ଡେଥ୍‌ ୱାରେଣ୍ଟ ଜାରି ପରେ ପୁଣି ଥରେ କ୍ଷମା ପ୍ରାର୍ଥନା କଲେ ସବନମ୍‌

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶର ଜଣେ ମହିଳା କଏଦୀ ସବନମ୍‌ ଫାଶୀ ଦଣ୍ଡାଦେଶ ପାଇଥିବା ବେଳେ ବଞ୍ଚିବା ପାଇଁ  କରିଛନ୍ତି ଆଉ ଏକ ପ୍ରୟାସ । ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି । ୟୁପି ରାମପୁର ଜେଲ୍‌ରେ ଥିବା ସବନମ୍‌ଙ୍କ ପାଖକୁ ଡେଥ୍ ୱାରେଣ୍ଟ ପଠାଯାଇଥିବା ବେଳେ ସେ କିନ୍ତୁ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ […]

lll-1

lll-1

Niharika Rout
  • Published: Friday, 19 February 2021
  • Updated: 19 February 2021, 12:47 PM IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶର ଜଣେ ମହିଳା କଏଦୀ ସବନମ୍‌ ଫାଶୀ ଦଣ୍ଡାଦେଶ ପାଇଥିବା ବେଳେ ବଞ୍ଚିବା ପାଇଁ  କରିଛନ୍ତି ଆଉ ଏକ ପ୍ରୟାସ । ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି । ୟୁପି ରାମପୁର ଜେଲ୍‌ରେ ଥିବା ସବନମ୍‌ଙ୍କ ପାଖକୁ ଡେଥ୍ ୱାରେଣ୍ଟ ପଠାଯାଇଥିବା ବେଳେ ସେ କିନ୍ତୁ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି ସବନମ୍‌। ପୂର୍ବରୁ ରାଷ୍ଟ୍ରପତିଙ୍କ  ତାଙ୍କ ରାଜକ୍ଷମା ଆବେଦନକୁ ଖାରଜ କରି ସାରିଛନ୍ତି।  ସବନମ୍‌ଙ୍କୁ  ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି।

ସବନମ୍‌ ଓ ତାଙ୍କ ପ୍ରେମିକ ସଲିମ୍‌ଙ୍କୁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିବା ବେଳେ ଉଭୟଙ୍କୁ ଫାଶି ଦେବାକୁ ଆଗ୍ରା ଜେଲ୍‌ରେ ବ୍ୟବସ୍ଥା ହୋଇଛି । ନିର୍ଭୟା ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜହ୍ଲାଦ୍ ଆଗ୍ରା ଜେଲ୍‌କୁ ଯାଇ ସ୍ଥିତି ପରଖିଛନ୍ତି । ପୁରା ରାଜ୍ୟରେ ମଥୁରାରେ ହିଁ କେବଳ ମହିଳାଙ୍କୁ ଫାଶି ଦେବା ବ୍ୟବସ୍ଥା ଥିବାରୁ ସେଠାରେ ପ୍ରସ୍ତୁତି  ଆରମ୍ଭ ହୋଇଛି । ବକ୍ସରରୁ ଜହ୍ଲାଦ୍ ଅଣାଯିବାକୁ ଯୋଜନା କରାଯାଇଛି ।

ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇ ସବନମ୍‌ ନିଜ ପ୍ରେମିକ ସହ ୭ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ । ଏଭଳି ଏକ ଘୂର୍ଣ୍ଣ କାମ କରିଥିବାରୁ ତୁରନ୍ତ ତାଙ୍କ ବିରୋଧରେ କଡ଼ା ଦଣ୍ଡ ବିଧାନ ଦାବି କରିଛନ୍ତି ସେମାନେ।  କିନ୍ତୁ ସବନମ୍‌ଙ୍କୁ କ୍ଷମା କରି ଦିଆଯାଉ ବୋଲି ନିବେଦନ କରିଛନ୍ତି ତାଙ୍କ ପୁଅ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story