୁରାର ୨୦ଟି ଆଦିବାସୀ ବହୁଳ ବିଧାନସଭା ନିର୍ବାଚନ ମଣ୍ଡଳିରେ ଏହି ୩୦ଟି ଆସନ ରହିଛି। ୨୦୧୫ ମେ’ ମାସରେ ଅନୁଷ୍ଠିତ ସ୍ୱଂୟଶାସିତ ଜିଲ୍ଲା ପରିଷଦ ନିର୍ବାଚନରେ ସିପିଆଇଏମ ନେତୃତ୍ୱାଧୀନ ବାମ ମେଣ୍ଟ ୩୦ରୁ ୨୫ଟି ଆସନ ଜିତିଥିଲା। ୨୦୧୮ରେ ବିଜେପି ଓ ଆଇପିଏଫଟି ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଏହି ଆଦିବାସୀ ବହୁଳ ୨୦ଟି ଆସନରୁ ମେଣ୍ଟ ୧୮ରେ ଜିତିଥିଲା। କିନ୍ତୁ ୩ ବର୍ଷ ପରେ ସବୁ କିଛି ବଦଳି ଯାଇଛି।

ଚଳିତ ବର୍ଷ ଏପ୍ରିଲ ୬ରେ ପରିଷଦ ପାଇଁ ଭୋଟ ହୋଇଥିଲା। ଆଜି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story