ଏନ୍‌ସିବିରୁ ବିଦା ହେଲେ ସମୀର ୱାଙ୍ଖଡେ

ମୁମ୍ବାଇ: ବହୁ ବାଦ ବିବାଦ ପରେ ଶେଷରେ ଏନ୍‌ସିବିରୁ ବିଦା ହେଲେ ସମୀର ୱାଙ୍ଖଡେ। ତାଙ୍କୁ ମିଳିଲାନି ଆଉ ଅଧିକ ସମୟ। ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କୁ ଆଉ ଏକ୍ସଟେନ୍‌ସନ୍‌ ମିଳିନି। ତାଙ୍କ ୪ ମାସର ଏକ୍ସଟେନ୍‌ସନ୍‌ ୨୦୨୧ ଡିସେମ୍ବର ୩୧ରେ ଶେଷ ହୋଇଯାଇଛି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାର ତାଙ୍କ ଚାକିରି ଅବଧିକୁ ସମ୍ପ୍ରସାରଣ କରିପାରନ୍ତି କିନ୍ତୁ ତାହା ହୋଇପାରିନାହିଁ। ପୁନର୍ବାର ତାଙ୍କୁ ରାଜସ୍ୱ […]

Sameer wankhede

Sameer wankhede

Madhupriya Mistry
  • Published: Monday, 03 January 2022
  • Updated: 03 January 2022, 05:05 PM IST

Sports

Latest News

ମୁମ୍ବାଇ: ବହୁ ବାଦ ବିବାଦ ପରେ ଶେଷରେ ଏନ୍‌ସିବିରୁ ବିଦା ହେଲେ ସମୀର ୱାଙ୍ଖଡେ। ତାଙ୍କୁ ମିଳିଲାନି ଆଉ ଅଧିକ ସମୟ। ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କୁ ଆଉ ଏକ୍ସଟେନ୍‌ସନ୍‌ ମିଳିନି। ତାଙ୍କ ୪ ମାସର ଏକ୍ସଟେନ୍‌ସନ୍‌ ୨୦୨୧ ଡିସେମ୍ବର ୩୧ରେ ଶେଷ ହୋଇଯାଇଛି।

ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାର ତାଙ୍କ ଚାକିରି ଅବଧିକୁ ସମ୍ପ୍ରସାରଣ କରିପାରନ୍ତି କିନ୍ତୁ ତାହା ହୋଇପାରିନାହିଁ। ପୁନର୍ବାର ତାଙ୍କୁ ରାଜସ୍ୱ ଇଣ୍ଟେଲିଜେନ୍ସ (DRI) ବିଭାଗକୁ ପଠାଇ ଦିଆଯାଇଛି।

ସୂଚନା ଥାଉ କି, ସମୀର ୱାଙ୍ଖଡେ ଜଣେ ଆଇଆରଏସ ଅଧିକାରୀ ହୋଇଥିବାବେଳେ ମୁମ୍ବାଇରେ ଡ୍ରଗ୍ସ ମାମଲାର ଯାଞ୍ଚ କରି ଚର୍ଚ୍ଚାକୁ ଆସିଥିଲେ। ବିଶେଷ କରି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରି ସେ ପାଲଟିଥିଲେ ଖବରର ହେଡ୍‌ଲାଇନ୍‌।

ମହାରାଷ୍ଟ୍ର ବାସିନ୍ଦା ସମୀର ୱାଙ୍ଖଡେ ୨୦୦୮ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ।  ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଡେପୁଟି କଷ୍ଟମ କମିଶ୍ନର ରୂପେ ହୋଇଥିଲା। ତାଙ୍କ ଦକ୍ଷତ ଯୋଗୁଁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଓ ପରେ ଦିଲ୍ଲୀ ପଠାଯାଇଥିଲା। ଦିଲ୍ଲୀ ପରେ ପୁଣି ଥରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଏଠାରେ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ କରାଯାଇଥିଲା। ତାଙ୍କୁ ନିଶା ଏବଂ ଡ୍ରଗ୍ସ ସହ ଜିଡତ ମାମଲାରେ ବିଶେଷଜ୍ଞ ବୋଲି ବିଶ୍ୱାସ କରାଯାଏ।

ସେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ପ୍ରାୟ ୧୭ ହଜାର କୋଟି ଟଙ୍କାର ଡ୍ରଗ୍ସ ଏବଂ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ଡ୍ରଗ୍ସ ମାମଲାରେ ତାଙ୍କର କାର୍ଯ୍ୟାନୁଷ୍ଠାନକୁ ନେଇ ଏନସିପି ନେତା ନୱାବ ମଲ୍ଲିକ ଲଗାତାର ସାମ୍ବାଦିକ ସମ୍ମିଳନୀ କରି ୱାଙ୍ଖଡେଙ୍କୁ ଟାର୍ଗେଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story