ସ୍କୁଲ ଖୋଲିବାକୁ କହିଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କରୋନାକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଦେଶରେ କରୋନା ମାମଲା ଟିକେ କମିବାରେ ଲାଗିଛି। କିନ୍ତୁ ସମ୍ପୂର୍ଣ୍ଣ ଯାଇନି। କରୋନାକୁ ଦୃଷ୍ଟିରେ ରଖି ସ୍କୁଲର ଅଫଲାଇନ୍‌ କ୍ଳାସ ବନ୍ଦ ରହିଛି। ପିଲା ଘରେ ବସି ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି। ତେବେ ଏଭଳି ସ୍ଥିତିରେ ପୁଣି ସ୍କୁଲ ଖୋଲି ବାକୁ କହିଛି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ। କରୋନାକୁ ରୋକିବା ପାଇଁ ବହୁସ୍ତରୀୟ ଉପାୟ ଆପଣାଇ ପୁଣି ସ୍କୁଲ […]

School reopen

School reopen

Madhupriya Mistry
  • Published: Tuesday, 28 September 2021
  • Updated: 28 September 2021, 01:38 PM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କରୋନାକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଦେଶରେ କରୋନା ମାମଲା ଟିକେ କମିବାରେ ଲାଗିଛି। କିନ୍ତୁ ସମ୍ପୂର୍ଣ୍ଣ ଯାଇନି। କରୋନାକୁ ଦୃଷ୍ଟିରେ ରଖି ସ୍କୁଲର ଅଫଲାଇନ୍‌ କ୍ଳାସ ବନ୍ଦ ରହିଛି। ପିଲା ଘରେ ବସି ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି। ତେବେ ଏଭଳି ସ୍ଥିତିରେ ପୁଣି ସ୍କୁଲ ଖୋଲି ବାକୁ କହିଛି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ।

କରୋନାକୁ ରୋକିବା ପାଇଁ ବହୁସ୍ତରୀୟ ଉପାୟ ଆପଣାଇ ପୁଣି ସ୍କୁଲ ଖୋଲାଯାଇ ପାରିବ। ପ୍ରାଥମିକ ଶ୍ରେଣୀ ଠାରୁ ଆରମ୍ଭ ସବୁ ଶ୍ରେଣୀ ଯାଏଁ ସ୍କୁଲଗୁଡିକୁ ପର୍ଯ୍ୟାୟ କ୍ରମେ ପୁଣି ଖୋଲିବା ଉଚିତ ବୋଲି  ଆଇସିଏମ୍‌ଆର କହିଛି। ପ୍ରକୃତରେ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ରିପୋର୍ଟରେ ଏସବୁ କଥା କୁହାଯାଇଛି।

ସେପଟେ UNESCOର ରିପୋର୍ଟ ଅନୁସାରେ, ଭାରତରେ ୫୦୦ ଦିନରୁ ଅଧିକ ଦିନ ସ୍କୁଲ ବନ୍ଦ ରହିବା ହେତୁ ୩୨ କୋଟିରୁ ଅଧିକ ପିଲା ପ୍ରଭାବିତ ହୋଇଛନ୍ତି।

ଭାରତ ତଥା ବିଦେଶରୁ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ପ୍ରାପ୍ତ ବୈଜ୍ଞାନିକ ପ୍ରମାଣ ଆଧାରରେ ବିଶେଷଜ୍ଞମାନେ କହିଛନ୍ତି ଯେ ବିଦ୍ୟାଳୟରେ ଯଦି ସଠିକ୍‌ ରୂପେ ସଂକ୍ରମଣ ଯାଞ୍ଚ କରାଯାଏ, ତେବେ ଏହି ଜୀବାଣୁ ଅଧିକ ସଂକ୍ରମିତ ହୋଇପାରିବ ନାହିଁ। ଏହା ବ୍ୟତୀତ ବିଶେଷଜ୍ଞ, ଶିକ୍ଷକ, କର୍ମଚାରୀ ଏବଂ ଶିଶୁଙ୍କୁ ନେବା ଆଣିବା କରୁଥିବା ଲୋକଙ୍କୁ ଟୀକାକରଣ କରାଯିବା ଉଚିତ। ଟୀକାକରଣ ପରେ ମଧ୍ୟ ସେମାନେ ମାସ୍କ ବ୍ୟବହାର କରିବା ଉଚିତ୍।

ବିଭିନ୍ନ ଉପାୟ ଏବଂ ପଦକ୍ଷେପ ସହିତ ସ୍କୁଲ ଖୋଲା ଯାଇପାରିବ। ଏପରି କରିବା ଦ୍ୱାରା ବ୍ୟକ୍ତିଗତ ଶିକ୍ଷାର ବୃଦ୍ଧି ହେବ। ଏଥିସହ ଏହା ବିଦ୍ୟାଳୟଗୁଡିକ ପିଲାମାନଙ୍କ ପାଇଁ ନିରାପଦ ଅଟେ ବୋଲି ଅଭିଭାବକମାନଙ୍କ ଉପରେ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି କରିବ।

ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶ୍ରେଣୀଗୃହଗୁଡିକରେ ପର୍ଯ୍ୟାପ୍ତ ଝରକା ଥିବା ଉଚିତ। ଏଥିସହ  ଏୟାରକଣ୍ଡିସନର ରୁମ୍‌ଗୁଡିକଠାରୁ ଦୂରେଇ ରହିବା ଉଚିତ। ସଂକ୍ରମଣର ସମ୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ ଶ୍ରେଣୀଗୃହରେ ଏଗ୍‌ଜିଷ୍ଟ ଫ୍ୟାନ୍‌ ଲଗାଇବା ଉଚିତ୍। ପିଲାମାନଙ୍କୁ ଖାଦ୍ୟ ବାଣ୍ଟିବା, କ୍ୟାଣ୍ଟିନ କିମ୍ବା ଡାଇନିଂ ହଲରେ ଦୀର୍ଘ ସମୟ ବିତାଇବା ଠାରୁ ଦୂରେଇ ରଖିବା ଉଚିତ।

କୋଭିଡ-୧୯ ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ସ୍କୁଲ ଗୁଡିକ ବନ୍ଦ ପଡିଛି। ଫଲରେ ପିଲାଙ୍କ ବିକାଶକୁ ପ୍ରଭାବିତ କରୁଛି। ପିଲାଙ୍କ ଚିନ୍ତାଧାରାକୁ ବୁଝିବା ନିହାତି ଆବଶ୍ୟକ ରହିଛି। ଏଥିପାଇଁ ସ୍କୁଲ ଗୁଡିକ ପର୍ଯ୍ୟାୟ ରୂପେ ଯେପରିକି ସେକେଣ୍ଡରୀ ପରେ ପ୍ରାଇମେରୀ ସ୍କୁଲ ପୁଣି ଥରେ ଖୋଲିବା ଦରକାର ବୋଲି ଆଇସିଏମ୍‌ର ଦ୍ୱାରା ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story