ବିଜୟ ବାନା ଉଡାଇଲେ ଭଗୱନ୍ତ ମାନ୍‌

ଚଣ୍ଡିଗଡ: ବିଜୟ ବାନା ଉଡାଇଲେ ଆମ୍‌ ଆଦମୀ ପାର୍ଟିର ଭବୱନ୍ତ ମାନ। ପଞ୍ଜାବର ଧୁରି ବିଧାନସଭା ଆସନରୁ ହାସଲ କଲେ ବିପୁଳ ବିର୍ଜ। ଭଗବନ୍ତ ମାନଙ୍କୁ ଆମ ଆଦମୀ ପାର୍ଟି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା, ଯାହାକୁ ପଞ୍ଜାବବାସୀ ସ୍ୱୀକାର କରିଛନ୍ତି। ସେହିପରି ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗ ପ୍ରାର୍ଥୀ କରିଥିଲା ଓ ବିଜେପି ରଣଦୀପ ସିଂହଙ୍କୁ ପ୍ରାର୍ଥୀଭାବେ ମୌଦାନକୁ ଓହ୍ଲାଇଥିଲା। ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଭଗୱନ୍ତ ମାନ ବିଜୟ ହାସଲ […]

bhagwant mann-1

bhagwant mann-1

Madhupriya Mistry
  • Published: Thursday, 10 March 2022
  • Updated: 10 March 2022, 01:24 PM IST

Sports

Latest News

ଚଣ୍ଡିଗଡ: ବିଜୟ ବାନା ଉଡାଇଲେ ଆମ୍‌ ଆଦମୀ ପାର୍ଟିର ଭବୱନ୍ତ ମାନ। ପଞ୍ଜାବର ଧୁରି ବିଧାନସଭା ଆସନରୁ ହାସଲ କଲେ ବିପୁଳ ବିର୍ଜ। ଭଗବନ୍ତ ମାନଙ୍କୁ ଆମ ଆଦମୀ ପାର୍ଟି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା, ଯାହାକୁ ପଞ୍ଜାବବାସୀ ସ୍ୱୀକାର କରିଛନ୍ତି।

ସେହିପରି ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗ ପ୍ରାର୍ଥୀ କରିଥିଲା ଓ ବିଜେପି ରଣଦୀପ ସିଂହଙ୍କୁ ପ୍ରାର୍ଥୀଭାବେ ମୌଦାନକୁ ଓହ୍ଲାଇଥିଲା। ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଭଗୱନ୍ତ ମାନ ବିଜୟ ହାସଲ କରିଛନ୍ତି।

୨୦୧୭ରେ ଏହି ଆସନରୁ କଂଗ୍ରେସର ଦଲବୀର ସିଂହ ଗୋଲ୍ଡି ଆମ୍‌ ଆଦମୀ ପାର୍ଟିର ଜସବୀର ସିଂହ ଜସ୍ସିଙ୍କୁ ୨,୮୧୧ ଭୋଟ ବ୍ୟବଧାନରେ ହରାଇଥିଲେ। କଂଗ୍ରେସ, ଶିରୋମଣି ଅକାଳୀ ମେଣ୍ଟ ଏହି ଆସନରେ ଦୁଇ ଦୁଇ ଥର ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଜିତି ସାରିଛି। ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ଦଲବୀର ସିଂହ ଗୋଲ୍ଡିଙ୍କୁ ୪୯,୩୪୭ ଖଣ୍ଡ ଭୋଟ ମିଳିଥିଲା।

ଧୁରି ବିଧାନସଭା ଆସନ ସଙ୍ଗରୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆସୁଛି। ଏହି ସିଟ୍‌ରୁ ଆମ୍‌ ଆଦମୀ ପାର୍ଟିର ଭଗୱନ୍ତ ସିଂହ ମାନ ସାଂସଦ ଅଛନ୍ତି। ସେ ପଞ୍ଜାବ 'ଆପ୍‌' ମୁଖ୍ୟ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story