ସଞ୍ଜୟ କହିଲେ ସେ ସେମିତି କହି ନାହାନ୍ତି

ମୁମ୍ବାଇ: କଥା ବଦଳାଇଲେ ଶିବ ସେନା ନେତା ସଞ୍ଜୟ ରାଉତ। କହିଲେ, ସୋନିଆ ଗାନ୍ଧୀଙ୍କ ବଦଳରେ ଏନ୍‌ସିପି ସଭାପତି ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରାଯାଉ ବୋଲି ସେ କେବେ ବି କହି ନାହାନ୍ତି। କଂଗ୍ରେସ ପକ୍ଷରୁ ଜୋରଦାର ସମାଲୋଚନା କରାଯିବା ପରେ ସେ ଏଭଳି ସଫେଇ ଦେଇଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସଞ୍ଜୟ କହିଛନ୍ତି, ମୁଁ କେବେ କହି ନାହିଁ ଯେ ସୋନିଆ ଗାନ୍ଧୀଙ୍କ ବଦଳରେ ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରାଯିବା […]

Sanjay Raut

Sanjay Raut

Ordigital Desk
  • Published: Thursday, 01 April 2021
  • Updated: 01 April 2021, 10:38 PM IST

Sports

Latest News

ମୁମ୍ବାଇ: କଥା ବଦଳାଇଲେ ଶିବ ସେନା ନେତା ସଞ୍ଜୟ ରାଉତ। କହିଲେ, ସୋନିଆ ଗାନ୍ଧୀଙ୍କ ବଦଳରେ ଏନ୍‌ସିପି ସଭାପତି ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରାଯାଉ ବୋଲି ସେ କେବେ ବି କହି ନାହାନ୍ତି। କଂଗ୍ରେସ ପକ୍ଷରୁ ଜୋରଦାର ସମାଲୋଚନା କରାଯିବା ପରେ ସେ ଏଭଳି ସଫେଇ ଦେଇଛନ୍ତି।

ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସଞ୍ଜୟ କହିଛନ୍ତି, ମୁଁ କେବେ କହି ନାହିଁ ଯେ ସୋନିଆ ଗାନ୍ଧୀଙ୍କ ବଦଳରେ ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରାଯିବା ଉଚିତ୍‌। ଦେଶର ହିତପାଇଁ ୟୁପିଏକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ମୁଁ କେବଳ ଏତିକି କହିଥିଲେ ଯେ ବିରୋଧୀ ମେଣ୍ଟକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ମୁଁ କେବେ ସୋନିଆ ଗାନ୍ଧୀ ଅବା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିନାହିଁ।

ସେ ଆହୁରି କହିଛନ୍ତି, ଯେତେବେଳେ ବି ବିପକ୍ଷ ଦଳଗୁଡ଼ିକ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରନ୍ତି, ସେତେବେଳେ ମୁଁ ସେମାନଙ୍କ ସହିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story