ଆସନ୍ତା ଫେବୃଆରୀ ସୁଦ୍ଧା ଭାରତକୁ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଦେବ ରୁଷ

ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧରେ ଘମାଘୋଟ ଯୁଦ୍ଧ ଚଳାଇଥିବା ରୁଷ ଆସନ୍ତା ଫେବୃଆରୀ ସୁଦ୍ଧା ଭାରତକୁ ତୃତୀୟ ୟୁନିଟ୍ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଦେବ। ଭାରତୀୟ ତଦାରଖ ଦଳ ଏହି ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଦେଖିବା ନିମନ୍ତେ ରୁଷରେ ପହଞ୍ଚି ସାରିଛନ୍ତି। ବୟୁସେନାର ଅଧିକାରୀମାନେ ଏହି ତଦାରଖ ଦଳରେ ସାମିଲ ଅଛନ୍ତି। ଏହି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଉଭୟ ଆକାଶ ଓ ଜଳପଥ ଯୋଗେ ଭାରତ ପହଞ୍ଚିବ। ରୁଷ ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀରୁ ଫେବୃଆରୀ ଭିତରେ […]

mis

mis

Niranjan Mishra
  • Published: Saturday, 24 December 2022
  • Updated: 25 December 2022, 07:41 AM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧରେ ଘମାଘୋଟ ଯୁଦ୍ଧ ଚଳାଇଥିବା ରୁଷ ଆସନ୍ତା ଫେବୃଆରୀ ସୁଦ୍ଧା ଭାରତକୁ ତୃତୀୟ ୟୁନିଟ୍ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଦେବ। ଭାରତୀୟ ତଦାରଖ ଦଳ ଏହି ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଦେଖିବା ନିମନ୍ତେ ରୁଷରେ ପହଞ୍ଚି ସାରିଛନ୍ତି। ବୟୁସେନାର ଅଧିକାରୀମାନେ ଏହି ତଦାରଖ ଦଳରେ ସାମିଲ ଅଛନ୍ତି। ଏହି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଉଭୟ ଆକାଶ ଓ ଜଳପଥ ଯୋଗେ ଭାରତ ପହଞ୍ଚିବ।

ରୁଷ ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀରୁ ଫେବୃଆରୀ ଭିତରେ ଏହି ମିସାଇଲ ସିଷ୍ଟମକୁ ତୃତୀୟ ଦଫାରେ ଭାରତକୁ ଯୋଗାଇ ଦିଆଯିବ। ଏହି ମିସାଇଲ ସିଷ୍ଟମ ୪୦୦ କିଲୋମିଟର ରେଞ୍ଜ ଭିତରେ ଯେକୌଣସି ଯୁଦ୍ଧ ବିମାନକୁ ମାରି ଧ୍ୱଂସ କରିଦେବ।

ଅତ୍ୟାଧୁନିକ ଏହି ମିସାଇଲ ସିଷ୍ଟମ କିଣିବା ନିମନ୍ତେ ଭାରତ ୩୫ ହଜାର କୋଟି ଟଙ୍କା ବ୍ୟୟ ନିମନ୍ତେ ଚୁକ୍ତି କରିଛି। ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଚୁକ୍ତି ମୁତାବକ ମିସାଇଲ ସିଷ୍ଟମ ଭାରତକୁ ରୁଷ ଦେଉଥିବା ଜଣାପଡ଼ିଛି। ଏହା ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବା ସହ ଯୁଦ୍ଧ ସମୟରେ ଗେମ୍ ଚେଞ୍ଜର ଭୂମିକା ନେବ। ଭାରତୀୟ ସେନାରେ ଗତ କିଛି ବର୍ଷ ଭିତରେ ସାମିଲ ହୋଇଥିବା ଏମ୍‌ଆର-ସାମ୍ ଓ ଆକାଶ ମିସାଇଲ ସିଷ୍ଟମ ସମେତ ଇସ୍ରାଇଲର ସ୍ପାଇଡର ମିସାଇଲ ଯୋଡ଼ି ହେବା ପରେ ଏହା ଶତ୍ରୁପକ୍ଷରେ ହୃଦସ୍ପନ୍ଦନ ବଢ଼ାଇଛି।

ସେପଟେ ଭାରତ ଓ ଚାଇନା ଏସ୍‌-୪୦୦ ମିସାଇଲ୍ ସିଷ୍ଟମ ପାଇବା ପରେ ଏହା ଏଲ୍‌ଏସି ନିକଟରେ ମୁତୟନ କରିବାକୁ ପଦକ୍ଷେପ ନେଇଛନ୍ତି। ଭାରତ ଏହି ମିସାଇଲ୍ ସିଷ୍ଟମ ଜରିଆରେ ଚାଇନାର ପୂର୍ବ ଓ ଉତ୍ତର ଭାଗକୁ ଲକ୍ଷ୍ୟଭେଦ କରିପାରିବ।

ସେପଟେ ଭାରତ ଓ ରୁଷ ମିଳିତ ଭାବେ ଏକେ-୨୦୩ ବନ୍ଧୁକ ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ନେଇଛନ୍ତି। ଯାହା ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story