ଆଜି ଇଡିରେ ହାଜର ହେବେ ସଞ୍ଜୟଙ୍କ ପତ୍ନୀ

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡିର ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ଅବଧି ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। ଏହାରି ମଧ୍ୟରେ ଇଡି ପକ୍ଷରୁ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ କରାଯାଇଛି। ତଦନ୍ତକାରୀ ସଂସ୍ଥା ଇଡି […]

sanjay

sanjay

Tapas Behera
  • Published: Friday, 05 August 2022
  • Updated: 05 August 2022, 11:45 AM IST

Sports

Latest News

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡିର ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ଅବଧି ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। ଏହାରି ମଧ୍ୟରେ ଇଡି ପକ୍ଷରୁ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ କରାଯାଇଛି। ତଦନ୍ତକାରୀ ସଂସ୍ଥା ଇଡି ସମ୍ମୁଖରେ ଆଜି ବର୍ଷା ହାଜର ହେବେ। ତାଙ୍କୁ ମଧ୍ୟ ସ୍ୱାମୀ ସହ ଜଡ଼ିତ ଥିବା  ଅର୍ଥ ହେରଫେର ମାମଲାରେ ଜେରା କରାଯିବ। ଚଳିତ ବର୍ଷ ଜାନୁଆରୀରେ ପିଏମସି ବ୍ୟାଙ୍କ ସ୍କାମରେ ଇଡି ପକ୍ଷରୁ ତାଙ୍କୁ ଜେରା କରାଯାଇଥିଲା।

ମାଧୁରୀ ପ୍ରବିଣ ରାଉତ ନାମ୍ନୀ ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ  ୫୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ଘଟଣାରେ ତାଙ୍କୁ ଜେରା କରାଯାଇଥିଲା। ତେବେ ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟ ରାଉତଙ୍କଚ ଗିରଫ କରାଯାଇଥିଲା ବେଳେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ କରାଯାଇଥିଲା।

ଗତ ଜୁଲାଇ ୩୧ତାରିଖ ଦିନ ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟ ଜେରା କରିବା ପରେ ଜୁଲାଇ ୩୧ତାରିଖ ରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story