ବସ୍‌ ଷ୍ଟାଣ୍ଡରୁ ୭ କେଜି ବିସ୍ଫୋରକ ଜବତ

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ। ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ କାଶ୍ମୀର ବସଷ୍ଟାଣ୍ଡରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସୁରକ୍ଷାକର୍ମୀମାନେ ପ୍ରାୟ ୭ କେଜିର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ସୂଚନା ମୁତାବକ, ପୁଲୱାମା ଆକ୍ରମଣକୁ ଆଜି ୨ ବର୍ଷ ପୂରିଛି। ଏହି ଅବସରରେ ଆତଙ୍କବାଦୀମାନେ ଘାଟିରେ ଆଉ ଏକ ବଡ ଧରଣର ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରୁଥିଲେ, କିନ୍ତୁ ଏହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି। ଅଧିକ […]

Jammu BusStand

Jammu BusStand

Madhupriya Mistry
  • Published: Sunday, 14 February 2021
  • Updated: 14 February 2021, 02:38 PM IST

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ। ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ କାଶ୍ମୀର ବସଷ୍ଟାଣ୍ଡରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସୁରକ୍ଷାକର୍ମୀମାନେ ପ୍ରାୟ ୭ କେଜିର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।

ସୂଚନା ମୁତାବକ, ପୁଲୱାମା ଆକ୍ରମଣକୁ ଆଜି ୨ ବର୍ଷ ପୂରିଛି। ଏହି ଅବସରରେ ଆତଙ୍କବାଦୀମାନେ ଘାଟିରେ ଆଉ ଏକ ବଡ ଧରଣର ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରୁଥିଲେ, କିନ୍ତୁ ଏହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି। ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି।

ଏହାପୂର୍ବରୁ ଶନିବାର ଦିନ ଅନନ୍ତନାଗ ପୁଲିସ ସାମ୍ବା ଜିଲ୍ଲାରୁ ୨ ଜଣ ଟିଆର୍‌ଏଫ୍‌ ଆତଙ୍କବାଦୀ ଜହୁର ଅହମ୍ମଦ ରାଠାରୋଙ୍କୁ ଗିରଫ କରିଥିଲେ। ରାଠାରେ ନାଁରେ ୩ ବିଜେପି କର୍ମୀ ଏବଂ ଜଣେ ପୁଲିସଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story