ଦୌଡିଲା ସାଇକେଲ, ଜିତିଲେ ଅଖିଲେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ଏକ ପ୍ରକାର ବହୁତ ହାସଲ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସମାଜବାଦୀ ପାର୍ଟି ମଧ୍ୟ ବିଜେପିକୁ କଡା ଟକ୍କର ଦେଉଛି। ଏହାରି ଭିତରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବିଜୟ ହାସଲ କରିଛନ୍ତି। କରହଲ ଆସନରେ ଦୌଡିଛି ଅଖିଲେଶଙ୍କ ସାଇକେଲ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ଏସ୍‌ପି ସିଂହ ବଘେଲଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ନିର୍ବାଚନ କମିଶନଙ୍କ […]

Akhilesh yadav

Akhilesh yadav

Madhupriya Mistry
  • Published: Thursday, 10 March 2022
  • Updated: 10 March 2022, 06:31 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ଏକ ପ୍ରକାର ବହୁତ ହାସଲ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସମାଜବାଦୀ ପାର୍ଟି ମଧ୍ୟ ବିଜେପିକୁ କଡା ଟକ୍କର ଦେଉଛି। ଏହାରି ଭିତରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବିଜୟ ହାସଲ କରିଛନ୍ତି। କରହଲ ଆସନରେ ଦୌଡିଛି ଅଖିଲେଶଙ୍କ ସାଇକେଲ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ଏସ୍‌ପି ସିଂହ ବଘେଲଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, କରହଲ ବିଧାନସଭା ଆସନରେ ପୋଷ୍ଟାଲ ଭୋଟ ଗଣତି ହୋଇ ନଥିବା ବେଳେ ଅଖିଲେଶ ଯାଦବଙ୍କୁ ୧,୪୭,୨୩୭ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଏସ.ପି ସିଂଙ୍କୁ ୮୦,୪୫୫ ଖଣ୍ଡ ଭୋଟ ମିଳିଛି। ସେହିଭଳି ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀ କୁଲଦୀପ ନାରାୟଣଙ୍କୁ ମାତ୍ର ୧୫,୬୪୩ ଖଣ୍ଡ ଭୋଟ ମିଳିଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପୁଣିଥରେ ବହୁମତ ହାସଲ କରିବାକୁ ଯାଉଛି। ସନ୍ଧ୍ୟା ୬ ଟା ସୁଦ୍ଧା ନିର୍ବାଚନ କମିଶନ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ବିଜେପି ୯୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୧୭୩ ଟି ଆସନରେ ଆଗୁଆ ରହିଛି।

ସେହିଭଳି ସମାଜବାଦୀ ପାର୍ଟି ୨୧ ଟି ଆସନରେ ବିଜୟଲାଭ କରିଥିବା ବେଳେ ୧୧୨ ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ଓ ଗୋଟିଏ ଆସନରେ ଆଗୁଆ ରହିଛି। ସେପଟେ ବହୁଜନ ସମାଜବାଦୀ ପାର୍ଟି ଗୋଟିଏ ଆସନରେ ଆଗୁଆ ରହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story