ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ଏଲଗାର ପରିଷଦ ମାଓବାଦୀ ଲିଙ୍କ ନେଇ ସାମାଜିକ କର୍ମୀ ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସୁପ୍ରିମକୋର୍ଟ ଗୌତମଙ୍କୁ ଗୃହବନ୍ଦୀ ପାଇଁ ରାଜି ହୋଇଛନ୍ତି। ଅନ୍ୟପଟେ ପ୍ରାଥମିକ ପ୍ରମାଣରୁ ଗୌତମଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯେଉଁ ରିପୋର୍ଟ  ଆସିଛି ତାକୁ ଖାରଜ କରିହେବ ନାହିଁ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ, ଅର୍ଡ଼ର ଇସ୍ୟୁ ହେବାର ୪୮ ଘଣ୍ଟା ମଧ୍ୟରେ ନବଲଖାଙ୍କୁ  ଗୃହବନ୍ଦୀ ରଖାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଜାରି […]

uop

uop

Tapas Behera
  • Published: Thursday, 10 November 2022
  • Updated: 10 November 2022, 03:52 PM IST

Sports

Latest News

ନୂଆଦିଲ୍ଲୀ: ଏଲଗାର ପରିଷଦ ମାଓବାଦୀ ଲିଙ୍କ ନେଇ ସାମାଜିକ କର୍ମୀ ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସୁପ୍ରିମକୋର୍ଟ ଗୌତମଙ୍କୁ ଗୃହବନ୍ଦୀ ପାଇଁ ରାଜି ହୋଇଛନ୍ତି। ଅନ୍ୟପଟେ ପ୍ରାଥମିକ ପ୍ରମାଣରୁ ଗୌତମଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯେଉଁ ରିପୋର୍ଟ  ଆସିଛି ତାକୁ ଖାରଜ କରିହେବ ନାହିଁ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ, ଅର୍ଡ଼ର ଇସ୍ୟୁ ହେବାର ୪୮ ଘଣ୍ଟା ମଧ୍ୟରେ ନବଲଖାଙ୍କୁ  ଗୃହବନ୍ଦୀ ରଖାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗୃହବନ୍ଦୀ ରଖାଯିବ । ସେହିପରି କୋର୍ଟ ଗୃହବନ୍ଦୀ ରଖିବା ଜନିତ ଯେଉଁ ପୁଲିସ କର୍ମଚାରୀ ନିୟୋଜିତ ହେବେ ଏହାର ଖର୍ଚ୍ଚ ବାବଦରେ  ଗୌତମଙ୍କୁ ୨,୪୦,୦୦୦ ଟଙ୍କା ଜମା କରିବାକୁ ପଡ଼ିବ। ତେବେ ଗୌତମଙ୍କୁ ଗୃହବନ୍ଦୀ ସମୟରେ  ମୋବାଇଲ ଫୋନ୍, ଲାପଟପ, ଇଣ୍ଟରନେଟ ସହ ଅନ୍ୟ ଯୋଗାଯୋଗ ମାଧ୍ୟମକୁ  ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ।

କିନ୍ତୁ ପୁଲିସ ଜରିଆରେ ସେ ଦିନରେ ଥରେ ମାତ୍ର ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ। ତାଙ୍କୁ ଦିନର ୧୦ ମିନିଟ ପାଇଁ ଆଲୋଚନା ଲାଗି  ସୁଯୋଗ ମିଳିବ। ସେହିରି ଗୌତମ ମୁମ୍ବାଇ ଛାଡ଼ି ଯାଇପାରରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ସେହିପରି  ଗୌତମଙ୍କୁ ତାଙ୍କ ପରିବାର ସହ ଭେଟ ପାଇଁ ସପ୍ତାହରେ ୨ ଥର ମୌକା ମିଳିବ।

ସେହିପରି ଆବେଦନକାରୀଙ୍କ ଖର୍ଚ୍ଚରେ  ସିସିଟିଭି ଳଗାଯିବ ବୋଲି କୋର୍ଟ କହିଛନ୍ତି। ଏବେ  ଗୌତମ ଜେଲରେ ରହୁଥିବା ବେଳେ ସେ ନିଜେ ଗୃହବନ୍ଦୀ ରହିବା ପାଇଁ  ଆବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ୨୦୧୮ ଅଗଷ୍ଟ ମାସ ୨୮ ତାରିଖରେ ଗୌତମ ନବଲଖାଙ୍କ ସମେତ ୫ ଜଣ ସାମିଜକ କର୍ମୀ  ଭେର୍ନନ୍‌ ଗନସାଲଭେସ୍‌, ସୁଧା ଭରଦ୍ବାଜ, ଅରୁଣ ଫେରେଇରା, ପି ବରବରା ରାଓଙ୍କୁ ଭୀମା କୋରେଗାଓଁ ହିଂସା ମାମଲାରେ ମାଓବାଦୀ ଲିଙ୍କ୍‌  ନେଇ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story